Daily Archives

ରାଜ୍ୟର ୧୮ରୁ ୪୪ ବର୍ଷ ବୟସର ନାଗରିକଙ୍କୁ ମାଗଣାରେ କୋଭିଡ୍ ଟୀକା ପ୍ରଦାନ କରାଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତୃତୀୟ ପର୍ୟ୍ୟାୟ ଟୀକାକରଣ ଅଭିଯାନରେ ୧୮ରୁ ୪୪ ବର୍ଷ ବୟସର ନାଗରିକଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା ପରିପ୍ରେକ୍ଷୀରେ କୋଭିଡ୍ ଟୀକାର ଆବଶ୍ୟକତାକୁ ଦେଖି ରାଜ୍ୟ ସରକାର ୧୦.୩୪ ଲକ୍ଷ ଡୋଜ୍ କୋଭାକ୍ସିନ୍ ଏବଂ ୩୭୭ ଲକ୍ଷ ଡୋଜ୍ କୋଭିସିଲ୍ଡ ଟୀକା କ୍ରୟ କରିବା
Read More...

ଘର ଜାଳିଲେ ଦୁର୍ବୃତ୍ତ : ଲକ୍ଷାଧିକ ଟଙ୍କାର ସାମଗ୍ରୀ କ୍ଷତି, ଥାନାରେ ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଗୋପବନ୍ଧୁ ପଡ଼ାର ତିଳକର ସାହୁଙ୍କ ଘର ଦୁର୍ବୃତ୍ତମାନେ ଜାଲିଦେଇ ଥିବା ଏନେଇ ସଇଁନ୍ତଲା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ୩ ବର୍ଷ ହେଲାଣି ସନଦାସ ମୁଣ୍ଡା(କଲୋନୀ)ଠାରେ ବସବାସ କରି ଆସୁଥିଲେ ତିଳକର । ହେଲେ
Read More...

କେଶରୀୟା ହିନ୍ଦୁ ବାହିନୀ ଗୋ-ସୁରକ୍ଷା ଏବଂ ଗୋଚାଲାଣ ବିରୁଦ୍ଧରେ ସଂଗ୍ରାମ ଜାରି

ମୁରିବାହାଲ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳରେ ୩୦୦ ଗୋ-ମାତା ଏବଂ ମହିଷି ଚାଲାଣ ହେଉଥିବା ନେଇ ଖବର ପାଇଥିଲେ କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଧକ୍ଷ ସଂଜୀତ କମ୍ପ । ଏହାପରେ ଶ୍ରୀ କମ୍ପ ଓ ମୁରିବାହାଲ ବ୍ଲକ ଉପସଭାପତି
Read More...

ହସପିଟାଲରୁ ନରସିଂହଙ୍କ ବାର୍ତ୍ତା : ସୁସ୍ଥ ଅଛି ମୁଁ, ଆପଣ ମାନେ ସାମାଜିକ ଦୂରତା ପାଳନ କରନ୍ତୁ, ଡବଲ ମାସ୍କ ପରିଧାନ…

ବାଲାଙ୍ଗିରବାସୀଙ୍କ ପିଇବା ପାଣି ସମସ୍ୟା ଶୀଘ୍ର ସମାଧାନ ହେବବଲାଙ୍ଗିର, (ଦେବାଶିଷ ମିଶ୍ର) : ମୁଁ ସୁସ୍ଥ ଅଛି । ଏହି ମହାମାରୀ ସମୟରେ ଆପଣମାନେ ସମାଜିକ ଦୂରତା ପାଳନ କରିବା ସହ ଡବଲ ମାସ୍କ ପରିଧାନ କରନ୍ତୁ । ବାରମ୍ବାର ସାବୁନରେ ହାତ ଧୁଅନ୍ତୁ । ସେନିଟାଇଜର ବ୍ୟବହାର କରିବା ସହ ଯଥା
Read More...

ନିର୍ଝରିଣୀ ପକ୍ଷରୁ ଶୋକସଭା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ): ସାରା ବିଶ୍ୱରେ କରୋନାର କରାଳ ଗ୍ରାସରେ ଅନେକ ଜନ ଜୀବନ ନଷ୍ଟ ହୋଇଥିବା ବେଳେ ସିନ୍ଧେକେଲା ଚାନ୍ଦୋତରାର ବ୍ୟଙ୍ଗ କବି, ଆଦର୍ଶ ଶିକ୍ଷକ ସ୍ୱର୍ଗତ ପ୍ରଶାନ୍ତ କୁମାର ନାୟକ ଓ ପାଟଣାଗଡ଼ ନିବାସୀ କବି, ସଂଗଠକ ତଥା ଆଦର୍ଶ ଶିକ୍ଷକ ସ୍ୱର୍ଗତ ନରୋତ୍ତମ ସାହୁ
Read More...

ଏସଟିଏଫ ହାତରେ ଧରାହେଲେ ୨ଶିକାରୀ : ୨ହାତୀଦାନ୍ତ ଓ ୧ବାଘଛାଲ ଜବତ

ବୌଦ୍ଧ, (ବଂଶୀଧର ମାଝୀ) : ଆଜି ଓଡିଶା ପୋଲିସର ସ୍ୱତନ୍ତ୍ର ଟାସ୍କ ଫୋର୍ସ ନୟାଗଡ଼ ଜିଲା ଗଣିଆ ଥାନା ଅନ୍ତର୍ଗତ ଚାମୁଣ୍ଡିଆ ରୋଡର ମାଆ କଳାପାଟ ମନ୍ଦିର ନିକଟରେ ଚଢ଼ାଉ କରି ଗୋଟିଏ ଚିତାବାଘ ଛାଲ ସହ ଦୁଇଟି ହାତୀ ଦାନ୍ତ ଜବତ କରିଛି । ଏହାସହିତ ଏଥିରେ ସମ୍ପୃକ୍ତ ୨ ଜଣ ବେପାରୀଙ୍କୁ ମଧ୍ୟ
Read More...

ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାରେ କଡାକଡି ସପ୍ତାହନ୍ତ ସଟ୍-ଡାଉନ୍

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖୋର୍ଦ୍ଧା ଜିଲ୍ଲାରେ କରୋନା ଦ୍ଵିତୀୟ ଲହରୀ ଆସିବା ବେଳକୁ ଦ୍ୱିତୀୟ ପର୍ଯ୍ୟାୟରେ ସଂକ୍ରମଣ ପୁଣି ବଢ଼ି ଚାଲିଛି । ଖୋର୍ଦ୍ଧା ଜିଲ୍ଲା ସଦରମହକୁମା ସହରରେ ସପ୍ତାହନ୍ତ ସଟ୍-ଡାଉନ୍ ସମ୍ପୂର୍ଣ୍ଣ କଡ଼ାକଡ଼ି କରାଯାଇଛି । ପ୍ରତ୍ୟେକ ଶନିବାର ସକାଳ ଠାରୁ
Read More...

ବ୍ରହ୍ମପୁର ଏମ୍.କେ.ସି.ଜି. ହସ୍ପିଟାଲକୁ ଗଞ୍ଜାମ ଜିଲାପାଳଙ୍କ ଅଚାନକ ଗସ୍ତ : ରୋଗୀଙ୍କ ସହ ସିଧାସଳଖ କଥା ବାର୍ତ୍ତା…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ବ୍ରହ୍ମପୁର ଏମ୍‌କେସିଜି କୋଭିଡ୍‌ ହସ୍ପିଟାଲକୁ ଅଚାନକ ପରିଦର୍ଶନ କରିବାକୁ ଯାଇଥିଲେ । ପିପିଇ କିଟ୍‌ ପିନ୍ଧି ଜିଲାପାଳ ଉକ୍ତ କୋଭିଡ୍‌ ହସ୍ପିଟାଲ ମଧ୍ୟକୁ ପ୍ରବେଶ କରି ୱାର୍ଡକୁ ୱାର୍ଡ ବୁଲି
Read More...

କଡାକଡି ଭାବେ ରାୟଗଡା ଜିଲ୍ଲାରେ ସପ୍ତାହନ୍ତ ସଟ ଡାଉନ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦ୍ରୁତଗତିରେ ବଢୁ ଥିବା ବେଳେ ରାଜ୍ୟ ସରକାରଙ୍କ ନିର୍ଦେଶ ଏବଂ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଆଜି ସାରା ରାୟଗଡା ଜିଲ୍ଲାରେ ଜରୁରୀ ସେବାକୁ ବାଦ ଦେଇ ସମସ୍ତ ଦୋକାନ, ଗାଡି ଚଲାଚଳ ଏବଂ ସରକାରୀ ତଥା
Read More...

ଆମ ଜଙ୍ଗଲ ଯୋଜନା ଓ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ରେଂଜ କାର୍ୟ୍ୟାଳୟଠାରେ ଆମ ଜଙ୍ଗଲ ଯୋଜନା ଓ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ରେଂଜ ଅଧିକାରୀ ଅସିତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବନକର୍ମଚାରୀମାନଙ୍କୁ ଆମ ଜଙ୍ଗଲ ଯୋଜନା
Read More...
error: Content is protected !!