jsm

କନ୍ଧପାଲିରେ ବାଲି ଭାଗବତ ଟୁଙ୍ଗୀ : ଶିବ ପୁରାଣ ଉଦଯାପିତ

csstore

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କନ୍ଧପାଲିରେ ବାଲି ଭାଗବତ ଟୁଙ୍ଗୀ ସୋମବାର ଦିନ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଶିବ ପୁରାଣ ପାରାୟାଣ କାର୍ୟ୍ୟକ୍ରମ ହୋଇଥିଲା । ଭାଗବତ କର୍ତ୍ତା ଭାବେ ଯୋଗେ‌ଶ୍ୱର ମହାକୁର ଦାୟି‌ତ୍ୱ ତୁଲାଇଥିଲେ । ପୂଜକଭାବେ ସୁନୀଲ କର, ପାରାୟଣ ଗାୟକ ଗଜାନନ ବାରିକ ଦାୟି‌ତ୍ୱ ତୁଲାଇଥିବା ବେଳେ ବୃଷଭ ସାହୁ, ବାଲ୍ମିକି ରଣା, ରବି ସାହୁ, ଥବିର ରଣା, ସୁର୍ୟ୍ୟ ସାହୁ, ରାମଚନ୍ଦ୍ର ସାହୁ, ଗୌର ବାରିକ, ବିନୋଦ କୁଅଁର, ଗୁଣନିଧୀ ସାହୁ, ଗୌରଚନ୍ଦ୍ର ସାହୁ, ରମେଶ ରଣା, ରଘୁମଣୀ ସାହୁଙ୍କ ସହ ଟୁଙ୍ଗୀର ସମସ୍ତ ସଦସ୍ୟ, ସଦସ୍ୟା ପୂଜା ପରିଚାଳନାରେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.