Daily Archives

କର୍ଲାମୁଣ୍ଡାରେ ୫୦୩୬ ଜଣଙ୍କୁ ଦିଆଗଲାଣି କରୋନା ଟୀକା

କଳାହାଣ୍ଡି, (ନରୋତ୍ତମ ସେଲମା) : କରୋନାର ଦ୍ୱିତୀୟ ଲହରୀ କଳାହାଣ୍ଡିରେ ଭୟଙ୍କର ରୂପ ଧାରଣ କରିଥିବା ବେଳେ ଲୋକମାନଙ୍କ ମଧ୍ୟରେ ଏବେ ବି ସଚେତନତାର ଅଭାବ ଦେଖାଦେଇଛି । ମାକ୍ସ ବ୍ୟବହାର, ସାମାଜିକ ଦୂରତା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବାରମ୍ବାର ସତର୍କ କରାଯାଉଥିଲେ ମଧ୍ୟ ଗହଳି
Read More...

କଅସର ଗ୍ରାମକୁ ମଦ ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଲେ ମହିଳା ଗୋଷ୍ଠୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବର୍ତ୍ତମାନ ଦିନକୁ ଦିନ ମଦ୍ୟପାନ ବ୍ୟକ୍ତିଙ୍କ ସଂଖ୍ୟା ବଢିବାରେ ଲାଗିଛି । ଛୋଟ ପିଲାରୁ ଆରମ୍ଭ କରି ବୟ‌ସ୍କ ବ୍ୟକ୍ତି ପର୍ୟ୍ୟ‌ନ୍ତ ମଦ୍ୟପାନ କରିବାରେ ପଛେଇ ନାହାନ୍ତି ଯ ଦ୍ଵାରା ଘରକୁ ଆସି ମଦ୍ୟପାନ କରୁଥିବା ବ୍ୟକ୍ତିମାନେ କଲହ ସୃଷ୍ଟି କରୁଥିବା ପରେ
Read More...

ପାଇକମାଲ ତହସିଲଦାରଙ୍କ ଆଦେଶକୁ ବେଖାତିର କରି ଜୋର ଜବରଦସ୍ତ ସରକାରୀ ଜମିରେ ଘର ନିର୍ମାଣ : ସାଧାରଣରେ ଚ‌ର୍ଚ୍ଚା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ତହସିଲ କାର୍ୟ୍ୟାଳୟ ଥିବା ଜର୍ଜଗଡ଼ ଗାଁରେ ଜଣେ ବ୍ୟକ୍ତି ଜୋର ଜବରଦସ୍ତ ତହସିଲଦାରଙ୍କ ଆଦେଶକୁ ଖାତିର ନ କରି ଘର ନିର୍ମାଣ କରୁଥିବାର ଦେଖାଯାଇଛି । ସେ ହେଲେ କୈଳାସ କୁମ୍ଭାର, ସେ ଅନେକ ଗୁଡ଼ାଏ ବହୁମୂଲ୍ୟ ସରକାରୀ ଜମି ନିଜ ଦଖଲରେ
Read More...

ପୁରୁଖା କଂଗ୍ରେସ ନେତା ପ୍ରଭାମୟ ମିଶ୍ରଙ୍କ ବିୟୋଗ

କଂଟାବାଂଜି, (ମନୀଶ କୁମାର ହଂସ) : କଂଟାବାଂଜି ସହରର ପୁରୁଖା ନେତା ତଥା ବିଶିଷ୍ଟ ସମାଜସେବୀ ପ୍ରଭାମୟ ମିଶ୍ରଙ୍କ ୯୬ ବର୍ଷ ବୟସରେ ଆଜି ତାଙ୍କ ନିଜସ୍ୱ ବାସଭବନରେ ବିୟୋଗ ଘଟିଛି । ସ୍ୱର୍ଗତ ମିଶ୍ର ପୂର୍ବତନ ମୂଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ଶ୍ରୀମତୀ ନନ୍ଦୀନି ଶତପଥିଙ୍କ ଅତି
Read More...

ପାଇପ ଲାଇନ ବିଛା ନାଁରେ ମନଇଛା ରାସ୍ତା ଖୋଳୁଛି ଏଲଏଣ୍ଡଟି କମ୍ପାନୀ : ସାଧାରଣରେ ଅଭିଯୋଗ

ବୌଦ୍ଧ, (ମମତା ମହାକୁର) : ପାଇପ ଲାଇନ ବିଛା ନାଁରେ ଏଲ ଆଣ୍ଡ ଟି କମ୍ପାନୀର ଦାଦାଗିରି କଂଟାମାଲ ବ୍ଲକର ମେଗା ଇରିଗେସନ ପ୍ରୋଜେକଟ କାମ ଚାଲିଥିବା ବେଳେ ଆଜି ଖଟଖଟିଆ- ଦପଳା ରାସ୍ତାର ବ୍ରାହ୍ମଣୀ ଠାରେ କମ୍ପାନୀ ପିଡ଼ବ୍ଲୁଡି ରାସ୍ତା ଖୋଳି ଦେଇଥିବାରୁ ଲୋକଙ୍କ ଯାତାୟାତରେ ନାହିଁ ନ ଥିବା
Read More...

ବିନା ବିଦ୍ୟୁତ୍ ଆଲୁଅରେ ଭାକ୍ସିନ ବିତରଣ

ଟିଟିଲାଗଡ, (ଗୌରବ ଦର୍ଜୀ) : କେନ୍ଦ୍ର ସରକାରଙ୍କ କୋଭିଡ ଟୀକାକରଣ ସାରା ଦେଶରେ ଆରମ୍ଭ ହୋଇଛି । ପ୍ରଥମେ ୬୦ ବର୍ଷରୁ ଅଧିକ ନାଗରିକଙ୍କୁ ଦେବା ପରେ ବର୍ତ୍ତମାନ ସରକାରଙ୍କ ଦ୍ଵାରା ୪୫ ବର୍ଷରୁ ଅଧିକ ନାଗରିକ ମାନଙ୍କୁ ଟୀକାକରଣ କରାଯାଉଛି । ଟିଟିଲାଗଡର ଉପଖଣ୍ଡୀୟ ମୁଖ୍ୟ ଡାକ୍ତରଖାନାରେ
Read More...

କୋର୍ଟ ପରିସରରେ ଇ-ସେବା କେନ୍ଦ୍ର ଉଦଘାଟିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ସ୍ଥିତ ମୁଖ୍ୟ ବିଚାରପତି ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡ଼ିଶା କଟକଙ୍କ ନିର୍ଦ୍ଦେଶକ୍ରମେ କୋର୍ଟ ପରିସରରେ ଏକ ଇ-ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହାକୁ ପ୍ରଥମ ଶ୍ରେଣୀ
Read More...

କନ୍ଧପାଲିରେ ବାଲି ଭାଗବତ ଟୁଙ୍ଗୀ : ଶିବ ପୁରାଣ ଉଦଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କନ୍ଧପାଲିରେ ବାଲି ଭାଗବତ ଟୁଙ୍ଗୀ ସୋମବାର ଦିନ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଶିବ ପୁରାଣ ପାରାୟାଣ କାର୍ୟ୍ୟକ୍ରମ ହୋଇଥିଲା । ଭାଗବତ କର୍ତ୍ତା ଭାବେ ଯୋଗେ‌ଶ୍ୱର ମହାକୁର ଦାୟି‌ତ୍ୱ ତୁଲାଇଥିଲେ । ପୂଜକଭାବେ ସୁନୀଲ କର, ପାରାୟଣ ଗାୟକ
Read More...

ଓସିଏ ଭିଜନ ୨୦୨୪ : ନାଏକ କ୍ରିକେଟ ଏକାଡେମୀ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ ସୁପରଲିଗ୍‌ କ୍ରିକେଟ ପ୍ରତିଯୋଗିତାରେ ନାଏକ କ୍ରିକେଟ ଏକାଡେମୀ ବିଜୟ ଲାଭ କରିଛି । ଆଜିର ପ୍ରତିଯୋଗିତା ନାଏକ କ୍ରିକେଟ ଏକାଡେମୀ ଓ ପାଟଣାଗଡ କ୍ରିକେଟ କ୍ଳବ
Read More...

ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଂଗିର ସଦର ଥାନା ମାଗୁରବେଡା ଫାଣ୍ଡି ତଥା ଲୋଇସିଂହା ବ୍ଲକ ଅଧୀନ ତଲିଉଡାର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାଯାଇଛି । ତେବେ ସମ୍ପୃକ୍ତା ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ମୃତା ମହିଳାଙ୍କ ବାପା ସଦର ଥାନାରେ
Read More...