Daily Archives

ଜିଲ୍ଲା ପ୍ରଶାସନ ପକ୍ଷରୁ ପୌରାଂଚଳର ୱାର୍ଡ ନଂ.୧୫ର କିଛି ଅଂଚଳକୁ ମାଇକ୍ରୋ କନ୍‌ଟେନ୍‌ମେଣ୍ଟ ଅଂଚଳ ଘୋଷଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧୫ ଅନ୍ତର୍ଗତ ମାଲପଡ଼ାର କିଛି ଅଂଚଳକୁ ମାଇକ୍ରୋ କନ୍‌ଟେନ୍‌ମେଣ୍ଟ ଅଂଚଳ ଘୋଷଣା କରିଛି ଆଜି ଜିଲ୍ଲା ପ୍ରଶାସନ । ପ୍ରାପ୍ତ ସୂଚନା ଅନୁସାରେ ମାଲପଡ଼ାର ତେରାପନ୍ଥ ଭବନରୁ ଘୁଂଡ଼ୁ ଦୋକାନ ଛକ ପର୍ଯ୍ୟନ୍ତ ଏବଂ ବିକ୍ରମ ପାତ୍ରଙ୍କ
Read More...

ବିଛୁବାହାଲି ଗାଁରୁ କଂଟାବାଂଜିକୁ ପକ୍କା ସଡକ ଦାବୀ ନେଇ ଆନ୍ଦୋଳନ ପାଇଁ ସଜବାଜ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଓ ତୁରେକେଲା ବ୍ଲକର ସୀମା ନିର୍ଦ୍ଧରଣ କରେ ବିଛୁବାହାଲି ଗାଁ । ଗାଁଟି ବେଲପଡା ବ୍ଲକ ପଣ୍ଡରିଯୋର ପଂଚାୟତ ଅଧୀନରେ ରହିଛି । ଏହି ଗାଁଟି ବେଲପଡା ବ୍ଲକର ସଲଣ୍ଡି ପଂଚାୟତ ସହ ତୁରେକେଲା ବ୍ଲକର ଚଟୁଅନକା, ବୁରୋମାଲ ପଂଚାୟତର
Read More...

ଡେଲାଙ୍ଗରେ ଆକ୍ରାନ୍ତଙ୍କ ସଂଖ୍ୟା ୯୫ ଛୁଇଁଲା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ମହାମାରୀ କରୋନା ୨ୟ ଲହର ଏବେ ସବୁ ଅଂଚଳରେ ଉଗ୍ର ରୂପ ଧାରଣ କରିଛି । ପ୍ରତ୍ୟକ ଦିନ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଡେଲାଙ୍ଗରେ ଗୁରୁବାର ଦିନ କରୋନା ପଜେଟିଭ୍‌ ୪ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫ରେ
Read More...

ଚନ୍ଦ୍ରଶେଖରନଗରର କିଛି ଅଂଚଳକୁ ମାଇକ୍ରୋ କନ୍‌ଟେନ୍‌ମେଣ୍ଟ ଘୋଷଣା କଲା ଜିଲ୍ଲା ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୨ ଅନ୍ତର୍ଗତ ଚନ୍ଦ୍ରଶେଖରନଗରର କିଛି ଅଂଚଳକୁ ମାଇକ୍ରୋ କନ୍‌ଟେନ୍‌ମେଣ୍ଟ ଅଂଚଳ ଘୋଷଣା କରିଛି ଆଜି ଜିଲ୍ଲା ପ୍ରଶାସନ । ପ୍ରାପ୍ତ ସୂଚନା ଅନୁସାରେ ଚନ୍ଦ୍ରଶେଖରନଗରର ଏଲ୍‌ଆଇସି ଅଫିସ୍‌ ସାମ୍‌ନା ଗଳି (ସୁଖୀଶ୍ୟାମ
Read More...

ଋଣ ଆଦାୟକୁ କିଛି ମାସ ପର୍ଯ୍ୟନ୍ତ ସ୍ଥଗିତ ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଲକ ମାଣ୍ଡୋସିଲ ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗାଁ ଭୂତମୁଣ୍ଡା, ଡୁମେର ବାହାଲ, ଧାରୋଲ, ମାଣ୍ଡୋସିଲ ଓ କାଦୋଘୁଛାର ସଭାପତିଙ୍କ ନିଷ୍ପତ୍ତି କ୍ରମେ ମାଣ୍ଡୋସିଲ ସରପଞ୍ଚ ହିମାଦ୍ରୀ ପୁଟା ଏପ୍ରିଲ ୨୭ରୁ ମେ ୫ ତାରିଖ ପର୍ୟ୍ୟନ୍ତ ୯ ଦିନ ପାଇଁ
Read More...

ରାଜସ୍ଥାନକୁ ୭ ୱିକେଟରେ ହରାଇଲା ମୁମ୍ବାଇ

ନୂଆଦିଲ୍ଲୀ : ସ୍ଥାନୀୟ ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୨୪ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ମାତ୍ ଦେଇଛି ମୁମ୍ବାଇ । ଆଜି ଟସ୍ ଜିତି ମୁମ୍ବାଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହାପରେ ଦଳର ଦୁଇ ଓପନର ଜସ ବଟଲର ଓ ଯଶସ୍ବୀ ଜୟସ୍ବାଲ ଦମଦାର ଆରମ୍ଭ
Read More...

ଦୁଇ ବାଇକ୍‌ ମୁହାଁମୁହଁ ଧକ୍କା : ୧ ମୃତ, ୩ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ଛତାମଖନା ଠାରେ ୨ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମୃତ୍ୟୁବରଣ କରଥିବା ବେଳେ ୩ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବଲାଙ୍ଗିର ପଟରୁ ଏକ ପେସନ୍‌ ପ୍ରୋ ବାଇକ୍‌ରେ ୨ ଜଣ ଯୁବକ ଯାଉଥିବା ବେଳେ ଲୋଇସିଂହା ପଟରୁ
Read More...

ମାରୱାଡି ଯୁବା ମଂଚ ଓ ସମୃଦ୍ଧି ଶାଖା ତରଫରୁ ରକ୍ତଦାନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସକାଳେ ମାରୱାଡି ସେବା ସଦନ ଠାରେ ମାରୱାଡି ଯୁବା ମଂଚ ଏବଂ ଏହାର ମହିଳା ଶାଖାର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଭେକ୍ସିନ ନେବା ପୂର୍ବରୁ ରକ୍ତଦେବା ପାଇଁ ସଦସ୍ୟମାନଙ୍କୁ ଅନୁରୋଧ କରାଯାଇଥିଲା । କାହିଁକି ନା ମଇ ୧ ତାରିଖରୁ
Read More...

ମନୋଜ ଦାସଙ୍କ ବିୟୋଗରେ ପୂଜ୍ୟପୂଜା ସେବା ସଂଗଠନର ଶୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନରେ ଟିକ୍ରାପଡା ଦଧିବାମନ ମନ୍ଦିରରେ ଡା. ଅଶୋକ କୁମାର ସେଠୀଙ୍କ ସଭାପତିତ୍ୱରେ ଯଶସ୍ୱୀ ଲେଖକ, କବି ଓ ଆଧ୍ୟାତ୍ମିକ କର୍ମନିଷ୍ଠ ପୁରୁଷ ମନୋଜ ଦାସଙ୍କ ବିୟୋଗରେ ଏକ ଶୋକ ସଭା ପୂଜ୍ୟପୂଜା ସେବା ସଂଗଠନ ତରଫରୁ ଅନୁଷ୍ଠିତ ହୋଇଥିଲା । ଆରମ୍ଭରେ ଅମର
Read More...

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଗାନ୍ଧୀନଗର ପଡା ନିବାସୀ ସତ୍ୟନାରାୟଣ ପଟେଲଙ୍କ ୬୫ ବର୍ଷ ବୟସରରେ ଭୁବନେଶ୍ୱର ସ୍ଥିତ ଏଏମ୍‌ଏସ୍‌ରେ ପରଲୋକ ହୋଇଯାଇଛି । ସେ କରୋନା ରୋଗରେ ଆକ୍ରାନ୍ତ ଥିବା କୁହାଯାଇଛି । ତାଙ୍କର ଅନ୍ତିମ ସତ୍‌କାର ଭୁବନେଶ୍ୱରରେ ହୋଇଥିଲା । ତାଙ୍କର ସାନ ଭାଇ,
Read More...
error: Content is protected !!