ls

ବିଜେପିର ପ୍ରତିଷ୍ଠା ଦିବସ ପାଳନ

2020

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବୁଡ଼ାବାହାଲ ପଞ୍ଚା ୟତ ସର୍ଗିପାଳି ଓ ଧରପଗଡ଼ ଠାରେ ଆଜି ବଲାଙ୍ଗିର ସଂସାଦଙ୍କ ସଇଁନ୍ତଲା ବ୍ଳକ ପ୍ରତିନିଧି ଅକ୍ଷୟ ରଣାଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏଥିରେ ମଣ୍ଡଳ ସଭାପତି ପ୍ରେମା ନନ୍ଦ ସାହୁ, ପ୍ରେମାନନ୍ଦ ‌ସ୍ୱାଇଁ, ଦୈତାରୀ ଭୁଏ, ଗଦାଧର ବଗର୍ତ୍ତି, ସୁରେଶ ଦନ୍ତା, ସୋମନାଥ ନାଏକ, ଆଶିଷ ସାହୁ, ସୁବାଷ ବେହେରା, ଦର୍ଶନ ପଧାନ, ଶେଷ ଦେବ ରଣା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.