pakka

ନଳକୂପର ପୁନଃ ଉଦ୍ଧାର କାର୍ଯ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ କଂସର ଗ୍ରାମ ପଞ୍ଚାୟତ ସଂପିଆ ଗ୍ରାମର ଏକ ନଳକୂପ ଅଚଳ ଅବସ୍ଥାରେ ପଡି ରହିଥିଲା । ଏହାର ପୁନଃ ଉଦ୍ଧାର ପାଇଁ ବିଭିନ୍ନ ଗଣମାଧ୍ୟମରେ ଖବର ପରିବେଷଣ ହୋଇଥିଲା । ଏ ବିଷୟରେ ମୁଖ୍ୟମନ୍ତ୍ରୀ, ବରଗଡ଼ ଜିଲ୍ଲାପାଳଙ୍କୁ ଟ୍ବିଟ ମାଧ୍ୟମରେ ସମାଜସେବୀ ଯୁଧିଷ୍ଠିର ବାରିକ ଅଭିଯୋଗ କରିବାରୁ ଆଜି ତାହାର ପୁନରୁଦ୍ଧାର କାର୍ୟ୍ୟ କରାଯାଉଛି ।

Leave A Reply

Your email address will not be published.

5 + six =