Daily Archives

ହାଇଦ୍ରାବାଦ ଆଗରେ ୧୫୦ ରନର ଲକ୍ଷ୍ୟ ରଖିଲା ବାଙ୍ଗାଲୋର

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ-୨୦୨୧ର ୬ଷ୍ଠ ମ୍ୟାଚରେ ହାଇଦ୍ରାବାଦ ଆଗରେ ୧୫୦ ରନର ବିଜୟ ଲକ୍ଷ୍ୟ ରଖିଛି ବାଙ୍ଗାଲୋର । ଆଜି ହାଇଦ୍ରାବାଦ ଦଳ ଟସ ଜିତି ବାଙ୍ଗାଲୋରକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ବାଙ୍ଗାଲୋର ପକ୍ଷରୁ ଅଧିନାୟକ
Read More...

ଆରୁହାବୃତ୍ତି -୧ରେ ନୂତନ ଶ୍ରୀ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଭୋଗରାଇ, (ଶିବନାରାୟଣ ପାତ୍ର) : ଜୀବନକୁ ସଂକଟମୁକ୍ତ ସହ ମଙ୍ଗଳମୟ କରିବାର ଅନନ୍ୟ ଦୈବୀ ମାର୍ଗ, ସ୍ୱୟଂ ଶଙ୍କର ଶ୍ରୀ ହନୁମାନ ଜୀଉଙ୍କ ଉପାସନା ବୋଲି ଆଜି ଭୋଗରାଇ ବ୍ଲକ ଅନ୍ତର୍ଗତ ଆରୁହାବୃତ୍ତି-୧ ନୋଡାଲ ଉପ୍ରା ବିଦ୍ୟାଳୟ ସମ୍ମୁଖରେ ଶ୍ରୀ ଶ୍ରୀ ପଞ୍ଚମୁଖୀ ହନୁମାନ ଜୀଉ ତଥା ଶ୍ରୀ
Read More...

ଡଃ ଭୀମ ରାଓ ଆମ୍ବେଦକରଙ୍କ ୧୩୦ ଜୟନ୍ତୀରେ ମାଲ୍ୟାର୍ପଣ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସମ୍ବିଧାନ ପ୍ରଣେତା ବାବା ସାହେବ ଡଃ ଭୀମ ରାଓ ଆମ୍ବେଦକରଙ୍କ ୧୩୦ ଜନ୍ମ ଜୟନ୍ତୀରେ ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ,ଏସପି ପଦ୍ମିନୀ
Read More...

ବଲାଙ୍ଗିର ଜିଲ୍ଲାପାଳଙ୍କ ଲାଠୋର ଅଞ୍ଚଳ ଗସ୍ତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଲାଠୋର ଅଞ୍ଚଳ ଗସ୍ତ କରିଛନ୍ତି ।ତାଙ୍କ ସହିତ ଖପ୍ରାଖୋଲ ବିଡ଼ିଓ ତରଣୀ ସୁନା, ତହସିଲଦାର ଧୀରଜ କୁମାର ପାତ୍ର, କନିଷ୍ଠ ଯନ୍ତ୍ରୀ ସୋମ୍ୟକୁମାର ଜୟପୁରିଆ, ବିଭିନ୍ନ ବିଭାଗର ଅଧିକାରୀ ପରିଦର୍ଶନରେ ସାମିଲ ଥିଲେ । ସର୍ବ
Read More...

କଅସରରେ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଭାରତର ବିଶିଷ୍ଟ ଜନନାୟକ ତଥା ଭାରତର ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡ଼ ଭୀମରାଓ ଆମ୍ବେଦକରଙ୍କ ୧୩୦ ତମଜନ୍ମ ଜୟନ୍ତୀ ସଇଁନ୍ତଲା ବ୍ଳକ କଅସର ଡ଼.ବି.ଆର ଆମ୍ବେକର ପାଠାଗାର ପରିସରରେ ଆଜି ବଲାଙ୍ଗିର ସାଂସଦଙ୍କ ସଇଁନ୍ତଲା ବ୍ଳକ ପ୍ରତିନିଧି ଅକ୍ଷୟ ରଣାଙ୍କ
Read More...

ବରଗାଁରେ ୧୩୦ ତମ ଡ଼ ବାବା ସାହେବଙ୍କ ଜୟନ୍ତୀ ପାଳନ

ସଇଁ‌ନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବରଗାଁ ଆମ୍ବେଦର କ୍ଳବ ପରିସରରେ ଆଜି ଭାରତ ରତ୍ନ ଡ଼. ବାବାସାହେବ ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳନ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ତପିଧର କୁମାରଙ୍କ ସଭାପତି‌ତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

ଭାରତ ରତ୍ନ ଡ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ

ଦେଓଗାଁ, (ମନୀଶ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ପଞ୍ଚାୟତ କୁଲିଆବାହାଲରେ ଭାରତରତ୍ନ ଡ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରୀନା ମେହେର, ବିଡ଼ିଓ ମୂରଳୀଧର ନାୟକ, ପୂର୍ବ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ
Read More...

ଡ. ଆମ୍ବେଦକର ଜୟନ୍ତୀ ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଡ଼ ବାବା ସାହେବ୍ ଭୀମ ରାଓ ଆମ୍ବେଦକରଙ୍କ ୧୩୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଲକ୍ଷେଘର ଗଣ୍ଡା ସମାଜ ଜାମସେଠ ଜୋନ ସଭାପତି ତଥା ଯୁବନେତା ଶରତ ଚନ୍ଦ୍ର ତାଣ୍ଡିଙ୍କ ସଭାପତି‌ତ୍ୱରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା । ଏଥିରେ ମୂଖ୍ୟ ଅତିଥି ରୂପେ
Read More...

ଦୁଇଟି ଫୁଲମାଲରେ ସମ୍ପର୍ଣ୍ଣ ହେଲା ଆଦର୍ଶ ଗଣ ବିବାହ :୧୩୦ ତମ ଡା ବାବା ସାହେବ ଆମ୍ବେଦକର ଜୟନ୍ତୀ ପାଳିତ

ବରଗଡ଼, (ନିରୋଜ କୁମାର ପାଣୀ) : ବିନା ଯୌତୁକ, ଜାତକ, ଜାତି ବିହୀନ ଆଦର୍ଶ ଗଣ ବିବାହ ବରଗଡ଼ ସୌଖିନ ରଙ୍ଗ ମଞ୍ଚ ଠାରେ ଅନୁଷ୍ଠିତ ହୋଇଯାଇଛି । ଡା ବାବା ସାହେବ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ଉପଲକ୍ଷେ ଏହି ଆଦର୍ଶ ଗଣ ବିବାହ ଅନୁଷ୍ଠିତ ହୋଉଥିଲା । ଚଳିତ ବର୍ଷ ୫ ଯୋଡି ନବଦମ୍ପତି ଏହି ବିବାହରେ
Read More...

ଥମୁନି ଅନ୍ଧବିଶ୍ୱାସ : ଭଣ୍ଡ ବାବାଙ୍କ ହତ୍ୟା ଉଦ୍ୟମ : ସହେଯାଗୀ ଗିରଫ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏକବିଂଶ ଶତାବ୍ଦିରେ ବିଜ୍ଞାନର ଏତେ ପ୍ରଚାର ପ୍ରସାର ପରେ ବି ଥମି ନାହିଁ ଅନ୍ଧବିଶ୍ୱାସ । ବରପ୍ରାପ୍ତି ପାଇଁ ଆଜିବି ବିଭିନ୍ନ ସମୟରେ ନରହତ୍ୟା ଘଟଣା ସର୍ବସମ୍ମୁଖକୁ ଆସୁଛି । ବଲାଙ୍ଗିର ସହରରେ ମଧ୍ୟ ଏଭଳି ଘଟଣା ସାମନାକୁ ଆସିଥିବା ବେଳେ ଏକ ଭଣ୍ଡ ବାବାଙ୍କ
Read More...
error: Content is protected !!