Daily Archives

ମା’ ସମଲେଇ ବିକାଶ ଯୋଜନା ଅନ୍ତର୍ଗତ ଥଇଥାନ ଓ ପୁନର୍ବାସ ପ୍ୟାକେଜକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମା' ସମଲେଇ ବିକାଶ ଯୋଜନା ଅନ୍ତର୍ଗତ ଥଇଥାନ ଓ ପୁନର୍ବାସ ପ୍ୟାକେଜକୁ ଅନୁମୋଦନ କରିଛନ୍ତି । ଏଥିରେ ଉଭୟ ସରକାରୀ ଓ ବେସରକାରୀ ଜମିରେ ଘର ବା ଦୋକାନ କରିଥିବା ଲୋକଙ୍କ ପାଇଁ ସଂପୂର୍ଣ୍ଣ ଥଇଥାନ
Read More...

ସାବଧନ : ଏଣିକି ମାସ୍କ୍ ପରିଧାନ ନକଲେ ୫ ହଜାର ଟଙ୍କା ପର୍ଯ୍ୟ‌ନ୍ତ ଜରିମାନା

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ଏଣିକି ସର୍ବସାଧାରଣ ସ୍ଥାନରେ ମାସ୍କ୍ ପରିଧାନ କରି ନଥିବା ଖିଲାଫକାରୀଙ୍କ ଠାରୁ ୧ମ ଓ ୨ୟ ଥର ପର୍ୟ୍ୟନ୍ତ ଏକ ହଜାର ଟଙ୍କା ବଦଳରେ "ଦୁଇ ହଜାର ଟଙ୍କା" ଜରିମାନା ଆଦାୟ କରାଯିବ ଏବଂ ଏହାପରଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ । ଏନେଇ ଆଜି ରାଜ୍ୟ
Read More...

ଡକ୍ଟର ହରେକୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ ଓଡିଶା ଇତିହାସର ହିନ୍ଦୀ ସଂସ୍କରଣ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

● ଉତ୍କଳ କେଶରୀଙ୍କ ମହାନ ଅବଦାନର ସ୍ମୃତିଚାରଣ କଲେ ପ୍ରଧାନମନ୍ତ୍ରୀ● ସ୍ୱାଧୀନତା ସଂଗ୍ରାମରେ ଓଡିଶାର ଅବଦାନ ପ୍ରତି ସମ୍ମାନ ପ୍ରଦର୍ଶନ କଲେ● ଓଡିଶାର ଇତିହାସ ସମଗ୍ର ଭାରତବର୍ଷର ଐତିହାସିକ ଶକ୍ତିକୁ ପ୍ରତିନିଧିତ୍ୱ କରେ –ପ୍ରଧାନମନ୍ତ୍ରୀ ନୂଆଦି‌ଲ୍ଲୀ, (ପିଆଇବି) : ଉତ୍କଳ କେଶରୀ
Read More...

ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଓଷ୍ଟା ଶିକ୍ଷକ ଭବନ ପରିସରରେ ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ୨୦୦୬ ମସିହା ପୂର୍ବରୁ ଅବସର ନେଇଥିବା ଅବସରପ୍ରାପ୍ତ ଶିକ୍ଷକ ଓ
Read More...

ଜିଲ୍ଲାରେ ବଢ଼ି ଚାଲିଛି କରୋନା ସଂକ୍ରମଣ : ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣର ‌ଦ୍ୱିତୀୟ ଲହର ପ୍ରତି ଦିନ ବଢିବାରେ ଲାଗିଛି । ଗତ ତିନିଦିନ ମଧ୍ୟରେ ଜିଲ୍ଲାରେ ସଂକ୍ରମଣଙ୍କ ସଂଖ୍ୟା ୧୮୫ ଜଣ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୭ ତାରିଖରେ ସଂକ୍ରମଣ ୪୮ ଥିବା ବେଳେ ୮ ତାରିଖରେ
Read More...

୫୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଲା, ଉଦଘାଟିତ ହେଲା ପଶ୍ଚିମ ଓଡିଶାର ସର୍ବ ବୃହତ ରେଲୱେ ଓଭର୍‌ ବ୍ରିଜ : ଭିଡ଼ିଓ…

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଦୀର୍ଘ ଅର୍ଦ୍ଧ ଶତାବ୍‌ଦୀ ଧରି ଚାତକ ପରି ଅନେଇ ବସିଥିବା ଟିଟିଲାଗଡ଼ବାସୀଙ୍କ ସ୍ଵପ୍ନ ବାସ୍ତବିକ ରୂପ ନେଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ସଫରେସିଂ ମାଧ୍ୟମରେ ରେଳ ଓଭର ବ୍ରିଜକୁ ସର୍ବ ସାଧାରଣଙ୍କ ପାଇଁ ଲୋକାର୍ପିତ କରିଛନ୍ତି ।
Read More...

କର୍କଟ ରୋଗୀଙ୍କୁ ଚିକିତ୍ସା ସହାୟତା ଦେଲା ଲୋଇସିଂହା ମାହେ‌ଶ୍ୱରୀ ସଂଗଠନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଆଗଲପୁର ବ୍ଳକ ବୁରୋଭାଡି ଗାଁର ଶୁକ୍ର୍ରୁ ପ୍ରଧାନ(୪୫) ଦୁରାରୋଗ୍ୟ କର୍କଟ ବ୍ୟାଧିରେ ପୀଡିତ ଥିଲେ । ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା କରି ନ ପାରି ଘରେ ପଡି ରହିଥିଲେ । ଶୁକ୍ରୁଙ୍କ ବିଷୟରେ ଖବର ପାଇ ଲୋଇସିଂହା ମାହେ‌ଶ୍ୱରୀ ସଂଗଠନ ତାଙ୍କ
Read More...

ଅଜ୍ଞାତ ବ୍ୟକ୍ତିର ଛୁରା ମାଡ଼ରେ ବାପା ପୁଅ ଆହତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ସନ୍ଧ୍ୟା ୬ଟା ସମୟରେ ଟିଟିଲାଗଡ କଲେଜ ଛକ ନିକଟରେ ଜଣେ ବ୍ୟକ୍ତିଙ୍କ ଘରକୁ ପଶି ଏକ ଦୁର୍ବୃତ୍ତ ଗୋଟିଏ ପରିବାର ଉପରେ ଅତର୍କିତ ଆକ୍ରମଣ କରିଛି । ଟିଟିଲାଗଡ ଡି ଏ ଭି କଲେଜ ଛକ ନିକଟରେ ରହୁଥିବା ଧରଣୀଧର ବେହେରା ନାମକ ଏକ ଶିକ୍ଷକଙ୍କ ଘରକୁ ପଶି ତାଙ୍କ
Read More...

ଆଜିଠୁ ରାୟପୁର ଲକ୍‌ଡାଉନ : ଜିଲ୍ଲାରୁ ଅତ୍ୟାବଶ୍ୟକ ସାମଗ୍ରୀ ଉଭାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସଦର ମହକୁମା ସମେତ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳର ବ୍ୟବସାୟିକ ପ୍ରତିଷ୍ଠାନଗୁଡିକରୁ ରାୟପୁର ବଜାରରୁ ଆସୁଥିବା ସାମଗ୍ରୀ ଆଜି ସଂଧ୍ୟାରୁ ଉଭାନ ହୋଇଗଲାଣି । ଅପରପକ୍ଷରେ ଲୋକେ ଦର ବୃଦ୍ଧି ଭୟରେ ବିଶେଷ କରି ତେଜରାତି ସାମଗ୍ରୀ କିଣି ନେଉଥିବା
Read More...

ବରଗଡରେ ସରକାରୀ କୋଭିଡ଼ ହସ୍ପିଟାଲ ଖୋଲିବା ଦାବୀରେ ଧାରଣା

ବରଗଡ଼, (ନିରୋଜ କୁମାର ପାଣୀ) : ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବରଗଡ଼ରେ ବଢ଼ି ଚାଲିଥିବା ବେଳେ ଗତକାଲି ୮୪ଟି କେସ୍ ସାମ୍ନାକୁ ଆସିଥିଲା । ହେଲେ ସରକାରୀ କୋଭିଡ଼ ହସ୍ପିଟାଲ ବନ୍ଦ ହୋଇଥିବାରୁ ରୋଗୀଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହୋଇଛି । ବାଧ୍ୟ ହୋଇ ପ୍ରାଇଭେଟ ହସ୍ପିଟାଲକୁ ଯାଇ
Read More...
error: Content is protected !!