Daily Archives

ଖୋଳାଯାଇଛି ନଳକୂପ, ନାହିଁ ହ୍ୟାଣ୍ଡ ପମ୍ପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ରାଜ୍ୟ ସରକାର ପାନୀୟ ଜଳ ଯୋଗାଣକୁ ବିଶେଷ ଗୁରୁତ୍ୱ ଦେଇ ତତ ସମ୍ବନ୍ଧୀୟ ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ନିର୍ଦେଶ ଦେଇଛନ୍ତି । ଏଥିନିମନ୍ତେ ଏକ ଟୋଲଫ୍ରି ନମ୍ବର ମଧ୍ୟ ଜାରି
Read More...

ଭାଇଚାରା ସଂପର୍କକୁ ଯୋଡ଼ିବାକୁ ବଡ଼ ପ୍ରୟାସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କଥାରେ ଅଛି ଘର ସଂସାର କଲେ କଳି ଅଛି । ସାମାଜିକ ସହାବସ୍ଥାନ ମଧ୍ୟରେ ପରସ୍ପର ମଧ୍ୟରେ ମାନ ମନାନ୍ତର, ଭୁଲ ବୁଝାମଣା, ପାରିବାରିକ ବିଦ୍ୱେଶ ଓ ଆକ୍ଷେପ - ପ୍ରତି ଆକ୍ଷେପ ରହିବା ସ୍ୱାଭାବିକ । ମାତ୍ର ଆମେ ବ୍ୟକ୍ତିଗତ ସ୍ୱାର୍ଥରୁ ଉଦ୍ଧ୍ୱର୍ରେ ରହି
Read More...

ଅଜିତ‌ଙ୍କ ବିୟୋଗରେ କଂଗ୍ରେସ ପକ୍ଷରୁ ଶୋକସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ପିପିଲି ଉପନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଅଜିତ୍‌ ମଙ୍ଗରାଜଙ୍କ ଅକାଳ ବିୟୋଗ ପାଇଁ ଡେଲାଙ୍ଗ ବ୍ଲକ୍‌ କଂଗ୍ରେସ କମିଟି ପକ୍ଷରୁ ଦିବଂଗତ ନେତାଙ୍କ ଆଙ୍କୋଇ ସ୍ଥିତ ବାସଭବନରେ ଏକ ଶୋକସଭା ଅନୁଷ୍ଠିତ
Read More...

ରକ୍ତ ରଞ୍ଜିତ ହେଲା ଘୁନସର ଚଣ୍ଡୀ ପୀଠ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ଗାଁରେ ପାରମ୍ପାରିକ ରୀତିନୀତି ଅନୁସାରେ ରକ୍ତ ରଞ୍ଜିତ ହେଲା ଚଣ୍ଡୀ ପୀଠ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ଏହି ଯାତ୍ରା ପାଳନ କରାଯାଇଥିଲା । ମାନସିକଧାରୀ ମାନେ ବୋଦା,
Read More...

ତାତିରେ ରୋଜଗାର ଦେଉଛି ଆଖୁରସ : ପିଇବା ପାଇଁ ଲୋକଙ୍କ ଭିଡ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବାଲଙ୍ଗିର ଜିଲ୍ଲାରେ ତାତି ବଢିବାରେ ଲାଗୁଥିବା ବେଳେ ଲୋକେ ଘରୁ ପଦାକୁ ବାହାରିବା ଭାରି କଷ୍ଟ କରି ହୋଇପଡୁଛି । ତେବେ ଲୋକେ କାମ ଧନ୍ଦା ନ ପାଇବା ପରେ ଅନ୍ୟ ରାଜ୍ୟକୁ ଦାଦାନ ଖଟିବା ପାଇଁ ଯାଉଥିବା ବେଳେ ବର୍ତ୍ତମାନ ସମୟରେ ରୋଜଗାର ଦେଉଛି ଆଖୁରସ ।
Read More...

ପାଣି ପାଇଁ ହାହାକାର ଲୋକେ : ୩ ବର୍ଷ ହେଲାଣି ଅଧାପନ୍ତରିଆ ଅବସ୍ଥାରେ ପ୍ରକଳ୍ପ

ସଇଁନ୍ତଲା, (ଅଜିତ କୁମାର ସାହୁ) ; ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କେରମେଲି ଅନ୍ତର୍ଗତ କରେଲଧୁଆ ଗ୍ରାମରେ ପାନୀୟ ଜଳ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ ୬୯ ଲକ୍ଷ ଟଙ୍କାର ପାନୀୟ ଜଳ ପ୍ରକଳ୍ପ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଥିବା ବେଳେ ସ୍ଥାନୀୟ
Read More...

ନିଆରା ଚି‌ନ୍ତନ : ଜନ୍ମଦିନରେ ଅଙ୍ଗଦାନ ଅଭିଯାନରେ ସାମିଲ୍‌ ହେଲେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ବିଜେଡି ନେତ୍ରୀ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଆଜି ନିଆରା ଢଙ୍ଗରେ ନିଜର ଜନ୍ମଦିନ ପାଳନ କରିଛନ୍ତି । ସେ ଆଜି କଟକସ୍ଥିତ ‘ସମାଜ’ କାର୍ୟ୍ୟାଳୟକୁ ଯାଇ ସେଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ
Read More...

ଭୋଇପାଲିରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ : ୪୧ ୟୁନିଟ ରକ୍ତ ସଂଗ୍ରହ

ଲୋଇସିଂହା, (କେପିଏନ୍‌ଏସ୍‌) : ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଲୋଇସିଂହା ବ୍ଲକ ବିଜେଡି ପକ୍ଷରୁ ଜୀବନବିନ୍ଦୁ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ଉପରବାହାଲ ପଞ୍ଚାୟତ ଅଧିନ ଭୋଇପାଲି ଗ୍ରାମ ଠାରେ ଏହି ଅବସରରେ ଆୟୋଜିତ
Read More...

ନେଗିପାଲି ଗ୍ରାମକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣର ଭୂମି ପୂଜନ

ଲୋଇସିଂହା, (କେପିଏନ୍‌ଏସ୍‌) : ଗ୍ରାମ୍ୟ ପାନୀୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ବଲାଂଗିର ଜିଲା ଲୋଇସିଂହା ବ୍ଲକ ବୁଢ଼ୀପଦର ପଂଚାୟତର ନେଗିପାଲି ଗ୍ରାମକୁ ପାଇପ ଯୋଗେ ଜଳ ଯୋଗାଣ କାର୍ୟ୍ୟକ୍ରମର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଲକ୍ଷ୍ମୀ ପଧାନ ଆନୁଷ୍ଠାନିକ ଭାବେ ନଡ଼ିଆ
Read More...

କରୋନା ସଂକ୍ରମଣ ରୋକିବାକୁ ପ୍ରଶାସନର ତତ୍ପରତା : କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ଜରିମାନା ସହ ଦୁଇଟି ଦୋକାନ ସିଲ୍

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କରୋନା ‌ଦ୍ୱିତୀୟ ଲହରୀରେ ସାରା ଦେଶରେ ହୁହୁ ହୋଇ ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି । ସଂକ୍ରମଣ ରୋକିବାକୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ପଦକ୍ଷେପ ନେବାସହ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ
Read More...
error: Content is protected !!