csstore

ବରଗାଁରେ ୧୩୦ ତମ ଡ଼ ବାବା ସାହେବଙ୍କ ଜୟନ୍ତୀ ପାଳନ

ସଇଁ‌ନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବରଗାଁ ଆମ୍ବେଦର କ୍ଳବ ପରିସରରେ ଆଜି ଭାରତ ରତ୍ନ ଡ଼. ବାବାସାହେବ ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳନ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ତପିଧର କୁମାରଙ୍କ ସଭାପତି‌ତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳ ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇ, ମୁଖ୍ୟବକ୍ତା ପ୍ରିତି ସାଗର ମହାନନ୍ଦ, ଆଦିବାସୀ ଦଳିତ ଏକତା ମଞ୍ଚ ସମ୍ପାଦକ ଖଞ୍ଜା କର ମହାନନ୍ଦ, ନିମାଇଁ ଚରଣ କୁମ୍ଭାର, ଗୀତା ଦାସ, ସ୍ଥାନୀୟ ବ୍ଳକ ସଭାପତି ଗୁଣ ସାଗର ମାଝୀ ପ୍ରମୁଖ ଉପସ୍ଥିତ ରହି ବାବା ସାହେବ ଆମ୍ବେଦକରଙ୍କ ନୀତିବାଣୀ ଉପରେ ଅତିଥିମାନେ ଆଲୋକପାତ କରିଥିଲେ । ଏହି ସଭାକୁ ବିରେନ୍ଦ୍ର ସାଗର ପରିଚାଳନା କରିଥିବା ବେଳେ ବରଗାଁ ଆମ୍ବେକର କ୍ଳବ ର ସଦସ୍ୟାମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.