Daily Archives

ସ୍କୁଟିକୁ ମାଡ଼ିଗଲା ଦ୍ରୁତଗାମୀ ଟ୍ରକ : ୨ ସ୍କୁଟି ଆରୋହୀଙ୍କ ଶୋଚନୀୟ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଦୁର୍ଗା ମନ୍ଦିର ସାମ୍ନାରେ ରାତି ପାଖାପାଖି ୯ଟା ସମୟରେ ଏକ ଟ୍ରକ ସ୍କୁଟି ଉପରେ ମାଡ଼ିଯିବା ଫଳରେ ୨ ଜଣ ସ୍କୁଟି ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସ୍କୁଟି ନଂ.ଓଡ଼ି୦୩ଏଚ୍‌୫୭୨୮ ରହିଥିବା ବେଳେ ଏହି ସ୍କୁଟିର ମାଲିକ ଶ୍ରୀକାନ୍ତ
Read More...

ନାରୀ ଶକ୍ତି ସଂଗଠନ ତରଫରୁ କରୋନା ସଚେତନତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କଂସାରୀ ପଡା ସ୍ଥିତ ଆଶ୍ରୟ ସ୍ଥଳୀ ଠାରେ ନାରୀ ଶକ୍ତି ସଂଗଠନର କର୍ମକର୍ତ୍ତା ମାନେ ଏକତ୍ରିତ ହୋଇ ସାମାଜିକ ଦୂରତା ସହ କରୋନାର ନିୟମ ଅନୁପାଳନ କରି ସେଠାରେ ଥିବା ଅନ୍ତେବାସୀମାନଙ୍କୁ କୋରନାର ସଂକ୍ରମଣ ଉପରେ ସଚେତନ କରାଇବା ସହ ପରିମଳ ରହିବା ପାଇଁ
Read More...

ଦିବସଙ୍କ ସହାୟତାରେ ଉଦ୍ଧାର ହେଲେ ଦାଦନ ଶ୍ରମିକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାର ବେଳପଡା ବ୍ଲକ ସୁଲେକେଲା ପଞ୍ଚାୟତର ଚନ୍ଦରପୁର ଗାଁର ଦାଦନ ଶ୍ରମିକମାନେ ଆନ୍ଧ୍ରପ୍ରଦେଶ ରାଜ୍ୟରେ ଫସି ରହିଥିଲେ । ତେବେ ତାଙ୍କର ଭିତରେ କିଛି ମହିଳା ଆଉ ଛୋଟ ଛୋଟ ଛୁଆମାନେ କାମ କରିବା ପାଇଁ ଦାଦନ ଖଟି ଯାଇଥିଲେ । ଇଟାଭାଟି ମାଲିକ
Read More...

ବାଲିଗୁଡା ଡାକ ବିଭାଗର ଅଜବ ନୀତି ଯୋଗୁଁ ଗ୍ରାହକ ହନ୍ତସନ୍ତ : ଇଣ୍ଟରନେଟରେ ବ୍ୟାଘାତ ସୃଷ୍ଟି ହେଲେ ଗ୍ରାହକ କାହିଁକି…

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଓଡିଶାର ସର୍ବ ବୃହତ୍ତମ ଉପଖଣ୍ଡ ରୂପେ ପରିଚିତ କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଥିବା ଏକମାତ୍ର ପୋଷ୍ଟ ଅଫିସ । ତେବେ ଏହି ପୋଷ୍ଟ ଅଫିସରେ ମାସରେ ୨୦ ରୁ ୨୫ ଦିନ ଇଣ୍ଟରନେଟ ସେବା ରହୁନଥିବାରୁ ଜନସାଧାରଣ ତଥା ନିୟମିତ ଗ୍ରାହକ ମାନେ
Read More...

କରୋନା ସଂକ୍ରମଣ ନଛୋଡ଼ବନ୍ଧା ସ୍ଥିତିରେ : ଦିନକରେ ବଲାଙ୍ଗିର ଜିଲ୍ଲାରେ ୩୫୮ ସଂକ୍ରମିତ ଚିହ୍ନଟ, ବଲାଙ୍ଗିର ପୌରାଂଚଳରୁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ସଂକ୍ରମଣର ନଛୋଡ଼ବନ୍ଧା ପରିସ୍ଥିତି ଆସି ପହଂଚିଛି । ଗତକାଲି ସଂକ୍ରମଣର ସଂଖ୍ୟା ଦେଖି ଲୋକେ ତଟସ୍ଥ ହୋଇ ଯାଇଥିବା ବେଳେ ଆଜି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୩୫୮ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରେ ୱାର୍ଡ ନଂ.୧ରୁ
Read More...

ଖେଳ ଶିକ୍ଷକ ବିରବଲ ଭୋଇଙ୍କ ବିୟୋଗରେ ଶୋକ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଗୋବଜୋର ହାଇସ୍କୁଲର ଖେଳ ଶିକ୍ଷକ ବିରବଲ ଭୋଇଙ୍କ ଆଜି ସକାଳେ ବିୟୋଗ ହୋଇ ଯାଇଛି । ଶ୍ରୀ ଭୋଇ ବରପାଲି ସ୍ଥିତ ଶଶୁର ଘରେ ରହୁଥଲେ । ତାଙ୍କୁ ଖାସ ଓ ଥଣ୍ଡା ହେଉଥିଲା । ସେ କୋଭିଡ ଟେଷ୍ଟ କଲାପରେ ପଜେଟିଭ୍‌ ଆସିଥିଲା । ତେବେ ତାଙ୍କ
Read More...

ମାର୍କେଟ ବିଲ୍ଡିଂ ଅଂଚଳରେ ଦେଖିବାକୁ ମିଳିଲା ପ୍ରବଳ ଜନଗହଳି : ବିଏମସି ଓ କମିସନରେଟ୍ ପୋଲିସ ପହଞ୍ଚି ୪୮ ଘଣ୍ଟା ପାଇଁ…

ଭୁବନେଶ୍ୱର, (ସୁଶାନ୍ତ ସାହୁ) : କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ତଥା ରାଜ୍ୟରେ ଦିନକୁ ଦିନ ବଢି ବଢି ଚାଲିଥିବା ବେଳେ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଦ୍ୱାରା କଡାକଡି ଭାବରେ କୋଭିଡ ନିୟମ ପାଳନ କରାଯିବା ପାଇଁ କୁହାଯାଇଛି । ତେବେ ଭୁବନେଶ୍ୱର ସ୍ଥିତ ମାର୍କେଟ ବିଲ୍ଡିଂ ଠାରେ ଗତ
Read More...

ଆସନ୍ତାକାଲି ଠାରୁ ଦିନ ୨ଟା ପରେ ସମ୍ବଲପୁରରେ ବି ସମସ୍ତ ଦୋକାନ ବନ୍ଦ

ସମ୍ବଲପୁର, (କେପିଏନ୍‌ଏସ୍‌) : ଆଜି ଜିଲା ପ୍ରଶାସନ ଦ୍ୱାରା ଆୟୋଜିତ ଏକ ବୈଠକରେ ସମ୍ବଲପୁର ଶିଳ୍ପ ଓ ବଣିକ ସଂଘର ସଦସ୍ୟମାନେ ଯୋଗ ଦେଇ ସମ୍ବଲପୁରର କରୋନା ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି । ଏହି ମହାମାରୀ ସ୍ଥିତି ସହ କିପରି ମୁକାବିଲା କରାଯାଇ ପାରିବ ସେନେଇ ବୈଠକରେ ଆଲୋଚନା
Read More...

ସାହିତ୍ୟିକ ମନୋଜ ଦାସଙ୍କ ବିୟୋଗରେ ନବୀନ ପ୍ରତିଷ୍ଠାନର ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସାହିତ୍ୟିକ ପଦ୍ମଭୂଷଣ ମନୋଜ ଦାସଙ୍କ ବିୟୋଗରେ ସ୍ଥାନୀୟ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଗଭୀର ଶୋକପ୍ରକାଶ କରାଯାଇଛି । ନବୀନର ସଂପାଦକ ତଥା ପ୍ରତିଷ୍ଠାନର ସଭାପତି ରବି ରଥଙ୍କ ଆବାହକତ୍ୱରେ ଭିଡିଓ କଲ
Read More...

ରେଢାଖୋଲରେ ଉଦଘାଟିତ ହେଲା ଅତିରିକ୍ତ ଜିଲ୍ଲା ଓ ଦୈାରାଜଜ୍ କୋର୍ଟ

ସମ୍ବଲପୁର : ଅତିରିକ୍ତ ଜିଲ୍ଲା ଓ ଦୈାରାଜଜ୍ କୋର୍ଟ ସମ୍ବଲପୁର ଜିଲ୍ଲା ରେଢାଖୋଲ ଠାରେ ଉଦଘାଟିତ ହୋଇଯାଇଛି । ଭର୍ଚୁଆଲ୍ ମୋଡ୍‌ରେ ଏହାକୁ ଓଡିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଡ.ଜଷ୍ଟିସ୍ ଏସ୍‌.ମୁରଲୀଧର ଉଦଘାଟନ କରିଥିଲେ । ଉଦଘାଟନୀ ଅବସରରେ ଅତିରିକ୍ତ ଜିଲ୍ଲା ଓ ଦୈାରାଜଜ୍ ଦିପ୍ତି
Read More...
error: Content is protected !!