Daily Archives

ମହୁଲ କ୍ରୟ ଓ ବିକ୍ରୟକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଦାବୀପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହୁଲ ଫୁଲ ସଂଗ୍ରହ ପଶ୍ଚିମ ଓଡିଶାର ଜୀବନ ଜୀବିକା ନିର୍ବାହ କରୁଥିବା ଚାଷୀ ଅଟେ । ସମଗ୍ର ପଦ୍ମପୁର ଅଞ୍ଚଳର ବସବାସ କରୁଥିବା ଛୋଟରୁ ବଡ ଅନେକ ଲୋକ ମହୁଲ ଫୁଲ, ଫଳ ସଂଗ୍ରହ କରିଥାନ୍ତି । ବିଶେଷ କରି ଚାଷୀର ଜମିରେ ଏହି ସଂଗ୍ରହ ହୁଏ । ବିନା ଦ୍ୱିଧାରେ
Read More...

ବିପ୍ଲବୀ ସଚ୍ଚା ଦୀନବନ୍ଧୁ ବାବୁ ଅମର ରହେ

ଭୁବନେ‌ଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଚାଲି ଆସିଥିବା ଦୁର୍ନୀତି ଓ ୧୧ ଗୋଟି ଅନ୍ୟାୟ ବିରୋଧରେ ନିର୍ଭିକ ଓ ନିଷ୍ଠାପର ଭାବେ ଦୀର୍ଘ ୨୭ ବର୍ଷ ନିରବିଛିନ୍ନ ଭାବେ ସଂଗ୍ରାମ କରି ଆସି ତା ୨୧ / ୪ / ୨୦୨୧ ରିଖରେ ଅଭିମାନରେ ଆତ୍ମଦାହ କରିଦେଲେ, ପ୍ରଚଣ୍ଡ
Read More...

ଅଚିହ୍ନା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର : ଶବ ବୋହିଲେ ପୁଲିସ୍‍ କର୍ମଚାରୀ ଓ ଆମ୍ବୁଲନ୍ସ ଚାଳକ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ ପଞ୍ଚାୟତ ଅନ୍ତର୍ଗତ ତେଲିମୁଣ୍ଡା ଛକଠାରୁ ସେସ୍କାଯୋଡି ଗ୍ରାମ ରାସ୍ତାପାର୍ଶ୍ବରେ ଥିବା ପାଟଖଣ୍ଡା ପାହାଡର ଏକ ଆମ୍ବ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର କରିଛି ଫିରିଙ୍ଗିଆ
Read More...

ବଲାଙ୍ଗିର ବିଧାୟକ ନରସିଂହଙ୍କ ଆଶୁ ଆରୋଗ୍ୟ କାମନା କଲେ ଯୁବନେତା ଅର୍କେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି କରୋନା ପଜେଟିଭ୍‌ ଚିହ୍ନଟ ହେବା ପରେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବିଜେଡ଼ି ଯୁବନେତା ଅର୍କେଶ ନାରାୟଣ ସିଂହଦେଓ । ଟ୍ୱିଟର ମାଧ୍ୟମରେ ସେ ଏହି ବାର୍ତ୍ତା ପ୍ରଦାନ କରିଛନ୍ତି ।
Read More...

ଛତ୍ରପୁରରେ ଆଷ୍ଟ୍ରୋଲୋଜି ହବ୍ କେନ୍ଦ୍ର ଉଦଘାଟିତ

ବ୍ରହ୍ମପୁର, (କେ.ସତ୍ୟ ନାରାୟଣ ରେଡ୍ଡୀ) : ଛତ୍ରପୁର ସହରର କୋର୍ଟ ଷ୍ଟେସନ ସାହିରେ ଆଷ୍ଟ୍ରୋ-ହବ ତଥା ଜ୍ୟୋତିଷ ଗବେଷଣା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଯୁବ ଜ୍ୟୋତିର୍ବିଦ ଦୀପକ କୁମାର ଦାଶଙ୍କ ପରିଚାଳିତ ଏହି କେନ୍ଦ୍ରକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ
Read More...

ଡାଳୁଆ ଧାନ ଚାଷ କରି ବିକ୍ରି କରିବାରୁ ବଞ୍ଚିତ ହେବେ ୪୧ଜଣ ଚାଷୀ : ତୁରନ୍ତ ପଞ୍ଜିକରଣ କରିବାକୁ ଜିଲ୍ଲାପାଳଙ୍କ ଠାରେ…

ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ୨୦ ବର୍ଷ ହେଲା ଡାଳୁଆ ଧାନ ଚାଷ କରୁଛୁଁ । ଡାଳୁଆ ଧାନ ଚାଷ ବାବଦରେ ପ୍ରତି ବର୍ଷ ବିଦ୍ୟୁତ ବିଲ ପଇଠ କରୁଛୁଁ ହେଲେ ପ୍ରତି ବର୍ଷ ପରି ଚଳିତ ବର୍ଷ ଧାନ ଚାଷ କରିଥିଲେ ମଧ୍ୟ ପେକ୍ସ କର୍ତ୍ତୃପକ୍ଷ ଡାଳୁଆ ଧାନ କିଣିବା ପାଇଁ ପଞ୍ଚିକୃତ କରୁ ନାହାନ୍ତି ।
Read More...

ଗାଇସିଲେଟ ବ୍ଲକ ସାଂସଦ ପ୍ରତିନିଧି ଭାବେ ଆଇନଜୀବୀ ପ୍ରବୀଣ ପାଣିଗ୍ରାହୀ ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ସାଂସଦ ପ୍ରତିନିଧି ଭାବରେ ଆଇନଜୀବୀ ପ୍ରବୀଣ କୁମାର ପାଣିଗ୍ରାହୀଙ୍କୁ ସାଂସଦ ସୁରେଶ ପୂଜାରୀ ମନୋନୀତ କରିଛନ୍ତି । ଏ ସଂକ୍ରାନ୍ତରେ ଚିଠି ସାଂସଦଙ୍କ କାର୍ୟ୍ୟାଳୟରୁ ବିଡିଓ ଗାଇସିଲେଟଂକୁ ଦିଆଯାଇଛି । ସେ
Read More...

କରୋନା ଉପରେ ବିଶେଷଜ୍ଞଙ୍କ ଆଲୋଚନା : ରେମ୍‌ଡିସିଭିର ‘ରାମବାଣ’ ନୁହେଁ, ଯଦି ଲକ୍ଷଣ ଦେଖାଯାଏ, ତେବେ…

ନୂଆଦି‌ଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏଥି ସହିତ, ଆଜି ସନ୍ଧ୍ୟାରେ ଡାକ୍ତରୀ ବିଶେଷଜ୍ଞଙ୍କ ‌ଦ୍ୱାରା ଏହି ମହାମାରୀ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ଏବଂ ଲୋକମାନେ କେଉଁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ, ତାହା
Read More...

ଟୀକା ନେବା ପରେ ବି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କରୋନା ପଜିଟିଭ୍

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଜି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଆଜି ପୁର୍ବହ୍ନରେ ବଲାଙ୍ଗିର ସ୍ଥିତ ବାସଭବନରେ ସେ ନିଜର କରୋନା ପରୀକ୍ଷା କରାଇଥିଲେ । ସେଥିରେ ତାଙ୍କର ନମୁନା ପୋଜିଟିଭ ଥିବା ଜଣାଯାଇଛି ।
Read More...
error: Content is protected !!