Daily Archives

ଗଜଲକ୍ଷ୍ମୀ ବେଶରେଦର୍ଶନ ଦେଲେ ମା’ ତାରାତାରିଣୀ : ଦେବୀଙ୍କୁ ଦର୍ଶନ କଲେ ୫ଟି ସଚିବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେ‌ଡ୍ଡୀ ) : ଚୈତ୍ରପର୍ବ ଦ୍ୱିତୀୟ ପାଳି ମଙ୍ଗଳବାରରେ ଗଜଲକ୍ଷ୍ମୀ ବେଶରେ ଦର୍ଶନ ଦେଲେ ମା' ତାରାତାରିଣୀ । କୋଭିଡ଼ କଟକଣା ଲାଗି ଦ୍ୱିତୀୟପାଳି ମଙ୍ଗଳବାରରେ ଲକ୍ଷାଧିକରୁ ବହୁତ କମ ଶ୍ରଦ୍ଧାଳୁ ଭକ୍ତ ମା'ଙ୍କ ଦର୍ଶନ କରିଛନ୍ତି । ଗତପାଳି ଲକ୍ଷାଧିକ
Read More...

ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତାଙ୍କୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତାଙ୍କୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ପଦ୍ମଶ୍ରୀ ଡ.ଉଦ୍‌ଗାତା ତାଙ୍କ ବାସଗୃହ କବିକୁଟୀରରେ ପଡ଼ିଯାଇ ମୁଣ୍ଡରେ ଓ ନାକରେ ଆଘାତ ପ୍ରାପ୍ତ ହୋଇଥିଲେ ।
Read More...

ବିଦ୍ୟୁତ ଶୁକ୍ଲକୁ ବିରୋଧ କରି ଭେଡେନ ବ୍ଲକ କଂଗ୍ରେସ ପକ୍ଷରୁ ଦାବୀପତ୍ର ପ୍ରଦାନ

ବରଗଡ, (ନିରୋଜ କୁମାର ପାଣୀ) : ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପ୍ରାକ୍ତନ ଅତାବିରା ବିଧାୟକ ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ନିହାର ରଂଜନ ମହାନ‌ନ୍ଦଙ୍କ ନିର୍ଦ୍ଦେଶ କ୍ରମେ ଭେଡେନ ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ପ‌ଣ୍ଡା‌ଙ୍କ ନେତୃତ୍ୱରେ
Read More...

ବିଜେପିର ପ୍ରତିଷ୍ଠା ଦିବସ ପାଳନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବୁଡ଼ାବାହାଲ ପଞ୍ଚା ୟତ ସର୍ଗିପାଳି ଓ ଧରପଗଡ଼ ଠାରେ ଆଜି ବଲାଙ୍ଗିର ସଂସାଦଙ୍କ ସଇଁନ୍ତଲା ବ୍ଳକ ପ୍ରତିନିଧି ଅକ୍ଷୟ ରଣାଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି ।
Read More...

ଘୁଡ଼ଖାପଲା ସରପଞ୍ଚ ଉପନିର୍ବାଚନ ୨୮ରେ : ୫ ପ୍ରାର୍ଥିପତ୍ର ଦାଖଲ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଘଡ଼ଖାପଲା ପଞ୍ଚାୟତରେ ସରପଞ୍ଚ ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସୋମବାର ଥିଲା ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ । ଏହି ପଦ ପାଇଁ ୫ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୯ ତାରିଖ ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ତାରିଖ
Read More...

ନକ୍ସଲ ଆକ୍ରମଣରେ ୨୨ଜଣ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ବରଗଡ଼, (ନିରୋଜ କୁମାର ପାଣୀ) : ଛତିଶଗଡ଼ ସୁକମା- ବିଜାପୁର ସୀମାରେ ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି ହସ୍ପିଟାଲ ବଞ୍ଚାଅ ଅଭିଯାନ । ବରଗଡ ପୁରୁଣା ହସ୍ପିଟାଲରେ ମହମବତି ଲଗାଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ନୀରବ ପ୍ରାର୍ଥନା କରିଥିଲେ । ଆବାହକ ରମେଶ
Read More...

ରାଏପାଲିରେ ପାନୀୟ ଜଳ ସମସ୍ୟା : ପାଇପ ପାଣି ବ୍ୟବସ୍ଥା ଥାଇ ମଧ୍ୟ ମାସକୁ ୨୭ ଦିନ ଖାଆନ୍ତି ପୋଖରୀ ଓ କୂପ ପାଣି

ବ୍ୟବସ୍ଥା ଥିଲେ ବି ଶୋଷରେ ଗ୍ରାମବାସୀଦେଓଗାଁ, (ମନୀଷ କୁମାର ସାହୁ) : ବହୁ ବର୍ଷ ହେଲା ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି ଦେଓଗାଁ ବ୍ଳକ ଗାଈବାହାଲ ପଞ୍ଚାୟତର ରାଏପାଲି ଗାଁର ଲୋକମାନେ । ପ୍ରତି ମାସରେ ୩ରୁ ୪ ଦିନ ପାଇପରେ ଯୋଗାଣ ହେଉଥିବା ପାଣି ପାଉଥିବା ବେଳେ ଅବଶିଷ୍ଟ ଦିନରେ
Read More...

ରାଜ୍ୟରେ ଖାଇବା ତେଲର ଅହେତୁକ ଦରବୃଦ୍ଧି : ଅପମିଶ୍ରଣ ଓ କଳାବଜାରୀକୁ ରୋକାଯିବା ଜରୁରୀ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ଖାଇବା ତେଲକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଏ ସଂପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଚାଲିଛି ସରଗରମ ଆଲୋଚନା ବି ହୋଇଥିଲା । ରାଜ୍ୟରେ ଖାଇବା ତେଲର ଅହେତୁକ ଦରବୃଦ୍ଧି, ଅପମିଶ୍ରଣ ଓ
Read More...

ଦେଓଗାଁ ଥାନାରେ ଯୋଗଦେଲେ ନୂଆଁ ଆଇଆଇସି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଓଆଇସି ରଂଜନ ବରିହାଙ୍କ ବଦଳି ହେବା ପରେ ଦେଓଗାଁ ଥାନାରେ ନୂଆ ଆଇଆଇସି ଭାବେ ପ୍ରଭାତ ରଂଜନ ମହାନ୍ତି ଯୋଗ ଦେଇଛନ୍ତି । ସେ ଏହା ପୂର୍ବରୁ ଟିଟିଲାଗଡ଼ ଥାନାରେ ଆଇଆଇସି ଭାବେ କାର୍ୟ୍ୟରତ ଥିଲେ । ସୂଚନା ଯୋଗ୍ୟ ଯେ, ଦେଓଗାଁ ପୁଲିସ ଫାଣ୍ଡି ଥାନା
Read More...

ଓଡିଶା ଭିଜନ ୨୦୨୪ : ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଳବ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ ସୁପରଲିଗ୍‌ କ୍ରିକେଟ ପ୍ରତିଯୋଗିତାରେ ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଳବ ବିଜୟ ଲାଭ କରିଛି । ଆଜିର ପ୍ରତିଯୋଗିତା ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଳବ ଓ ପାଟଣାଗଡ
Read More...
error: Content is protected !!