Daily Archives

ସେବକଙ୍କ ପୁସ୍ତକ ଦ୍ୱୟ ଲୋକାର୍ପଣ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ମହାବୀର ଧର୍ମଶାଳାରେ ଲେଖକ ସେବକ ଚରଣ ଦାସଙ୍କ ଦୁଇଟି ପୁସ୍ତକ ଉନ୍ମୋଚନ ହୋଇଛି । ଅବସରପ୍ରାପ୍ତ ଶିକ୍ଷକ ସେବକ ଚରଣ ଦାସଙ୍କ ଆତ୍ମଜୀବନୀ "ସମୟର ବେଳାଭୂମି " ଏବଂ ଅନ୍ୟଏକ ଇଂରାଜୀ କବିତା ପୁସ୍ତକ " ଡ଼ାଇମଣ୍ଡ ପିଟେଲସ " ଦୁଇଟି ପୁସ୍ତକର
Read More...

ଅଣ୍ଡା ଗ୍ରାମରେ ଆର‌ମ୍ଭ ହେଲା ଦଣ୍ଡ ଯାତ୍ରା ଅନୁଷ୍ଠିତ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ଜିଲ୍ଲାର ଅଣ୍ଡା ଗ୍ରାମରେ ଦଣ୍ଡ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଞ୍ଚଟି ଗ୍ରାମର ମଣିମା ଭଗବାନ ଦଣ୍ଡାୟନମାନ ଥିଲେ ସର୍ବେପ୍ରଥେମେ ଅଣ୍ଡା ଗ୍ରାମର ହିରନ୍ୟ ଗର୍ଭସ୍ୟ ଶ୍ରୀ ଶାଳେଶ୍ୱର ଦେବ ଥାନାପତି ହୋଇଥିବା ସହିତ ତା ପଛକୁ ହଳଦିଆପଡ଼ା
Read More...

କରୋନା ମୁକାବିଲା ନେଇ ଜରୁରୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରାଞ୍ଚଳ ତଥା ଆଖପାଖ ଅଂଚଳରେ କରୋନା ସଂକ୍ରମିତ ଦିନ କୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏହାର ସଠିକ ମୁକାବିଲା କରିବା ପାଇଁ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତା ଉପଜିଲ୍ଲାପାଳ ପରିସର ରେ ଥିବା ସଭାଗୃହ ଠାରେ
Read More...

ଶହୀଦ ଯବାନଙ୍କ ସ୍ମୃତିରେ ରକ୍ତଦାନ ଶିବିର

ଲୋଇସିଂହା, (କେପିଏନ୍‌ଏସ୍‌) : ଛତିଶଗଡ଼ ବିଜାପୁର ଠାରେ ନକ୍ସଲ ଆକ୍ରମଣରେ ଶହୀଦ ହୋଇଥିବା ଯବାନ ମାନଙ୍କ ବଲା‌ଙ୍ଗିର ଜିଲ୍ଲା ଲୋଇସିଂହା ଷ୍ଟାଡିୟମ ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବଣିକ ସଙ୍ଘ, ସୈନିକ ସଙ୍ଘ, ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଓ ସଂକଳ୍ପ
Read More...

ପ୍ରଭାକର ରଥ ଜନ୍ମ ଶତବାର୍ଷିକୀରେ ପଣ୍ଡିତ କବିରାଜ ନାରାୟଣ ମିଶ୍ର ସ୍ମୃତି ସ୍ମାରକୀ ବକ୍ତୃତା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ପ୍ରଭାକର ରଥ ସ୍ମୃତି ସମିତି ତରଫରୁ ବିଶିଷ୍ଟ କବିରାଜ ପଣ୍ଡିତ ନାରାୟଣ ମିଶ୍ରଙ୍କ ସ୍ମୃତି ସ୍ମାରକୀ ବକ୍ତୃତା ଆଇନଜୀବୀ ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
Read More...

ମନମୁଣ୍ଡାରେ ବର୍ଜ୍ୟବସ୍ତୁ ପରିଚାଳନା ସଭା

ବୌଦ୍ଧ, (ମମତା ମହାକୁର) : ଆଜି ମନମୁଣ୍ଡା ପଂଚାୟତ କାର୍ୟ୍ୟାଳୟ ପରିସର ସଭାଗୃହରେ ବର୍ଜ୍ୟବସ୍ତୁ ପରିଚାଳନା ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଡି ଏସ ସି ଆର୍ତ୍ତତ୍ରନ ପାଢ଼ୀ, ସରୋଜ କୁମାର ପାଢୀ, ମାଷ୍ଟର ଟ୍ରେନର ରଞ୍ଜନ ପାତ୍ର, ସ୍ୱେଚ୍ଛାଗ୍ରାହୀ ବିଭୁତିଭୂଷଣ ମହଲା, ମନମୁଣ୍ଡା
Read More...

ଦଣ୍ଡ ନୃତ୍ୟ ମାଧ୍ୟମରେ କରୋନା ସଚେତନତା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କରୋନା ପାଇଁ ସମସ୍ତେ ଚିନ୍ତିତ । କିଭଳି କରୋନାକୁ ମୁକାବିଲା କରାଯାଇପାରିବ ସେ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ବନ୍ଦୋବସ୍ତ କରିବା ସହ ସଚେତନତା ଜାରି ରଖିଛନ୍ତି । ତଥାପି କରୋନା ସଂକ୍ରମଣ ସଂଖ୍ୟା ବଢ଼ିଚାଲିଛି । ଏହା ଭିତରେ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଛାତ୍ର ଗଣ୍ଡୋଗୋଳ ପଛରେ ଛାତ୍ର କଂଗ୍ରେସର ସଂମ୍ପୃକ୍ତି ରହିଥିବା ଅଭିଯୋଗ କଲା ବିଜେଡି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛାତ୍ର ଗଣ୍ଡଗୋଳ ଘଟଣାରେ ଏବେ ରାଜନୀତି ପଶିଛି । ଏହି ଘଟଣାରେ ଛାତ୍ର କଂଗ୍ରେସର ସଂମ୍ପୃକ୍ତି ଥିବା ନେଇ ସମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଛାତ୍ର ବିଜେଡି ଅଭିଯୋଗ କରିଛି । ଅନ୍ୟ ପକ୍ଷରେ ଭିଡିଓରେ ମାଡ ମାରୁଥିବା ଦୁଇ ମୁଖ୍ୟ
Read More...

ସାଗୁନଭାଡିରେ ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭାର ସମ୍ମିଳନୀ : ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଯାଦବମାନେ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ମୁଣ୍ଡପଦର ପଂଚାୟତ ସାଗୁନଭାଡି ଗ୍ରାମର ଆମ୍ବତୋଟା ଠାରେ ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭାର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଚଣ୍ଡୀ ସମଲେଇଙ୍କୁ ପୂଜାର୍ଚ୍ଚନା କରାଯିବା ପରେ
Read More...

ସିନ୍ଧେକେଲାରେ କେଶହରୀୟା ହିନ୍ଦୁ ବାହିନୀର ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଶିବ ମନ୍ଦିର ପ୍ରାଙ୍ଗଣରେ କେଶରୀୟା ହିନ୍ଦୁ ବାହିନୀର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେଶରୀୟା ହିନ୍ଦୁ ବାହିନୀର ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ନୌରାଜ ରଣାଙ୍କ ସଭାପତିତ୍ୱରେ
Read More...
error: Content is protected !!