Daily Archives

ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସାଂସଦ ପ୍ରତିନିଧି ଭାବରେ ଚିନ୍ମୟ କୁମାର ପଣ୍ଡାଙ୍କୁ ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ସାଂସଦ ସୁରେଶ ପୂଝାରୀଙ୍କ ଅନୁମୋଦନ କ୍ରମେ ଆଜି ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି । ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସାଂସଦ ପ୍ରତିନିଧି ଭାବରେ ଯୁବ ଆଇନଜୀବୀ ଚିନ୍ମୟ କୁମାର ପଣ୍ଡାଙ୍କୁ ମନୋନୀତ କରିଛନ୍ତି । ଚିନ୍ମୟୀ ସାଂସଦ ପ୍ରତିନିଧି
Read More...

ବିଶିଷ୍ଟ ବ୍ୟଙ୍ଗକବି ପ୍ରଶାନ୍ତ କୁମାର ନାୟକ ଚାଲିଗଲେ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ବିଶିଷ୍ଟ ବ୍ୟଙ୍ଗକବି ନିକଟସ୍ଥ ସିନ୍ଧେକେଲା ନିକଟସ୍ଥ ଚାନ୍ଦୋତରା ନିବାସୀ ପ୍ରଶାନ୍ତ କୁମାର ନାୟକ(୬୮)ଙ୍କ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଥିବା ଖବର ମିଳିଛି । ତାଙ୍କ ଦେହାନ୍ତରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତେବେ କରୋନା
Read More...

ଗୁଜୁରାଟର ସାବରମତି ଜେଲରେ କରୋନା ବିସ୍ଫୋରଣ : ୫୫ ଜଣ କଏଦୀଙ୍କ ସମେତ ଚାରି ଜଣ ଜେଲ କର୍ମଚାରୀ ସଂକ୍ରମିତ

ନୂଆଦି‌ଲ୍ଲୀ : ଦେଶରେ ମହାମାରୀ କରୋନା ଭୂତାଣୁର ଦ୍ୱିତୀୟ ତରଙ୍ଗ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟା ଏବଂ କୋଭିଡ ମୃତ୍ୟୁ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଚିନ୍ତା ବଢ଼ାଇ ଦେଇଛି । ମହାମାରୀର ତୀବ୍ରତା ବଢ଼ିବା ସହିତ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଷୁଡି
Read More...

ବଲାଙ୍ଗିର କିସ୍‌ କ୍ୟାମ୍ପସ ଠାରେ ଶହେ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍‌ପିଟାଲ୍‌ ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷରିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣର ମୁକାବିଲା ନିମନ୍ତେ ବଲାଙ୍ଗିର କିସ୍‌ କ୍ୟାମ୍ପସ ଠାରେ ଏକ ଶହେ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍‌ପିଟାଲ ଅତିଶୀଘ୍ର ଆରମ୍ଭ କରିବା ପାଇଁ ଆଜି ଅପରାହ୍ନରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ
Read More...

ଦେଓଗାଁ ସାଲେପାଲିରେ ବାଟବଣା ଗ୍ରାମୀଣ ଗୃହ ଯୋଜନା, ପିନ୍ଧା ଲୁଗା ଟାଙ୍ଗି ଚାରି ବର୍ଷ ହେଲା ରହୁଛନ୍ତି ଅସହାୟ…

ଘର ମେଲା, ସ୍ୱଚ୍ଛ ମିଶନ ପାଇଖାନାରେ ଝୁଲୁଛି ତାଲା ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗ୍ରାମୀଣ ଗୃହ ଯୋଜନା ଅନ୍ତର୍ଗତ ଗାଁ ଗହଳିରେ ରହୁଥିବା ପ୍ରତ୍ୟେକ ଗରିବ ପରିବାରକୁ ପକ୍କା ଘର ପ୍ରଦାନ କରିବା ବ୍ୟବସ୍ଥା ରହିଛି । ସରକାର ମଧ୍ୟ ଅନେକ ସମୟରେ ଗ୍ରମାୀଣ ଗୃହ ଯୋଜନାକୁ ନେଇ
Read More...

କନ୍ଧମାଳ ଜିଲ୍ଲାରେ କିମ୍ସ ଖୋଲିବ କୋଭିଡ୍ ହସପିଟାଲ : ଜିଲ୍ଲା ପ୍ରଶାସନ ଓ କିମ୍ସ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଚୁକ୍ତି…

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସାରା ବିଶ୍ୱ କରୋନା ମହାମାରୀ କବଳରେ ରହିଥିବା ବେଳେ ଏହା ପୁଣିଥରେ ଆମ ଦେଶରେ ଘାତକ ହେବାରେ ଲାଗିଛି । କରୋନାର ଦ୍ୱିତୀୟ ଲହର ଆହୁରି ଅଧିକ ସଂକ୍ରାମକ ହୋଇଥିବାରୁ ପୂର୍ବାପେକ୍ଷା କଟକଣା ଅଧିକ ଶକ୍ତ କରାଯିବାର ଆବଶ୍ୟକତା ରହିଛି । ଏହାକୁ
Read More...

ଶିକ୍ଷକଙ୍କୁ ରେଳ ଷ୍ଟେସନରେ କରୋନା ଡ୍ୟୁଟି

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସରକାରଙ୍କ ନିର୍ଦ୍ଦେଶାନୁସାରେ ତୁରେକେଲା ବ୍ଳକ ଓ କଣ୍ଟାବାଞ୍ଜି ଏନ୍‌ଏସି ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ନିଯୁକ୍ତି କରାଯାଇଛି । ବିଭିନ୍ନ ରାଜ୍ୟରୁ ରେଳ ଯୋଗେ ଫେରୁଥିବା ପ୍ରବାସୀ ମାନଙ୍କର
Read More...

ବଲାଙ୍ଗିର ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯୦୯ : ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୬୮, ବଲାଙ୍ଗିର ପୌରାଂଚଳରୁ ୩୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଏବେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦୯ ରହିଥିବା ବେଳେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୬୮ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରୁ ୩୭ ଜଣ ଚିହ୍ନଟ ହୋଇଛନ୍ତି । ୱାର୍ଡ ନଂ.୧୦ରୁ ୧, ୧୧ରୁ ୩, ୧୪ରୁ ୧,
Read More...

ନାଟ ରସିଆ ଗ୍ରୁପର କର୍ମକର୍ତ୍ତା ଚୟନ : ବୌଦ୍ଧ-ସୋନପୁରର କଳାକାରଙ୍କୁ ନେଇ ଗଠିତ

ବୌଦ୍ଧ, (ମମତା ମହାକୁର) : ମଂଚନାଟକକୁ ସୁଦୃଢ଼ କରିବା ପାଇଁ ନାଟ ରସିଆ ଗ୍ରୁପର କର୍ମକର୍ତ୍ତା ଚୟନ ହୋଇଯାଇଛି । ଏଥିରେ ଅଧ୍ୟକ୍ଷା ଭାବେ ସୋନପୁର ଜିଲ୍ଲା ସୁନାମଧନ୍ୟ କଳାକାର ଶ୍ରଦ୍ଧାଞ୍ଜଳୀ ମିଶ୍ର ମୋନନୀତ ହୋଇଥିବା ବେଳେ ଉପାଧ୍ୟକ୍ଷ ଭାବେ ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକର ସୁରେନ୍ଦ୍ର କମ୍ପ
Read More...

ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପ୍ରତିଷ୍ଠା ସପ୍ତାହ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଏପ୍ରିଲ ୧୪ତାରିଖରୁ ଏକ ସପ୍ତାହ ଧରି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପ୍ରତିଷ୍ଠା ସପ୍ତାହ ପାଳନ କରାଯାଉଛି । ଏକ ଆଦର୍ଶ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଭାବେ ଗଣମାଧ୍ୟମରେ ଚର୍ଚ୍ଚାରେ ରହି ଆସିଥିବା ଦେଓଗାଁ ବ୍ଳକ
Read More...
error: Content is protected !!