ମହିମା ଆଶ୍ରମର ସୁପରିଚାଳନା ପାଇଁ କର୍ମକର୍ତ୍ତା ନିର୍ବାଚନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମ ପଂଚାୟତରେ ଆଧ୍ୟାମିକ ବାତାବରଣ ଜାଗ୍ରତ କରିବା ପାଇଁ ସାଧୁ ଗିରିଜା ଶଙ୍କର ଦାଶଙ୍କ ଅକ୍ଲାନ୍ତ ପରିଶ୍ରମ ତଥା ଅଂଚଳର ଅଗଣିତ ଭକ୍ତଙ୍କ ପ୍ରଚେଷ୍ଟାରେ ୨୦୦୯ ମସିହାରେ ଅନେକ ଆଲୋଚନା ପରେ ପଲସାନୀ ଗ୍ରାମର!-->…
Read More...
Read More...