Daily Archives

କୋଲକାତାକୁ ୩୮ ରନରେ ହରାଇ ହ୍ୟାଟ୍ରିକ ବିଜୟ ହାସଲ କଲା ବାଙ୍ଗାଲୋର

ଚେନ୍ନାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୧ର ଦଶମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରବିବାର କୋଲକାତା ନାଇଟ୍‌ ରାଇଡର୍ସକୁ ୩୮ ରନ୍‌ରେ ପରାସ୍ତ କରିଛି । ଏହି ବିଜୟ ସହିତ ବିରାଟ କୋହଲିଙ୍କ ଟିମ୍‌ ଚଳିତ ଆଇପିଏଲ୍‌ରେ କ୍ରମାଗତ ଭାବେ ୩ଟି ମ୍ୟାଚ୍‌ ଜିତି ପଏଣ୍ଟ
Read More...

କରୋନା ସଂକ୍ରମଣକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ନରସିଂହ : ସଂକ୍ରମଣ ରୋକିବା ଚେଷ୍ଟା ନକରି ପ୍ରଚାରରେ ବ୍ୟସ୍ତ…

କରୋନାକୁ ନେଇ ନିଜର ଉତ୍ତରଦାୟିତ୍ୱ ପାଳନ କରନ୍ତୁ ରାଜ୍ୟସରକାର-ନରସିଂହବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ସଂକ୍ରମଣକୁ ନେଇ କେନ୍ଦ୍ରର ମୋଦୀ ସରକାରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ସେ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ
Read More...

ସୋରଡା ସ୍ଥିତ ବୃଦ୍ଧଲିଙ୍ଗେ‌ଶ୍ୱର କାମ୍ୟଦଣ୍ଡ ଓ ବରାଡି-ଅଗ୍ନିଦଣ୍ଡ ପକ୍ଷରୁ ମେଲଣ ସମାବେଶ ଓ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସୋରଡା ସ୍ଥିତ ଶ୍ରୀ ଶ୍ରୀ ବୃଦ୍ଧଲିଙ୍ଗେ‌ଶ୍ୱର କାମ୍ୟଦଣ୍ଡ ତଥା ବରାଡି ଅଗ୍ନିଦଣ୍ଡ ସାରୁଆ ସାହି ସ୍ଥିତ ଶ୍ରୀଶ୍ରୀ ରଘୁନାଥ ଜୀଉ ମନ୍ଦିର ପ୍ରାଙ୍ଗଣରେ ଦଣ୍ଡଯାତ୍ରାର ଶେଷ ସମାରୋହ ଦିବସରେ ହରିହର ମିଳନ ଉତ୍ସବ ଆନନ୍ଦ-ଉଲ୍ଲାସର ସହ
Read More...

ଅବସର ପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲର ଅବସର ପ୍ରାପ୍ତ ଶିକ୍ଷକ ବିଶ୍ଵନାଥ ସାହୁ‌ଙ୍କ ଗତ ଶନିବାର ରାତି ୨ ଟାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହେଉଥିଲା । ଏହି ଅଞ୍ଚଳର ଜଣାଶୁଣା ଶିକ୍ଷକ ତଥା ଛାତ୍ର ବତ୍ସଳ ଶିକ୍ଷକ ଭାବରେ ଖ୍ୟାତି ଅର୍ଜ୍ଜନ କରି ଥିଲେ ।
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୭୯ : ବଲାଙ୍ଗିର ପୌରାଂଚଳରେ ୩୪, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନ ଆକ୍ରାନ୍ତଙ୍କ ସଂଖାଁ ୭୯ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୩୪ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଆଗଲପୁର ବ୍ଲକ ବୁଦୁଲା ଗ୍ରା.ପ.ରୁ ଜଣେ, ବଲାଙ୍ଗିର ବ୍ଲକ ଚୁଡ଼ାପାଲି ଓ ତୁଷୁରାବାହାଲ ଗ୍ରା.ପ.ରୁ
Read More...

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ଆଉ ୨ ଲକ୍ଷ କୋଭିସିଲ୍ଡ ଟୀକା

ଭୁବନେ‌ଶ୍ୱର, (ସୁଶା‌ନ୍ତ ସାହୁ) : ରାଜ୍ୟରେ ଟୀକାର ଅଭାବ ନେଇ ଅନେକ ସ୍ଥାନରେ ଟୀକାକରଣ ବନ୍ଦ ହୋଇଥିବା ବେଳେ ଆଜି ରାଜ୍ୟକୁ ଆଉ ୨ ଲକ୍ଷ କୋଭିସିଲ୍ଡ ଟିକା ପହଂଚିଥିବା ନେଇ ସୂଚନା ମିଳିଛି । ତେବେ ଏହି ଟୀକା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି । ପରେ ଏହାକୁ ରାଜ୍ୟର ବିଭିନ୍ନ ଜିଲ୍ଲାର
Read More...

ସଂଗ୍ରାମୀ ଆଦିବାସୀ ନେତାଙ୍କୁ ହରାଇ କାନ୍ଦୁଛି ମାଟି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଜମିଦାର ତଥା ପୂର୍ବତନ ବିଧାୟକ ସ୍ବର୍ଗତ ରମେଶ ଚନ୍ଦ୍ର ସିଂ ଭୋଇଙ୍କ ବଡ଼ ପୁଅ ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ ସଭାପତି ବ୍ରଜକିଶୋର ସିଂ ଭୋଇଙ୍କ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ
Read More...

ଗୁର୍ଜି ମାଝି‌ଙ୍କୁ କେବେ ମିଳିବ ବିଧବା ଭତ୍ତା ?

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ଗ୍ରା.ପ. ଅନ୍ତର୍ଗତ ଲର୍କି ଗାଁର ଗରିବ ତଥା ନିରୀହ ଗୁର୍ଜି ମାଝି ଦୀର୍ଘ ୫ ବର୍ଷ ହେବ ଗୁହାରି କରୁଥିଲେ ସୁଦ୍ଧା ତା‌ଙ୍କୁ ବିଧବା ଭ‌ତ୍ତା ମିଳୁ ନଥିବା ଅଭିଯୋଗ କରିଛ‌ନ୍ତି । ସ୍ଵାମୀ ରାମଦାସ ମାଝି ଗତ ତା:୦୪-୦୮-୨୦୧୬ ପେଟ ରୋଗରେ ପଡ଼ି ଝାଡ଼ା,
Read More...

ଚାଇନା ତାଇୱାନ ଉପରେ ଆକ୍ରମଣ କରିପାରେ : ଅଷ୍ଟ୍ରେଲିଆ ଭୟଙ୍କର ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କଲା

ବେଜିଂ : ଆସନ୍ତା ୫ ବର୍ଷ ମଧ୍ୟରେ ତାଇୱାନ ଉପରେ ଚୀନ୍‌ର ଆକ୍ରମଣକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ସେନା ଡ୍ରାଗନ୍‌ ସହ ଯୁଦ୍ଧ ପାଇଁ ପ୍ରସ୍ତୁତି ବଢ଼ାଇଛି । ସୂଚନାନୁସାରେ, ଅଷ୍ଟ୍ରେଲିଆ ସେନା ଚୀନ୍ ସହିତ ଯୁଦ୍ଧ ପାଇଁ ରଣନୀତି ଆପଣେଇଛି । ସେନା ଅଧିକାରୀମାନେ ପରିସ୍ଥିତି ପାଇଁ ନିଜକୁ
Read More...

କରୋନା ସଂକ୍ରମଣକୁ ଦୃ‌ଷ୍ଟିରେ ରଖି ପଶ୍ଚିମବଙ୍ଗରେ ରାଲି ବାତିଲ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଦେଶରେ ନଛୋଡ଼ବ‌ନ୍ଧା ଭାବେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗରେ ହେବାକୁଥିବା ନିଜର ସବୁ ରାଲି ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାହୁଲ ଗାନ୍ଧୀ ଅନ୍ୟ ସମସ୍ତ ରାଜନେତାଙ୍କୁ ମଧ୍ୟ ନିଜ ନିର୍ବାଚନୀ ରାଲି
Read More...
error: Content is protected !!