Daily Archives

ଅପହରଣ ହୋଇଥିବା ସିଆର୍‌ପିଏଫ୍‌ କୋବ୍ରା କମାଣ୍ଡୋଙ୍କୁ ମୁକ୍ତ କଲେ ମାଓବାଦୀମାନେ : କୋବ୍ରା କମାଣ୍ଡୋଙ୍କ ପତ୍ନୀ କହିଲେ,…

ବିଜାପୁର : ଛତିଶଗଡରେ ନକ୍ସଲ ଆକ୍ରମଣ ସମୟରେ ନକ୍ସଲମାନେ କାବୁ କରିଥିବା ସିଆର୍‌ପିଏଫ୍ କମାଣ୍ଡୋଙ୍କୁ ମୁକ୍ତ କରାଯାଇଛି । ଏଥି ସହିତ କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମାନହସଙ୍କ ମୁକ୍ତିଲାଭ ପରେ ତାଙ୍କ ପତ୍ନୀ ଏହାକୁ ଜୀବନର ସବୁଠାରୁ ବଡ ଖୁସିର ଦିନ ବୋଲି ବର୍ଣ୍ଣନା କରିଥିଲେ ।
Read More...

ଭାରତୀୟ ଜନତା ପାର୍ଟି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛି

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ଭାଜପା ରେଳ ଓଭର ବ୍ରିଜର ସଫଳତାର ଶ୍ରେୟ କେନ୍ଦ୍ର ସରକାର ଏବଂ ବଲାଙ୍ଗିର ସାଂସଦ ସଙ୍ଗୀତ ସିଂଦେଓଙ୍କୁ ଦେବାକୁ ପଛେଇ ନାହିଁ । ଆଜି ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭାଜପାର ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ
Read More...

ପୂରଣ ହେବାକୁ ଯାଉଛି ସହରବାସୀଙ୍କ ବହୁ ବର୍ଷର ସ୍ବପ୍ନ : ସଜେଇ ହେଉଛି ରେଳ ଓଭର ବ୍ରିଜ, ଆସ‌ନ୍ତା କାଲି ଭିଡ଼ିଓ…

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ସହରକୁ ଦୁଇ ଭାଗ କରୁଥିବା ହାଟପଦାପଡ଼ା ସ୍ଥିତ ରେଳବାଇ ଫାଟକ ଉପରେ ଏକ ଓଭର ବ୍ରିଜ ନିର୍ମାଣ ଦାବୀ ନେଇ କେତେ ଆନ୍ଦୋଳନ, କେତେ ଧାରଣା ଘଟି ଯାଇଛି, ତାର ହିସାବ ନାହିିଁ । ରାଜନୀତି ଚକ୍ରବ୍ୟୁହୁରେ ଫଶୀ ରହିଥିବା ଏହି ବହୁ ପ୍ରତୀକ୍ଷିତ ଓଭର ବ୍ରିଜ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜଣେ ଯୁକ୍ତ ଦୁଇ ଛାତ୍ରଙ୍କୁ ଟେକି ନେଇ ନିସ୍ତୁକ ପିଟିଲେ ଛାତ୍ର, ଅଣଛାତ୍ର : ଭିଡ଼ିଓ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଛପଟେ ଏକ ନିଛାଟିଆ ‌ସ୍ଥାନରେ ଜଣେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମରାଯାଉଥିବାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି । ତେବେ ପୂର୍ବ ଶତୃତାକୁ କେନ୍ଦ୍ର କରି ଜଣେ ଛାତ୍ରଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ
Read More...

୪ ଦିନ ପରେ ମାଓବାଦୀଙ୍କ ଛତ୍ରଭଙ୍ଗ, ଏନ୍‌କାଉଣ୍ଟର୍‌ ସ୍ଥଳରେ କୁମ୍ବିଂ ଜାରି, ବିପୁଳ ସାମଗ୍ରୀ ଜବତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) :ଚାରି ଦିନ ପୁଲିସ ସହ ଲୁଚକାଳି, ଦ୍ବନ୍ଦ୍ବଯୁଦ୍ଧ, ରହି ରହି ଗୁଳି ବିନିମୟ ଚଳାଇଥିଲେ । ଶେଷରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ କୋଲାମ୍ପାରା ଗ୍ରାମ ନିକଟ ଜଙ୍ଗଲରୁ ପୁଲିସ ବିପୁଳ ମାତ୍ରାରେ ମାଓ
Read More...

ଟିଟିଲାଗଡ଼ ବିଧାନସଭା ଯୁବ କଂଗ୍ରେସର ପ୍ରେସ ବିଜ୍ଞପ୍ତି

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ବାସୀଙ୍କ ଦୀର୍ଘ ଦିନର ଦାବୀ ପୂରଣ ହେବ। ଟିଟିଲାଗଡ଼ ହାଟପଦା ରେଳବାଇ ଲେବଲ କ୍ରସିଂ ଉପରେ ଏକ ଓଭର ବ୍ରିଜ ନିର୍ମାଣ କାର୍ୟ୍ୟ ସରିଛି, ଯାହାକି ଆସନ୍ତାକାଲି ମାନ୍ୟବର ଓଡିଶାର ମୁଖ୍ୟମନ୍ତ୍ରୀ ଦ୍ବାରା ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପଣ ହେବାକୁ
Read More...

କୋଭିଡ୍ ୧୯ ସତ୍ତ୍ୱେ କାଲିଠାରୁ ଆରମ୍ଭ ହେବ ଆଇପିଏଲ

ଚେନ୍ନାଇ : ଭାରତରେ କୋଭିଡ୍-୧୯ ସଂକ୍ରମଣର ଭୟାବହତା ଦିନକୁ ଦିନ ଘନେଇବାରେ ଲାଗିଛି । ଦେଶ ଅସ୍ୱାଭାବିକ ଏବଂ ସାଂଘାତିକ ପରିସ୍ଥିତି ଦେଇ ଗତି କରୁଥିଲେ ମଧ୍ୟ ଶୁକ୍ରବାରଠାରୁ ବିଶ୍‌ଶ୍ୱର ସବୁଠାରୁ ଧନୀ ତଥା ଲୋକପ୍ରିୟ ଟ୍ୱେଣ୍ଟି-୨୦ ଲିଗ୍ ‘ଆଇପିଏଲ୍‌’ର ଚର୍ତୁଦଶ ସଂସ୍କରଣ ଆରମ୍ଭ ହେବାକୁ
Read More...

ଟିଟିଲାଗଡ଼ ରେଳ ଓଭର୍‌ ବ୍ରିଜ୍‌ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହେବ ଆସନ୍ତା କାଲି

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆସନ୍ତା କାଲି ଅପରାହ୍ନରେ ବହୁ ପ୍ରତୀକ୍ଷିତ ଟିଟିଲାଗଡ଼ ରେଳ ଓଭର୍‌ ବ୍ରିଜ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହେବ ବୋଲି ସୂଚନା ମିଳିଛି । ଦୀର୍ଘ ବର୍ଷ ଧରି ରେଳ ଓଭର୍‌ ବ୍ରିଜ୍‌ ପାଇଁ ଟିଟିଲାଗଡ଼ବାସୀ ଦାବୀ କରି ଆସୁଥିବା ବେଳେ
Read More...

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଉପକୁଲପତିଙ୍କ ବିରୋଧରେ ତାତିଲା ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଉପକୁଳପତି ସଞ୍ଜୀବ ମିତ୍ତଲଙ୍କ ବିରୋଧରେ ପାଞ୍ଚ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଛାତ୍ର କଂଗ୍ରେସର କହିବା ଅନୁଯାୟୀ ତାଙ୍କର
Read More...

ଗ୍ରାମବାସୀଙ୍କ ସ୍ୱପ୍ନ ପୂରଣ କଲେ ଦୀପା : ଗାଁରେ ହେବ ସୌର ପାନୀୟ ଜଳ ପ୍ରକଳ୍ପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମ ହେଉଛି ଏକ ବଡ଼ ଗାଁ । ଏଠାରେ ୨୦୧୧ ଜନଗଣନା ଅନୁଯାୟୀ ୨୪୦୦ ଜଣ ବସବାସ କରନ୍ତି । ୫ ୱାର୍ଡ ବିଶିଷ୍ଟ ଏହି ଗ୍ରାମରେ ଏପର୍ୟ୍ୟନ୍ତ କୋୖଣସି ସୌର ପାନୀୟ ଜଳ ପ୍ରକଳ୍ପ ନାହିଁ । ଗାଁରେ ବସୁଧା ଯୋଜନାରେ ଜଳଯୋଗାଣ
Read More...
error: Content is protected !!