ls

ବୌଦ୍ଧରେ ଶିକ୍ଷକ ନେଲେ କୋରନା ଟୀକା

2020

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲାରେ ଆଜି ବିଭିନ୍ନ ସ୍ୱାସ୍ତ୍ୟକେନ୍ଦ୍ରରେ ଆଜି ୪୫ ବର୍ଷରୁ ଅଧିକ ବୟସର ଶିକ୍ଷକମାନେ କୋରନା ଟୀକା ନେଇଛନ୍ତି । ଜିଲ୍ଲାର ତିନୋଟି ବ୍ଲକ ହରଭଙ୍ଗା, ବୌଦ୍ଧ, କଣ୍ଟାମାଲର ଶିକ୍ଷକ/ଶିକ୍ଷୟତ୍ରୀମାନେ ନେଲା ପରେ ଖୁସି ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.