Daily Archives

ସାକ୍ଷରତାର ମୂଳଦୁଆ ମଜବୁତ କରିବା ପାଇଁ ଯୁବଗୋଷ୍ଠୀଙ୍କ ମଧ୍ୟରେ ପଠନ ଅଭ୍ୟାସ ଜାରୀ ରଖିବାକୁ ପଡିବ : ଉପରାଷ୍ଟ୍ରପତି

• ପିଲାମାନଙ୍କ ପାଇଁ ଲେଖକମାନେ ଅଧିକ ପୁସ୍ତକ ରଚନା କରିବା ଉଚିତ:ଉପରାଷ୍ଟ୍ରପତି• ପ୍ରଶାସନ, ବିଚାର ବିଭାଗ ଓ ଶିକ୍ଷା କ୍ଷେତ୍ରରେ ଅଧିକରୁ ଅଧିକ ସ୍ଥାନୀୟ ଭାଷାର ପ୍ରୟୋଗ ପାଇଁ ଉପରାଷ୍ଟ୍ରପତି ଶ୍ରୀ ନାଇଡୁଙ୍କ ଆହ୍ୱାନ• ସାରଳା ଦାସଙ୍କ ଓଡିଆ ମହାଭାରତ ସରଳ ଓ କଥିତ ଭାଷାରେ ରଚିତ:
Read More...

ସଦାବେଳେ ମା’, ମାତୃଭାଷା, ମାତୃଭୂମି ଓ ନିଜ ଜନ୍ମସ୍ଥାନକୁ ସ୍ମରଣ ରଖ : ଉପ ରାଷ୍ଟ୍ରପତି

• ବିଚାରାଳୟ ଓ ପ୍ରଶାସନରେ ମାତୃଭାଷାର ବହୁଳ ପ୍ରସାର ନିମନ୍ତେ ଉପ ରାଷ୍ଟ୍ରପତିଙ୍କ ଆହ୍ୱାନ• ସମାଜର ସଫଳ ବ୍ୟକ୍ତିମାନେ ନିଜ ଜନ୍ମସ୍ଥାନ ପାଇଁ କାର୍ୟ୍ୟ କରିବା ଉପରେ ଉପ ରାଷ୍ଟ୍ରପତିଙ୍କ ଗୁରୁତ୍ୱାରୋପ• ‘ନୀଳିମା ରାଣୀ- ମୋ ମା’, ମୋ ହୀରୋ’କୁ ଉନ୍ମୋଚନ କଲେ ଉପ ରାଷ୍ଟ୍ରପତି ଶ୍ରୀ ଏମ
Read More...

ଶ୍ରୀରାମଚନ୍ଦ୍ରପୁର ଗ୍ରାମକୁ ପଞ୍ଚତାରକା ଡାକ ଗ୍ରାମ ମାନ୍ୟତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୁରୁବାର ପବିତ୍ର ଉତ୍କଳ ଦିବସ ଅବସରରେ ବ୍ରହ୍ମପୁର ଡାକ ମଣ୍ଡଳ ଅଧୀନସ୍ଥ ଛତ୍ରପୁର ଉପ ଡାକମଣ୍ଡଳ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମକୁ ଡାକ ବିଭାଗ ପକ୍ଷରୁ ପଞ୍ଚତାରକା ଡାକ ଗ୍ରାମ ଭାବେ ମାନ୍ୟତା ପ୍ରଦାନ କରାଯାଇଛି । ଏହି ଅବସରରେ ଗ୍ରାମରେ
Read More...

ନାବାଳିକା‌ଙ୍କ ଅନିଚ୍ଛା ସତ୍ୱେ ବିବାହ : ପୁଣି ୮ ମାସ ପରେ ଯୌତୁକ ନିର୍ଯ୍ୟାତନା ଦେଇ ଘରକୁ ତଡ଼ି ଦେଲେ : ନ୍ୟାୟ ପାଇଁ…

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପ୍ରଥମେ ନାବାଳିକାଙ୍କୁ ଏକ ତରଫା ପ୍ରେମ ନିବେଦନ । ନାବାଳିକା ଜଣକ ପ୍ରତ୍ୟାଖ୍ୟାନ କରିବା ପରେ ନାବାଳିକାଙ୍କୁ ଧମକ ଚମକ ଦେଇ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା । ନଚେତ ନାବାଳିକା ଜଣକୁ ଜୀବନରେ ମାରି ଦେବି ବୋଲି ଧମକ ଦେଇଥିଲା ମୁଖ୍ୟ
Read More...

ସାମାଜସେବୀରୁ ନାୟିକା ସଞ୍ଜନା

ସଇଁନ୍ତଲା, (ଅଜିତ କୁମାର ସାହୁ) : ସବୁ ମଣିଷର ମନରେ ଅନେକ ସ୍ଵପ୍ନ ଥାଏ । ଯଦି ସେହି ସ୍ୱପ୍ନ ଧୀରେ ଧୀରେ ସଫଳ ହୁଏ, ତେବେ ଖୁସିର ଜୁଆର ଛୁଟେ । ତେବେ ଆମେ ଏଭଳି ଏକ ଉଦାହରଣ ସୃଷ୍ଟି କରିଥିବା ଜଣେ ସମାଜସେବୀରୁ ଏବେ ବିଭିନ୍ନ କୋଶଲୀ ଫିଲ୍ମରେ ଅଭିନୟ କରୁଥିବା ନାୟିକା ସଞ୍ଜନା ଛତ୍ରିଆଙ୍କ
Read More...

ଦହିତାରେ ବିଜେପି ମଣ୍ତଳ କାର୍ଯ୍ୟକାରିଣୀ ସମାବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଦହିତାରେ ମଣ୍ତଳ ସ୍ତରୀୟ ବିଜେପି କାର୍ଯ୍ୟକାରିଣୀ ସମାବେଶ ମଣ୍ତଳ ସଭାପତି କେତନ ମେହେରଙ୍କର ସଭାପତି‌ତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବରେ ବରଗଡ ସାଂସଦ ସୁରେଶ ପୂଜାରୀ, ସମ୍ମାନିତ ଅତିଥି ଭାବରେ ପୂର୍ବତନ ବିଧାୟକ
Read More...

୧୪ ଗ୍ରାମର ବ୍ରାଉନ ସୁଗାର ଜବତ : ଜଣେ ଗିରଫ

ଭଦ୍ରକ : ଦିନକୁ ଦିନ ବ୍ରାଉନ ସୁଗାର କାରବାର ବଢି ବଢି ଚାଲିଥିବା ବେଳେ ଆଜି ପୁଣି ଭଦ୍ରକ ଟାଉନ ଥାନା ପୁଲିସ ମୋଟେଲ ଛକ ଠାରୁ ୧୪ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଯୁବକ‌ଙ୍କ ଠାରୁ ୨ଟି ମୋବାଇଲ, ଗୋଟିଏ ବାଇକ ଜବତ କରିଛି । ଗିରଫ ହୋଇଥିବା ଯୁବକ
Read More...

କୋରାପୁଟରେ ଓଡିଶା ଦିବସ ପାଳିତ

କୋରାପୁଟ, (କେପିଏନ୍‌ଏସ୍‌) : କୋରାପୁଟ ଜିଲ୍ଲାର ଉପାନ୍ତ ଅଞ୍ଚଳ କୋଟିଆ ଗ୍ରାମ ପଞ୍ଚାୟତରେ ଓଡିଶା ଦିବସ ପାଳନ ହୋଇଛି । ଏହି କାର୍ୟ୍ୟକ୍ରମରେ ପଟ୍ଟାଙ୍ଗୀ ବିଧାୟକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, କୋରାପୁଟ ଉପ ଜିଲ୍ଲାପାଳ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଏବଂ
Read More...

ଓସିଏ ଭିଜନ ୨୦୨୪ : ନବକିଶୋର କ୍ଳବ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଗାନ୍ଧି ଷ୍ଟାଡିୟମଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ ସୁପରଲିଗ୍‌ କ୍ରିକେଟ ପ୍ରତିଯୋଗିତାରେ ନବକିଶୋର କ୍ଳବ ବିଜୟୀ ହୋଇଛି । ଆଜିର ପ୍ରତିଯୋଗିତା ନବକିଶୋର କ୍ଳବ ଓ ପାଟଣାଗଡ କ୍ରିକେଟ କ୍ଳବ ଦଳ ମଧ୍ୟରେ ଅନୁଷ୍ଠିତ
Read More...

କୋଭିଡ଼ ଅବ୍‌ଜାର୍‌ଭର୍‌ଙ୍କ ବଲାଙ୍ଗିର ଗସ୍ତ : କୋଭିଡ଼ ସ୍ଥିତି ସମୀକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ବଲାଙ୍ଗିର ଜିଲ୍ଲା ଦାୟି‌ତ୍ୱରେ ଥିବା କୋଭିଡ଼ ଅବ୍‌ଜାର୍‌ଭର୍‌ ତଥା ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ (ଆଇଏଏସ୍‌) ବଲାଙ୍ଗିର ଗସ୍ତରେ ଆସି ଭୀମ ଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ ପ୍ରଶାସନିକ ଭବନ ଠାରେ
Read More...
error: Content is protected !!