Daily Archives

ନର୍ଲାକୁ କଣ୍ଟେଟମେଂଟ ଯୋନ ସହ ସପ୍ତାହ ବ୍ୟାପି ସଟଡ଼ାଉନ ଘୋଷଣା କଲେ ସରପଞ୍ଚ ଚିରଞ୍ଜିବି ଗୌଡ଼ତିଆ

କଳାହାଣ୍ଡି, (ପି .କେ. ସାହୁ) : ୨୪ ଅପ୍ରେଲ ଶନିବାର କରୋନାର ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ନର୍ଲାକୁ ଅପ୍ରେଲ ୨୫ ତାରିଖରୁ ସପ୍ତାହ ବ୍ୟାପି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ନର୍ଲା ସରପଞ୍ଚ ଚିରଞ୍ଜିବି ଗୌଡ଼ିତିଆ ଆସନ୍ତା କାଲି (ରବିବାର) ସାପ୍ତାହିକ ବଜାର ସହ ସମସ୍ତ ଦୋକାନ ବନ୍ଦ
Read More...

ଜୁନିଅର ରେଡକ୍ରସ ତରଫରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କରୋନାର ଦ୍ୱିତୀୟ ଲହର ସାରା ବିଶ୍ୱକୁ ଦୋହଳାଇ ଦେଇଥିବା ବେଳେ ଜୁନିଅର ରେଡକ୍ରସର ତରଫରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଣ୍ଟାବାଞ୍ଜି ଏକ ବ୍ୟବସାୟର ପେଣ୍ଠସ୍ଥଳ ହୋଇଥିବା ବେଳେ ଏଠାର ରେଳ ଷ୍ଟେସନରେ ବିଭିନ୍ନ
Read More...

ବଲାଙ୍ଗିର ଜିଲ୍ଲାରେ ବି ବୋବାଲ୍‌ କରୁଛି କରୋନା ସଂକ୍ରମଣ : ଆଜି ଦିନକରେ ୨୩୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ବି ବୋବାଲ୍‌ ମଚାଉଛଇ କରୋନା ସଂକ୍ରମଣ । ଆଜି ଦିନକରେ ୨୩୪ ଜଣ ନୂଆ ଆକ୍ରାନ୍ତ ଜିଲ୍ଲାରେ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟିରୁ ଚିହ୍ନଟ ହୋଇଛନ୍ତିି ୬୦ ଜଣ । ବଲାଙ୍ଗିର ଜିଲ୍ଲାରେ ବି ଦିନକୁ ଦିନ ସଂକ୍ରମଣର ସ୍ଥିତି
Read More...

ରାମଚନ୍ଦ୍ରପୁର ‌ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ନାହାନ୍ତି ଡାକ୍ତର : ଆୟୁଷ ଡାକ୍ତରଙ୍କ ଭରଷାରେ ଚାଲିଛି ‌ସ୍ୱାସ୍ଥ୍ୟ…

ମିନି ପାର୍କ ପାଲଟିଛି ସ୍ୱାସ୍ଥ୍ୟ କେନ୍ଦ୍ରଦେଓଗାଁ, (ମନୀଷ କୁମାର ସାହୁ) : ଜଙ୍ଗଲ ଘେରା ଗାଁଗୁଡିକରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସଜେଇ ହେଉଛି । କିନ୍ତୁ ବର୍ଷ ବର୍ଷ ଧରି ନାହାନ୍ତି ଡାକ୍ତର । ହେଲେ ଆୟୁଷ ଡାକ୍ତରଙ୍କ ଉଦ୍ୟମରେ ମିନି ପାର୍କ ସାଜିଛି ସ୍ୱାସ୍ଥ୍ୟ କେନ୍ଦ୍ର ।
Read More...

ସସମ୍ମାନ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁ‌ନ୍ତଲା ବ୍ଲକ ଅନ୍ତର୍ଗତ ଡେଢେଲ ଗାଁର ଘନଶ୍ୟାମ ସାହୁ ନିଜ ବାପା ମା'ଙ୍କୁ ବଲାଙ୍ଗିର ଭୀମ ଭୋଇ ହସ୍ପିଟାଲରେ କରୋନା ଯୋଗୁଁ ଭର୍ତ୍ତି କରିଥିଲେ । ତେବେ ଗତକାଲି ସନ୍ଧ୍ୟାରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଘନଶ୍ୟାମ ନିଜ ଗାଁକୁ
Read More...

ପାଣି ପାଇଁ ଡହକ ବିକଳ ଅଧା ବଲାଙ୍ଗିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଗତ ଦଶରୁ ପନ୍ଦର ଦିନ ହେବ ସହରର ବିଭିନ୍ନ ଅଂଚଳର ଲୋକ ଜଳ କଷ୍ଟ ଭୋଗୁଛନ୍ତି । ବାରମ୍ବାର ଅଭିଯୋଗ ସତ୍ୱେ କୌଣସି ସୁଫଳ ମିଳୁ ନାହିଁ । ଜଳ ଯୋଗାଣ ବିଭାଗ ପାଣି ପାଇପ ଅନୁଧ୍ୟାନ ଓ ମରାମତିର ଆଳ ଦେଖାଇ ପ୍ରତିଦିନ ଜନ ସମସ୍ୟାକୁ ଏଡାଇ ଯାଉଛି । ଅଧା ସହର
Read More...

ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା : ତଦନ୍ତ ଅବ୍ୟାହତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ମୁଣ୍ଡିଗଡ଼ ପଞ୍ଚାୟତ ଅନ୍ତର୍ଗତ ଧୂଙ୍ଗିଆପଖାଲ ଗ୍ରାମର ୨୯ବର୍ଷୀୟ ଯୁବକ ସାମନ୍ତରାମ ପାତ୍ର ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ସାମନ୍ତରାମ
Read More...

ବନବିଭାଗ ଦ୍ୱାରା ୧୦ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ସଗଡ଼ିଆ ସାହିରୁ ୧୦ଫୁଟ ଲମ୍ବର ଗୋଟିଏ ଅହିରାଜ ସାପ ଉଦ୍ଧାର କରିଛି କୋଟଗଡ଼ ବନବିଭାଗ । ସୂଚନାନୁସାରେ କୋଟଗଡ଼ ବତାଗୁଡ଼ା ନିକଟ ସଗଡ଼ିଆ ସାହିର କିଛି ଲୋକ ଏକ ୧୦ ଫୁଟରୁ ଉର୍ଦ୍ଧ୍ବ
Read More...

ବିଷାକ୍ତ ସାପ କାମୁଡାରେ ୬୦ ବର୍ଷୀୟ ବୃଦ୍ଧାଙ୍କର ମୃତ୍ୟୁ

ବୌଦ୍ଧ, (ବଂଶୀଧର ମାଝୀ) : ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କୁଶଙ୍ଗ ଗ୍ରାମ ପଞ୍ଚାୟତର ଦଳୁଆସାହିରେ ବିଷଧର ସାପ କାମୁଡ଼ାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ କୁଶଙ୍ଗ ଗ୍ରାମ
Read More...

ଦେଓଗାଁ ବ୍ଲକ ସାହିତ୍ୟ ଘରର ପ୍ରତିଷ୍ଠାତା ସଭ୍ୟ ହେମସାଗର ପଧାନଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ୨ଟା ସମୟରେ ଦେଓଗାଁ ବ୍ଳକ ସାହିତ୍ୟ ଘରର ପ୍ରତିଷ୍ଠାତା ସଭ୍ୟ ତଥା ସାଲେପାଲି ଗାଁର ଅବସର ପ୍ରାପ୍ତ ଶିକ୍ଷକ, ଆକାଶବାଣୀ ଗିତୀକାର ହେମସାଗର ପଧାନଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳେ ତାଙ୍କ ଏକ ମାତ୍ର ପୁଅ ନେତ୍ରାନନ୍ଦ ପଧାନ ଓ ୬ ଝିଅ
Read More...
error: Content is protected !!