Daily Archives

ଭଗତପୁରରେ ବିଂଝାଲ ସମାଜ ବାର୍ଷିକ ସଭା : ଉଚ୍ଚ ଶିକ୍ଷା ସଙ୍ଗେ ଏକତା ହେଲେ ହିଁ ସମାଜ ଆଗକୁ ବଢ଼ିପାରିବ : ବିଧାୟକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପାଇକମାଳ ବ୍ଳକ ଅନ୍ତର୍ଗତ ଭଗତପୁର ଗ୍ରାମ ଭୋସାଗର ଆମ୍ବ ତୋଟା ଠାରେ ସର୍ବ ଭାରତୀୟ ବିଂଝାଲ ସମାଜର ବାର୍ଷିକ ମହାସଭା ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ସମାଜର ଇଷ୍ଟ ଦେବୀ ମାଁ ବିନ୍ଧ୍ୟ ବାସିନୀଙ୍କ ପୂଜାର୍ଚ୍ଚନା
Read More...

ମାସେ ତଳୁ ନିଖୋଜ ଯୁବକର ଗଳିତ ଶବ ଉଦ୍ଧାର ହେଲା ମହାନଦୀ ବାଲି ଭିତରୁ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ତାଳ ସରଡା ଗ୍ରାମ ପଞ୍ଚାୟତ କଙ୍କଲା ଗ୍ରାମରୁ ୧ ମାସରୁ ଅଧିକ ଦିନ ତଳେ ନିଖୋଜ ଥିବା ଗ୍ରାମର ବିମ୍ବାଧର ମହାକୁଡ (୩୦)ଙ୍କ ଶବ ଆଜି ଡମ୍ବରୁ ଗଡ଼ ଶ୍ମଶାନ ଘାଟ ମହାନଦୀ ବାଲିରୁ ବାଉଁଶୁଣୀ ପୋଲିସ୍ ଉଦ୍ଧାର କରିଛି । ମିଳିଥିବା ସୂଚନା
Read More...

ଶିଶୁ ଚିତ୍ରଶିଳ୍ପୀ ଲଳିତ ନାରାୟଣ ସ୍ୱାଇଁ ସମ୍ବର୍ଦ୍ଧିତ

କଟକ, (ଚକ୍ରବର୍ତ୍ତୀ ଓତା) : ୱେବ ଚେନାଲ ଉତ୍କଳ ନ୍ୟୁଜର ପ୍ରଥମ ସ୍ଵନକ୍ଷେତ୍ର ଦିବସ -୨୦୨୧ ଚୌଦ୍ୱାର ଗାନ୍ଧୀଛକ ପୌର ଟାଉନହଲ ଠାରେ ଅନୁଷ୍ଟିତ ହୋଇ ବିଭିନ୍ନ ପ୍ରତିଭାଙ୍କ ସହ ଚିତ୍ରକଳା ତଥା ଶିକ୍ଷା ଦିଗରେ ଅନନ୍ୟ କୃତିତ୍ୱର ସ୍ୱୀକୃତି ସ୍ୱରୂପ କଟକ ସଦର କନ୍ଦରପୁର ସରସ୍ୱତୀ ଶିଶୁ ବିଦ୍ୟା
Read More...

ନିଜଗଡ ତାପଙ୍ଗ ପଞ୍ଚାୟତ ଅନ୍ତର୍ଗତ ଅଣ୍ଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ଦୋଳ ମେଳଣ

ଖୋ‌ର୍ଦ୍ଧା : ଶ୍ରୀ ଶାଳେଶ୍ୱର ଦେବଙ୍କ ପଞ୍ଚୁ ଦୋଳ ମେଳଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମେଲଣ ୧୫୦ ବର୍ଷ ପୂର୍ବେ ଆରମ୍ଭ କରାଯାଇଥିଲା । ପଞ୍ଚୁ ଦୋଳରେ ଠାକୁର ଶ୍ରୀ ଶାଳେଶ୍ୱର ଦେବ ଥାନାପତି ହୁଅନ୍ତି ଶ୍ରୀ ଶାଳେଶ୍ୱର ଦେବ ଅଣ୍ଡା, ସ୍ଵପ୍ନେଶ୍ୱର ଦେବ ଅଣ୍ଡା ହରିପୁର, ମଦନ ମୋହନ ଦେବ
Read More...

ପୁସ୍ତକ ‘ସୂକ୍ଷ୍ମଦ୍ରଷ୍ଟା ଗଙ୍ଗାଧର’ ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପୂର୍ବାହ୍ନ ୧୦ ଘ‌ଣ୍ଟାରେ ସ୍ଥାନୀୟ ରାଜ ବୋଡାସମ୍ବର ହାଇସ୍କୁଲର ସମ୍ମିଳନୀ କକ୍ଷରେ, ଗୁରୁ ପ୍ରକାଶନୀ ଆନୁକୂଲ୍ୟରେ ଡାକ୍ତର ମାନଭଞ୍ଜନ ପ୍ରଧାନଙ୍କ ଆଲୋଚନା ପୁସ୍ତକ "ସୂକ୍ଷ୍ମଦ୍ରଷ୍ଟା ଗଙ୍ଗାଧର" ଉନ୍ମୋଚିତ ହୋଇଯାଇଛି । ଏଇ ଅବସରରେ ନାଟ୍ୟକାର ଅଶୋକ
Read More...

ମ୍ୟାଟ୍ରିକ ଟପ୍ପର୍‌ଙ୍କୁ ସମ୍ବର୍ଦ୍ଧନା

ଟିଟିଲାଗଡ, (ଗୌରବ ଦର୍ଜୀ) : ସରସ୍ୱତୀ ମେମୋରିଆଲ୍ ଟ୍ରଷ୍ଟ ପକ୍ଷରୁ ଟିଟିଲାଗଡ ସହରର ୧୦ଟି ହାଇସ୍କୁଲର ଗତ ୨୦୧୯ - ୨୦ ଶିକ୍ଷା ବର୍ଷରେ ମ୍ୟାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ପାଶ୍ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଟ୍ରଷ୍ଟର ପ୍ରତିଷ୍ଠାତା ଓ ମ୍ୟାନେଜିଂ
Read More...

ସରକାରୀ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ହାଇସ୍କୁଲ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘର ସଭାପତି ବିନୋଦ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଏକ ବୈଠକ ସ୍ଥାନୀୟ ବିଦ୍ୟାଭୂଷଣ ସଂସ୍କୃତ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସମସ୍ତ ବ୍ଲକର ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗଦେଇ
Read More...

ବଃ ବଃରେ ମହିଷାସୁର !

ବଡ଼ା ଉସତ୍‌ ହଉଛେ ମକାରୁ । ଗାଁ ମଝାଖୁଲି ଆଏଜ୍‌ "ମହିଷାସୁର ବଧ' ନାଟ୍‌ ହେବା । ତାକର୍‌ ବଖ୍‌ରିର୍‌ ଲୋକ୍‌ବାକ୍‌, ବହ ଭୁଆସେନ୍‌, ଛୁଆପୁତା ସଭେ ନାଟ୍‌ ମଣ୍ଡପ୍‌ ଚାର୍‌ହିକୁତି ଫଟା ବସ୍‌ତା, ଜରି ବସ୍‌ତା ପକେଇ କରି ଠାନ୍‌ ଆବ୍‌ରି ସାର୍‌ଲେନ' । ଆଖପାଖର୍‌ ପାଁଚ୍‌ ସାତ୍‌ ଖଁଡ଼୍‌
Read More...

୭ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାରୁ ସିଲ୍‌ ହେଲା ଏସ୍‌ବିଆଇ ମୁଖ୍ୟ କାର୍ୟ୍ୟାଳୟ

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ୭ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାରୁ ସିଲ୍‌ ହେଲା ଏସ୍‌ବିଆଇ ମୁଖ୍ୟ କାର୍ୟ୍ୟାଳୟ । ଆଗାମୀ ୨ ଦିନ ପାଇଁ ଏସ୍‌ବିଆଇ ମୁଖ୍ୟ କାର୍ୟ୍ୟାଳୟକୁ ସିଲ୍‌ କରାଯାଇଛି । ଏନେଇ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।
Read More...

କରୋନାରେ ସଂକ୍ରମିତ ହେଲେ ଗୋବିନ୍ଦା

ମୁମ୍ୱାଇ : ବଲିଉଡର ଜଣେ ଆଗ ଧାଡିର ଅଭିନେତା ଗୋବିନ୍ଦା କରୋନାରେ ସଂକ୍ରମିତ ହୋଇଛନ୍ତି । ଏହି ବିଷୟରେ ତା‌ଙ୍କ ପୁଅ ୟଶବର୍ଦ୍ଦନ ଅହୁଜା ମିଡିଆରେ ପ୍ରତିକ୍ରିୟା ରଖି କହିଛନ୍ତି, ତାଙ୍କ ବାପା କରୋନା ପରୀକ୍ଷା କରାଇଥିଲେ । ଆଉ ରିପୋର୍ଟ ପଜିଟିଭ୍ ଆସିଛି । ଏବେ ସେ ହୋମ୍
Read More...
error: Content is protected !!