Daily Archives

ବାବା ସାହେବଙ୍କ ୧୩୦ ତମ ଜନ୍ମ ଉତ୍ସବ ଓ ଆବାହାକ ମଣ୍ତଳୀ ସମିକ୍ଷା ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ମୁଣ୍ଢେଲା ଗ୍ରାମରେ ପାଇକମାଲ ବ୍ଲକ ସ୍ତରୀୟ ଲକ୍ଷେଘର ଗଣ୍ଡା ସମାଜ ସଂପାଦକ ଶ୍ରୀ ଦେବାର ଛତରଙ୍କ ଆହ୍ୱାନ କ୍ରମେ ବାବା ସାହେବଙ୍କ ୧୩୦ ତମ ଜନ୍ମ ଉତ୍ସବ ଓ ଆବାହାକ ମଣ୍ତଳୀ ସମିକ୍ଷା ବୈଠକ ଉକ୍ସୋ ଦୀପଙ୍କ ସଭାପତି‌ତ୍ୱରେ ଅନୁଷ୍ଠିତ
Read More...

ଲରମ୍ଭା ମହାବିଦ୍ୟାଳୟରେ ଏବିଭିପିର ନୂତନ କ୍ୟାମ୍ପସ କମିଟି ଗଠିତ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବରଗଡ ଜିଲ୍ଲା ତରଫରୁ ଲରମ୍ଭା ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଯିବା ସହ ନୂତନ କ୍ୟାମ୍ପସ କମିଟି ଗଠନ କରାଯାଇଥିଲା । ଯେଉଁଥିରେ ସଭାପତି ଭାବରେ ରୋନକ ଅଗ୍ରୱାଲ,
Read More...

ରାଜସ୍ଥାନ ଆଗରେ ୧୪୮ ରନର ଟାର୍ଗେଟ ରଖିଲା ଦିଲ୍ଲୀ

ମୁମ୍ବାଇ : ସ୍ଥାନୀୟ ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୧ର ୭ମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସ ଆଗରେ ୧୪୮ ରନର ବିଜୟ ଲକ୍ଷ୍ୟ ରଖିଛି । ଆଜି ରାଜସ୍ଥାନ ଟସ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ମାତ୍ର ଦିଲ୍ଲୀର ପ୍ରାରମ୍ଭିକ
Read More...

ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଖେଦା ପାଲିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଏକ ଅତ୍ୟାଧୁନିକ ୧୦୮ର ଆମ୍ବୁଲାନ୍ସକୁ ରାଜ୍ୟସଭା ସଭ୍ୟ ପ୍ରସନ୍ନ ଆଚାର୍ୟ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସାପ୍ସସଦ ପାଣ୍ଠିରୁ ପ୍ରଦତ୍ତ ଏହି ଆମ୍ବୁଲାନ୍ସରେ ୨ଟି ଅକ୍ସିଜେନ, ଇସିଜି ମେସିନ ସହ
Read More...

ଆଜି ବୌଦ୍ଧ ଜିଲ୍ଲାରେ ୧୦ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ, (ମମତା ମହାକୁର) : ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ନୂତନ ୧୦ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୨ରେ
Read More...

ବିଚାରୀ ତୁଲସୀ କାଲସାଏଙ୍କ ପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଖୁର୍ସେଲ ପଞ୍ଚାୟତ ଇନ୍ଦୁପୁର ଗ୍ରାମର ବାସି‌ନ୍ଦା ତୁଲସୀ କାଲସାଏ ଓ ତାଙ୍କ ଝିଅ ଗାଁ ମଝିରେ ରହ‌ନ୍ତି । ମାଁ ଝୀଅ ଦୁହେଁ ମାନସିକ ଭାରସାମ୍ୟ ହରାଇ ଥିବା ଲୋକେ ପ୍ରକାଶ କରିଛନ୍ତି । ତୁଲସୀଙ୍କ ପୁଅ ବାହାର ରାଜ୍ୟକୁ କାମ କରି ଯାଇଥିବା
Read More...

ଶିଳ୍ପଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିଳ୍ପଦ୍ୟୋଗୀ ବିକାଶ ପ୍ରତିଷ୍ଠାନ ଏବଂ ରିଲାଏନ୍ସ୍‌ ଏଜୁକେଶନ କମ୍ପେ୍ଲକ୍ସ୍‌ ଆନୁକୁଲ୍ୟରେ ସ୍ଥାନୀୟ ଯାଦବ ଭବନ ଠାରେ ଏକ ଶିଳ୍ପଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶିକ୍ଷିତ ବେକାର ଯୁବକ
Read More...

ଜୀବନ କୌଶଳ ଏବଂ କୈଶୋର ସ୍ୱାସ୍ଥ୍ୟ ତାଲିମ ଶିବିର ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : ସ୍ଵେଚ୍ଛାସେବୀ ଅନୁଷ୍ଠାନ ୱାଇସିଡିଏ ବାଉଁଶୁଣି ପକ୍ଷରୁ ତା ୧୨ରୁ ୧୪ ରିଖ ପଯ୍ୟନ୍ତ ତ୍ରି-ଦିବସୀୟ ପିଅର ଏଜୁକେଟରମାନଙ୍କ ନିମନ୍ତେ ଜୀବନ କୌଶଳ ଏବଂ କିଶୋରୀ, କୈଶୋର ‌ସ୍ୱାସ୍ଥ୍ୟ ଶିକ୍ଷା ତାଲିମ କାର୍ୟ୍ୟକ୍ରମ ନାରାୟଣ ପ୍ରସାଦ ପଞ୍ଚାୟତର ସଦାନନ୍ଦ ଉଚ୍ଚ
Read More...

ଡ଼ଃ. ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳିିତ ଅବସରରେ ପ୍ରତିମୂର୍ତ୍ତି ସ୍ଥାପନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସହର ମୁଖ୍ୟ ରାସ୍ତା ଧୂମାଭଟା ଛକ ଠାରେ ଉପଖଣ୍ଡସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜର ଆନୁକୂଲ୍ୟରେ ବାବା ସାହେବ ଡ଼ଃ. ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଡ଼. ଭିମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପିତ କରାଇଯାଥିଲା । ଏଥିରେ
Read More...

କରୋନାରେ ପୁଣି ଗଡ଼ିଲା ମୁଣ୍ଡ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନାର ଦ୍ବିତୀୟ ଲହରୀ ତାର କାୟା ବିସ୍ତାର କରିଚାଲିଥିବା ବେଳେ ଅଧିକ ଚିନ୍ତା ବଢ଼ାଇଛି ଗତ ୩ ଦିନରେ ବରଗଡ଼ ସହରରେ ଥିବା ଏକ ଘରୋଇ ଚିକତ୍ସାଲୟରେ ପାଞ୍ଚ ଜଣ କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିବା
Read More...
error: Content is protected !!