pr

ସିନ୍ଧେକେଲାରେ କେଶହରୀୟା ହିନ୍ଦୁ ବାହିନୀର ବୈଠକ

dr. purohit

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଶିବ ମନ୍ଦିର ପ୍ରାଙ୍ଗଣରେ କେଶରୀୟା ହିନ୍ଦୁ ବାହିନୀର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେଶରୀୟା ହିନ୍ଦୁ ବାହିନୀର ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ନୌରାଜ ରଣାଙ୍କ ସଭାପତିତ୍ୱରେ ଏଥିରେ ବହୁ ସଦସ୍ୟମାନେ ସାମିଲ ହୋଇ ଓଡିଆ ନବବର୍ଷ, ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ କିପରି ଭାବେ କୋଭିଡ-୧୯କୁ ସମ୍ମାନ ଜଣାଇ ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯିବା ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏଥିରେ ହେମନ୍ତ ସାହୁ, ଦେବେନ୍ଦ୍ର କୁମାର ସାହୁ, କାହ୍ନା ପଣ୍ଡା, ରବି ତ୍ରିପାଠୀ, ମଣ୍ଟୁ ଦାସ, ରାଜା ନାଗ, ପପୁନ୍‌ ପୃଷ୍ଟି, ଯୁବରାଜ ବାଗ, ଦୁଷ୍ମନ୍ତ ରଣା, ଲମ୍ବୁ ସାହୁ, ମାନସ ସାହୁ, ରାକେଶ ସାହୁ, ସୁମିତ ତାଣ୍ଡି, ନରେନ୍‌ ଥପା, କାହ୍ନୁ ଦାସ, କାହ୍ନା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.