Daily Archives

ସାଲେପାଲି ଉପରପଡ଼ାରେ ଦେଖା ଦେଲାଣି ପାନୀୟ ଜଳ ସଙ୍କଟ : ସ୍ଵତନ୍ତ୍ର ଓଭରହେଡ ପାଣି ଟାଙ୍କି ଯୋଗାଇବାକୁ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ଉପରପଡାରେ ପାନୀୟ ଜଳ ସଙ୍କଟ ଦେଖାଦେଉଛି । ଏଥି ପାଇଁ ଗାଁର ମହିଳାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଗ୍ରୀଷ୍ମ ଋତୁ ପ୍ରଭାବରେ ଆଜକୁ ପ୍ରାୟ ପାଞ୍ଚ ବର୍ଷ ହେଇଗଲାଣି ଗାଁରେ ପାନୀୟ ଜଳ ବ୍ୟବସ୍ଥା ପ୍ରତ୍ୟକ ଘର
Read More...

ରାଜ୍ୟର ସରକାରୀ ଓ ବେସରକାରୀ ସ୍କୁଲରେ ୯ମ ଓ ୧୧ଶ ଶ୍ରେଣୀ ପାଠପଢା ୩୦ ଏପ୍ରିଲ ଯାଏଁ ବନ୍ଦ

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ଉ‌ଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନସ୍ଥ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ୯ମ ଓ ୧୧ଶ ଶ୍ରେଣୀ ପାଠପଢା ୩୦ ଏପ୍ରିଲ ଯାଏଁ ବନ୍ଦ ରହିବ । ଏହି ଶ୍ରେଣୀର ହଷ୍ଟେଲ ଅନ୍ତେବାସୀଙ୍କୁ ଘରକୁ ଫେରି ଯିବାକୁ ପରାମର୍ଶ ଦିଆଯାଇଛି । ତେବେ ମେଟ୍ରିକ ଓ
Read More...

କୁଳପତିଙ୍କ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଦୁର୍ବ୍ୟବହାର ଓ ସମ୍ବଲପୁରୀ ବସ୍ତ୍ର ପ୍ରତି ଦେଇଥିବା ଅଶାଳୀନ ମନ୍ତବ୍ୟକୁ…

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତ ମଙ୍ଗଳବାର ପଶ୍ଚିମ ଓଡିଶାର ଛାତ୍ରଛାତ୍ରୀମାନେ ଛାତ୍ର କଂଗ୍ରେସର ନେତୃତ୍ୱରେ ଯୁକ୍ତ ତିନି ତୃତୀୟ ବର୍ଷ ପରୀକ୍ଷାକୁ ଅନଲାଇନ ମାଧ୍ୟମରେ କରିବା ଦାବୀ ନେଇ ଏକ ସ୍ମାରକପତ୍ର ସମ୍ବଲପୁର ବିଶ୍ୱ ବିଦ୍ୟାଳୟ କୁଳପତିଙ୍କୁ ପ୍ରଦାନ କରିବାକୁ ଯାଇଥିବା ବେଳେ
Read More...

ଧର୍ମପରାୟଣା ମହିଳା ଶୈଳବାଳା ବେହେରାଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପେଲେସ୍‌ ଲାଇନ ନିବାସୀ ଧର୍ମପରାୟଣା ମହିଳା ଶୈଳବାଳା ବେହେରା(୮୫)ଙ୍କ ଆଜି ଭୋର୍‌ ୫ଟା ସମୟରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଅଶ୍ୱିନୀ ବେହେରାଙ୍କ ଧର୍ମପତ୍ନୀ ଶ୍ରୀମତୀ ବେହେରା ଜଣେ ପରୋପକାରୀ, ଶ୍ରଦ୍ଧାମୟୀ ମହିଳା ହୋଇଥିବା ବେଳେ ତାଙ୍କ
Read More...

ନିଷ୍ଠା ପରିବାର ଦ୍ୱାରା ଅସହାୟ ଯୁବତୀଙ୍କ ଶବ ସତ୍କାର

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଏକବିଂଶ ଶତାବ୍ଦୀର ବୈଜ୍ଞାନିକ ଯୁଗରେ ଆଧୁନିକ ପରିପାଟି ପୂର୍ଣ ଦେଶରେ ଆମେ ଆଜି ଉପନୀତ । କିନ୍ତୁ ପରିତାପର ବିଷୟ ଯେ ଆଜି ବି ଆମ ସମାଜରେ ଅନେକ ଅନ୍ଧବିଶ୍ୱାସ ଓ କୁସଂସ୍କାର ବସା ବାନ୍ଧି ରହିଛି । ଜାତିପ୍ରଥା, ଛୁଆଁ ଅଛୁଆଁର ‌ଦ୍ୱାହି ଦେଇ ସଭ୍ୟ ସମାଜ
Read More...

ବାସନ୍ତିକା ନବରାତ୍ର ପୂଜା ପାଇଁ ଉପଜିଲ୍ଲାପାଳଙ୍କ ଜରୁରୀ ଘୋଷଣା : କେବଳ ବିଧି ରକ୍ଷା ପାଇଁ ହେବ ପୂଜା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାସନ୍ତିକା ନବରାତ୍ର ପୂଜା ପାଇଁ ଜରୁରୀ ଘୋଷଣା କଲେ ବଲାଙ୍ଗିର ଉପଜିଲ୍ଲାପାଳ ତଥା ଦେବୋତ୍ତରର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧାକର ନାୟକ ଜରୁରୀ ଘୋଷଣା କରିଛନ୍ତି । ଘୋଷଣାରେ ବଲାଙ୍ଗିର ଉପଖଣ୍ଡ ସ୍ଥିତ ସମସ୍ତ ଦେବୀ ମନ୍ଦିରର ପୃଷ୍ଠପୋଷକ, ପୂଜକ, ମନ୍ଦିର
Read More...

ହୃଦ୍‌ଘାତରେ ମହିଳାଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ରାଜୀବନଗର ନିବାସୀ କଳ୍ପନା ଡ୍ରାଏ କ୍ଲିନ୍‌ର ମାଲିକ କିରଣ କୁମାର ଭିଣ୍ଡେଙ୍କ ଧର୍ମପତ୍ନୀ କ୍ରିଷ୍ଣା ଭିଣ୍ଡେ(୫୦)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଥିବା ସୂଚନା ମିଳିଛି । ତେବେ ତାଙ୍କ ବିୟୋଗରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି
Read More...

ତୁରେକେଲା ବ୍ଲକ୍‌ର ମହଖଣ୍ଡ ଗ୍ରାମ ପଞ୍ଚାୟତରେ ଚାରି ବର୍ଷ ଧରି ବୈଠକ ହୋଇନାହିଁ : ଅଭିଯୋଗ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ତୁରେକେଲା ବ୍ଲକ୍‌ର ମହଖଣ୍ଡ ଗ୍ରାମ ପଞ୍ଚାୟତରେ ଗତ ଚାରି ବର୍ଷ ଧରି ଗ୍ରାମପଞ୍ଚାୟତ ବୈଠକ ହୋଇନଥିବା ଅଭିଯୋଗ ହେଉଛି । ଅଭିଯୋଗରୁ ପ୍ରକାଶ ଯେ, ଗତ ୨୦୧୭ ଗ୍ରାମପଞ୍ଚାୟତ ନିର୍ବାଚନ ପରେ ମହଖଣ୍ଡ ଗ୍ରାମପଞ୍ଚାୟତରେ ରଞ୍ଜନ ଧରୁଆ
Read More...

ପଦ୍ମପୁରର ଆରବି ହାଇସ୍କୁଲ ୧୯୬୩ ବେଚର ବନ୍ଧୁ ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋରାସମ୍ବର ଉଚ୍ଚ ବିଦ୍ୟାଳୟର ୧୯୬୩ ମେଟ୍ରିକ ବେଚର ଛାତ୍ରମାନଙ୍କ ବନ୍ଧୁ ମିଳନ ପୂର୍ବ ବର୍ଷ ମାନଙ୍କ ଭଳି ବାଦିମାଳ ସ୍ଥିତ ରଜାକ୍ ଭାଇଙ୍କ ଆମନ୍ତ୍ରଣରେ ଅନୁଷ୍ଠିତ ହୋଇଥିଲା । ପୁରାତନ ଛାତ୍ରମାନଙ୍କ ଗୁରୁ ରାମ ନାରାୟଣ ପାଣିଗ୍ରାହୀ, ପ୍ରଧାନ
Read More...

ବିଶ୍ଵ ସ୍ୱାସ୍ଥ୍ୟ କଲ୍ୟାଣ ଦିବସ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବିଶ୍ଵ ସ୍ୱାସ୍ଥ୍ୟ କଲ୍ୟାଣ ଦିବସ ଅବସରରେ ବରଗଡ ଜିଲ୍ଲାର ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପାଳିତ ହୋଇଯାଇଛି । ଏଥିରେ ଭେଡେନ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ସୁଶାନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...
error: Content is protected !!