Daily Archives

ଡେଲାଙ୍ଗରେ ମାକ୍ସ ଚେକିଂ କଡାକଡି : ଆମାନିଆଙ୍କ ଠାରୁ ଫାଇନ୍‌ ଆଦାୟ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ମହାମାରୀ କରୋନା ଦ୍ୱିତୀୟ ଲହର ଏବେ ଦେଶରେ ଭୟଙ୍କର ରୂପ ନେଇଛି । ପ୍ରତ୍ୟକ ଦିନ ଏହି ସଂକ୍ରମିତ ରୋଗରେ ଲୋକମାନେ ମୃତ୍ୟୁ ବରଣ କରୁଛନ୍ତି । ଧନଜୀବନ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି । ଡେଲାଙ୍ଗ ତହସିଲ
Read More...

କରୋନାରେ ଅଧ୍ୟାପକଙ୍କ ମୃତ୍ୟୁ : ପରିବାର ସଦସ୍ୟ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା କଣାସ ଦୟାବିହାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ପ୍ରକାଶ ନାୟକ (୫୯) ଆଉ ଇହଧାମରେ ନାହାନ୍ତି । ତାଙ୍କର କରୋନା ପଜିଟିଭ୍‌ରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ସେ ୨୦୨୨ ମସିହା
Read More...

ବଲାଙ୍ଗିର ଜିଲ୍ଲାର ବରପୁତ୍ର ବର୍ଷିୟାନ ଆଦିବାସୀ ନେତା ଲୋକପ୍ରିୟ ସମାଜସେବୀ ସ୍ୱର୍ଗତ ବ୍ରଜ କିଶୋର ସିଂ ଭୋଇଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଟିଟିଲାଗଡ ବ୍ଲକ ତରଫରୁ ସ୍ଥାନୀୟ ଆଦିବାସୀ ଭବନ ଠାରେ ଦିବଙ୍ଗତ ବର୍ଷିୟାନ ଆଦିବାସୀ ନେତା, ଲୋକପ୍ରିୟ ସମାଜସେବୀ ତଥା ବଲାଙ୍ଗିର ଜିଲ୍ଲାର ବରପୁତ୍ର ସ୍ୱର୍ଗତ ବ୍ରଜ କିଶୋର ସିଂଭୋଇ(୭୩)ଙ୍କ ଅକାଳ ବିୟୋଗରେ ବ୍ଲକ ସଭାପତି ପଦ୍ମନ
Read More...

ରବି ଋତୁର ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ କମିଟି ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ରବି ଋତୁର ଧାନ ସଂଗ୍ରହ ଆସନ୍ତା ମେ ୫ ତାରିଖରୁ ଆରମ୍ଭ ହେବ । ଜିଲ୍ଲାର ବରଗଡ଼, ଅତାବିରା, ପଦ୍ମପୁର ଆରଏମସି ଅନ୍ତର୍ଗତ ମଣ୍ଡି ଗୁଡିକରେ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବା ସହ ଧାନ ଓଜନ ମେସିନ, ମିଶ୍ଚର ମେସିନ ଆଦିର ବ୍ୟବସ୍ଥା
Read More...

ବଢୁଛି କରୋନା, ଚିନ୍ତାରେ ପ୍ରଶାସନ

ସଇଁନ୍ତଲା, (ଅଜିତ କୁମାର ସାହୁ) ; ଦାଦନ ଗଡ଼ରେ ଡରାଉଛି କରୋନା । ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ସଚେତନ କରାଯାଉଥିବା ବେଳେ ଲୋକେ ତାହାକୁ ମଧ୍ୟ ପାଳନ କରୁନାହାନ୍ତି । ତେବେ ରାୟପୁର, ଛତିଶଗଡରୁ କଂଟାବାଞ୍ଜି ଦେଇ ବ୍ୟବସାୟୀ ମାନେ
Read More...

ନଳ କୂଅ ମରାମତି ପାଇଁ ସାଧାରଣରେ ଦାବୀ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ବସଷ୍ଟାଣ୍ଡ (ପପଂଗା ରୋଡ)ର ନଳ କୂଅ ଅଚଳ ହୋଇଯାଇଛି । ଆଖପାଖରେ ଏକ ମାତ୍ର ନଳ ରହିଛି । ବର୍ତମାନ ଖରା ଦିନ ହେଉ ଥିବାରୁ ପାନୀୟ ଜଳର ଅଭାବ ରହିଥାଏ । ଏହି ନଳ କୂଅ ପାଣି ପାଇଁ ବୃଦ୍ଧ, ବୃଦ୍ଧା, ଶିଶୁ,
Read More...

ଦେବୀ ଦଶଭୂଜା ବାସନ୍ତୀକ-ଦୁର୍ଗାବେଶରେ ମା’ ତାରାତାରିଣୀଙ୍କ ପୂଜନୋତ୍ସବ ସମାହିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଋଷିକୁଲ୍ୟାତୀରସ୍ଥ ପୂର୍ଣ୍ଣଗିରି ଶୀର୍ଷରେ ଅବସ୍ଥାନ କରିଥିବା ସ୍ତନପୀଠେ ପୂଜିତା ବିଶ୍ୱବନ୍ଦନୀୟା ଦେବୀ ଭଗବତୀ ମା' ତାରାତାରିଣୀଙ୍କ ଚୈତ୍ରପର୍ବ ୪ର୍ଥ ପାଳି ମଙ୍ଗଳବାର ଯାତ୍ରା ବିନା ଭକ୍ତରେ ବିଧିବଦ୍ଧ ଭାବେ ନୀତିକାନ୍ତି ସହ ସମ୍ପନ ହୋଇଛି ।
Read More...

ଖଣିଜ ସମ୍ପଦ ଭରା ଓଡିଶା ସୀମାନ୍ତ ହାତଛଡ଼ା ହୋଇଯିବ କି : ସାମ୍ବାଦିକ ନିରଞ୍ଜନ ତ୍ରିପାଠୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଛତିଶଗଡ ରାଜ୍ୟ ସୀମାନ୍ତରେ ଅବସ୍ଥିତ ଚର୍ଦାପାଲି ଗ୍ରାମପଞ୍ଚାୟତ କିନ୍ତୁ ସୀମା ପ୍ରାରମ୍ଭରେ ଅଙ୍ଗନଦୀ ସାଜିଥାଏ ଚିରଦିନିଆ ବାଧକ ଫଳରେ ଯାତାୟାତ ଅସୁବିଧାରୁ ବର୍ଷର ୬ ମାସ ବିଚ୍ଛିନ୍ନ ରହେ ଓଡ଼ିଶା ରାଜ୍ୟ ସହିତ । ପ୍ରତ୍ୟକ କ୍ଷେତ୍ରରେ ନିର୍ଭରଶୀଳ
Read More...

ସଂକ୍ରମଣକୁ ଦେଖି ପ୍ରଶାସନ ସଜାଗ

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣ ଦୃତ ଗତିରେ ବଢ଼ିଚାଲିଛି । ପ୍ରତି ଦିନ ୨୦୦ ରୁ ଅଧିକ ସଂକ୍ରମଣ ବଢୁଥିବା ଦେଖିବାକୁ ମିଳୁଛି। ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ ଏକ ବଡ ସବ-ଡିଭିଜନ । ଏଠାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଟିଟିଲାଗଡରେ ପ୍ରତି ଦିନ
Read More...

ନାରୀ ଶକ୍ତି ସଂଗଠନର ସଭାକାର୍ଯ୍ୟ ଅନୁଷ୍ଠିତ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆଦର୍ଶ ପଡା ସ୍ଥିତ "ନାରୀ ଶକ୍ତି ସଂଗଠନ" କାର୍ଯ୍ୟାଳୟରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହେଇଥିଲା । ଏଥିରେ "ନାରୀ ଶକ୍ତି ସଂଗଠନ"ର କାର୍ଯ୍ୟକ‌ର୍ତ୍ତାମାନେ ଉପସ୍ଥିତ ରହି ଅନୁଷ୍ଠାନ ବିଷୟରେ କିଛି ଉପଯୋଗୀ ନିଷ୍ପତି ସମସ୍ତଙ୍କ ସହମତିରେ ନିଆଯାଇଥିଲା ।
Read More...
error: Content is protected !!