Daily Archives

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଦ୍ୟାଳୟ ବାଳିକା ହାଇସ୍କୁଲକୁ ମନ୍ତ୍ରୀ ଟୁକୁନୀଙ୍କ ପରିଦର୍ଶନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ସ୍ଥାନୀୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଦ୍ୟାଳୟ ବାଳିକା ହାଇସ୍କୁଲକୁ ଆଜି ଉତ୍କଳ ଦିବସ ଅବସରରେ ଓଡ଼ିଶା ମହିଳା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନୀ ସାହୁ ଉକ୍ତ ସ୍କୁଲକୁ ପରିଦର୍ଶନ କରିଛନ୍ତି
Read More...

ବଲାଙ୍ଗିରରେ ଏପ୍ରିଲ ୧କୁ କଳା ଦିବସ ଭାବେ ପାଳନ କଲା କୋସଲ ରାଜ୍ୟ ସମନ୍ୱୟ ସମିତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି କୋସଲ ରାଜ୍ୟ ସମନ୍ୱୟ ସମିତି, ବଲାଙ୍ଗିର ଶାଖା ତରଫରୁ କଳାଦିନ ରୂପେ ଆଜି ଦିନକୁ ଜୋରଦାର ରୂପେ ପାଳନ କରାଯାଇଛି । ଏଥିରେ ବଲାଙ୍ଗିରର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନର ସଭ୍ୟମାନେ ଯୋଗ ଦେଇଥିଲେ । ସ୍ଥାନୀୟ ଜିଲ୍ଲାପାଳ ଅଫିସ ସମ୍ମୁଖରେ ରାଜ୍ୟ
Read More...

ପାରେଶ୍ୱର ମହାଲିଙ୍ଗଙ୍କ ଜନ୍ମ ଶତ ବାର୍ଷିକୀରେ ସହଜ ମାନସାଙ୍କ ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦ୍ୟ ପୂର୍ବାହ୍ନରେ ଲିଟିରାରୀ ଏଣ୍ଡ ସୋସିଆଲ କ୍ଲବ ସଭା କକ୍ଷରେ ପୂଜ୍ୟପୂଜା ସେବା ସଂଗଠନ ଓ ପାରେଶ୍ୱର ମହାଲିଙ୍ଗ ଜନ୍ମ ଶତ ବାର୍ଷିକୀ ସମିତି ତରଫରୁ ଆୟୋଜିତ ସମାରୋହରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ସ୍ୱର୍ଗତ ପାରେଶ୍ୱର ମହାଲିଙ୍ଗଙ୍କ ସହଜ
Read More...

କ୍ରୀଡା, ପର୍ଯ୍ୟଟନ, ଜଳାଶୟ ତଥା ପୋଖରୀ ପାଇଁ ଅନୁଦାନ ମାଗିଲେ ନରସିଂହ

ପୃଥ୍ୱୀରାଜ ହାଇସ୍କୁଲ ଷ୍ଟାଡିୟମ ପାଇଁ ଅଧିକ ଅନୁଦାନ ଦରକାରବଲାଙ୍ଗିର ଓ ଦେଓଗାଁ ବ୍ଲକ ପାଇଁ ଦାବି କଲେ ଦୁଇଟି ଲେଖାଏଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଧାନସଭାର ବଜେଟ ଅଧିବେଶନ ଚାଲିଥିବା ସମୟରେ ମାନ୍ୟବର ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ
Read More...

ସୁବର୍ଣ୍ଣପୁର ପୋଲିସ ବିଭାଗ ପକ୍ଷରୁ ୮୬ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ଆଜି ୮୬ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ସ୍ଥାନୀୟ ରିଜର୍ଭ ପୋଲିସ ପଡିଆଠାରେ ଆୟୋଜିତ କାର୍ୟ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ସୀତାରାମ ଶତପଥୀ ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପ୍ୟାରେଡ ରେ ଅଭିବାଦନ
Read More...

ବୌଦ୍ଧରେ ଶିକ୍ଷକ ନେଲେ କୋରନା ଟୀକା

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲାରେ ଆଜି ବିଭିନ୍ନ ସ୍ୱାସ୍ତ୍ୟକେନ୍ଦ୍ରରେ ଆଜି ୪୫ ବର୍ଷରୁ ଅଧିକ ବୟସର ଶିକ୍ଷକମାନେ କୋରନା ଟୀକା ନେଇଛନ୍ତି । ଜିଲ୍ଲାର ତିନୋଟି ବ୍ଲକ ହରଭଙ୍ଗା, ବୌଦ୍ଧ, କଣ୍ଟାମାଲର ଶିକ୍ଷକ/ଶିକ୍ଷୟତ୍ରୀମାନେ ନେଲା ପରେ ଖୁସି ବ୍ୟକ୍ତ କରିଛନ୍ତି ।
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୧୦ ନୂଆ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୪ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୨, ୩, ୧୧ ଓ ୧୫ରୁ ଜଣେ ଲେଖାଏଁ, ବଲାଙ୍ଗିର ବ୍ଲକ ବରକାନୀ ଗ୍ରା.ପ.ରୁ
Read More...

ଜରାସିଂହା ପଞ୍ଚାୟତରେ ଲାଗିଛି ଫଳକ : ସୂଚନା ନାହିଁ

ଦେଓଗାଁ, (ମନୀଷ କୁମାର ସାହୁ) : ପଞ୍ଚାୟତ କାର୍ୟ୍ୟାଳୟ ନିକଟରେ ଲଗାଯାଇଥାଏ ସାଇନ୍ ବୋର୍ଡ । ଯାହାକୁ ଦେଖି ହିତାଧିକାରୀ ଓ ଅନ୍ୟମାନେ ଜାଣିପାରିବେ ଯେ, ତାଙ୍କ ପଞ୍ଚାୟତରେ ଅଗ୍ରାଧିକାର ପରିବାର, ଅନେ୍‌ନ୍ତାଦୟ ପରିବାର, ଅନ୍ନପୂର୍ଣ୍ଣା ହିତାଧିକାରୀମାନେ କେତେ ପରିବାର ଅଛନ୍ତି, ତାଙ୍କ
Read More...

୬ଦଫା ଦାବୀ ନେଇ ଗୌଡଗୋଠର ବୁଦ୍ଧିଜୀବୀଙ୍କ ପକ୍ଷରୁ ଆମରଣ ଅନଶନ

ଦେଓଗାଁ, (ମନୀଷ କୁମାର ସାହୁ) : ଗୌଡଗୋଠ ଗାଁରେ ଥିବା ୪ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ 'କ' ଓ 'ଘ' କେନ୍ଦ୍ରର କୋଠା ନିର୍ମାଣ କରାଯାଉ । ଗୌଡଗୋଠ ଆୟୁର୍ବେଦିକ ଚିକିତ୍ସାଳୟରେ ସ୍ଥାୟୀ ଡାକ୍ତର ନିଯୁକ୍ତି କରାଯାଉ । ମୋ ଉପଚାରି ବଗିଚାରେ କାମ କରିଥିବା ମହିଳାଙ୍କ ବକେୟା ପାଉଣା ପ୍ରଦାନ
Read More...

ବନ୍ଧପଡା ହାଇସ୍କୁଲର କନିଷ୍ଠ କିରାଣୀ ଉପେନ୍ଦ୍ର ବାଗଙ୍କ ଅବସର ଗ୍ରହଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବନ୍ଧପଡ଼ା ହାଇସ୍କୁଲର କନିଷ୍ଠ କିରାଣୀ ଉପେନ୍ଦ୍ର ବାଗଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ହାଇସ୍କୁଲର ପ୍ରଧାନ ଶିକ୍ଷକ ଜିତେନ୍ଦ୍ରିୟ ପ୍ରଧାନଙ୍କ ସଭାପତି‌ତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ୟ୍ୟକ୍ରମରେ
Read More...
error: Content is protected !!