Daily Archives

ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଜଳ ଛତ୍ର ପ୍ରକଳ୍ପର ଶୁଭାରମ୍ଭ

ବରଗଡ଼, (ନିରୋଜ କୁମାର ପାଣୀ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ ମେହେର ମୋବାଇଲ୍ ତରଫରୁ ଆଜି ପୋଡବାଡି ଛକ ଠାରେ ଜଳଛତ୍ରର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେରେ ମୁଖ୍ୟଅତିଥି ଭାବେ ଗୋଡଭଗା ଫାଣ୍ଡି ଅଧିକାରୀ ବାଲୁକେଶ୍ପର ନାଏକ, ସମ୍ମାନିତ ଅତିଥିଭାବେ
Read More...

ଜିଲ୍ଲାରେ କରୋନା ସ୍ଥିତି ଉପରେ ସୂଚନା ଦେଲେ ଜିଲ୍ଲାପାଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାରେ କରୋନା ସ୍ଥିତି ଓ ନିୟନ୍ତ୍ରଣ ବ୍ୟବସ୍ଥା ଉପରେ ଏକ ଭିଡିଓ ମାଧ୍ୟମରେ ସୂଚନା ଜାରି କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା । ଏଥିରେ କରୋନା ଦ୍ୱିତୀୟ ଲହର ପ୍ରତି ସତର୍କ ରହିବା, ମାସ୍କ ବ୍ୟବହାର କରିବା, ପର୍ଯ୍ୟାନୁକ୍ରମେ ଟୀକା ଗ୍ରହଣ
Read More...

ଧଣ୍ଡାମାଲ ଏବଂ ରାମଚନ୍ଦ୍ରପୁର ପଞ୍ଚାୟତରେ ପିଇବା ପାଣି ପ୍ରକଳ୍ପ ଭିତ୍ତିପ୍ରସ୍ତର ଦେଲେ ନରସିଂହ : ପ୍ରତ୍ୟେକ ଅଂଚଳରେ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱଚ୍ଛ ପିଇବା ପାଣି ପାଇବା ଲୋକଙ୍କ ମୌଳିକ ଅଧିକାର ଏଣୁ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମ୍ୟୁନିସିପାଲିଟି ତଥା ବ୍ଲକ ଅଂଚଳରେ ଥିବା ପ୍ରତ୍ୟେକ ଘରକୁ ପାଇପ ଯୋଗେ ପଇବା ପାଣି ଯୋଗାଇବା କାର୍ଯ୍ୟ ହାରକୁ ନିଆଯାଇଛି । ତା’ ସହିତ ପ୍ରତ୍ୟେକ
Read More...

ଅଜବ୍‌ ଅଫର୍ : ଏକ କିଲୋ କୁକୁଡ଼ା ମାଂସରେ ଏକ ‘ଚିଡ଼ିଆ’ ଫ୍ରି !

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଭିନ୍ନ କମ୍ପାନୀ ତା'ର ପ୍ରଚାର ପ୍ରସାର ପାଇଁ ଖାଉଟି ମାନଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇଥାନ୍ତି । ଯେମିତି ଦାନ୍ତ ଘଷିବା କଲେଗେଟରେ ବ୍ରସ ଟିଏ ଫ୍ରି, ଡିଟର୍‌ଜେନ୍‌ଟ୍‌ ପାଉଡର୍‌ରେ ପ୍ଳାଷ୍ଟିକ ବାଲ୍‌ଟି ଫ୍ରି । ଏମିତି ଅନେକ ଗୁଡ଼ିଏ ଉଦାହରଣ
Read More...

ଡ. ଆମ୍ବେଦକରଙ୍କ ବିଚାର ଏକ ରାଷ୍ଟ୍ରୀୟ ଚିନ୍ତନ ଶୀର୍ଷକ ଆଲୋଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଆମ୍ବେଦକର ବିଚାର ମଂଚ ତରଫରୁ ହୋଇଥିବା ଜିଲ୍ଲା ସ୍ତରୀୟ ଆମ୍ବେଦକର ଜୟନ୍ତୀରେ ଅର୍ଜୁନ ମୁଗ୍ରୀଙ୍କ ସଭାପତିତ୍ୱରେ ଏକ ଆଲୋଚନା “ଡ. ଆମ୍ବେଦକରଙ୍କ ବିଚାର ଏକ ରାଷ୍ଟ୍ରୀୟ ଚିନ୍ତନ”ରେ ମୁଖ୍ୟ ଅତିଥି ଅଚ୍ୟୁତ ବିଶ୍ୱାଳ (ପୂର୍ବତନ
Read More...

ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଯତୀଶ ଖମାରୀଙ୍କ ବିୟୋଗରେ ଶ୍ରଦ୍ଧାଂଜଳି ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଯତୀଶ ଖମାରୀଙ୍କ ବିୟୋଗରେ ଏକ ଶ୍ରଦ୍ଧାଂଜଳି ସଭା ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ହରିନାରାୟଣ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭା ପ୍ରାରମ୍ଭରେ ସ୍ୱର୍ଗତ ଯତୀଶଙ୍କ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୧୩୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୧୩୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଆଗଲପୁର ବ୍ଲକ ଉପରବାହାଲ ଗ୍ରା.ପ.ରୁ ଜଣେ, ବଲାଙ୍ଗିର ବ୍ଲକ ଚୁଡ଼ାପାଲି ଗ୍ରା.ପ.ରୁ ଜଣେ ଓ ତୁଷୁରାବାହାଲ ଗ୍ରା.ପ.ରୁ ୮ ଜଣ ଚିହ୍ନଟ ହୋଇଛନ୍ତି ।
Read More...

କୋଭିଡ଼୍‌ ସଂକ୍ରମଣ ଉଦ୍‌ବେଗଜନକ ସ୍ଥିତିରେ : ଶନିବାର ଠାରୁ ପୁଣି ରାତ୍ରି କାଳୀନ କର୍ଫ୍ୟୁ ଲାଗୁ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି । ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ସାରା ରାଜ୍ୟର ସହରାଞ୍ଚଳରେ
Read More...

ଶ୍ରୀ ମନ୍ଦିର ସମେତ ପ୍ରମୁଖ ଐତିହ୍ୟ ସ୍ଥଳ ଓ ସଂଗ୍ରହାଳୟଗୁଡ଼ିକୁ ମେ’ ୧୫ ପର୍ୟ୍ୟନ୍ତ ବନ୍ଦ ରଖିବାକୁ ସରକାରଙ୍କ…

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସମେତ କେନ୍ଦ୍ରୀୟ ସଂରକ୍ଷଣରେ ଥିବା ତଥା ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ) ଅଧୀନରେ ଆସୁଥିବା ସମସ୍ତ ଐତିହ୍ୟ ସ୍ଥଳ ଓ ସଂଗ୍ରହାଳୟ
Read More...

ସୁନ୍ଦରଗଡ଼ର ବାଲିସଂକରା ପଞ୍ଚାୟତକୁ ୭ ଦିନିଆ ଲକଡାଉନ ଘୋଷଣା

ସୁନ୍ଦରଗଡ : କରେନା ସଂକ୍ରମଣ ହୁ ହୁ ବଢିବାରେ ଲାଗିଲାଣି । ତେବେ ତାକୁ ଦୃ‌ଷ୍ଟିରେ ରଖି ସୁନ୍ଦରଗଡ଼ର ବାଲିସଂକରା ପଞ୍ଚାୟତକୁ ୭ ଦିନିଆ ଲକଡାଉନ ଘୋଷଣା କରିଛ‌ନ୍ତି ସରପଞ୍ଚ ବୋଲି ସୂଚନା ମିଳିଛି । ୧୬ ତାରିଖରୁ ୨୨ ତାରିଖ ପର୍ୟ୍ୟନ୍ତ ବନ୍ଦ ରହିବ । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ
Read More...
error: Content is protected !!