ବୁଢାରଜା କୄଷକ ବିକାଶ ମଞ୍ଚ ପକ୍ଷରୁ କୄଷି ଆଇନକୁ ବିରୋଧ : ଆନ୍ଦୋଳନ ପାଇଁ ଚେତାବନୀ
ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାରଙ୍କ ତୃଟିପୂର୍ଣ୍ଣ କୃଷକ ବିରୋଧୀ ଆଇନ ବିରୋଧରେ ଚାଷୀମାନେ ଆନ୍ଦୋଳନତ୍ମକ ପଦକ୍ଷେପ ନେବା ପାଇଁ ମେଳି ହେଉଛନ୍ତି । ସାରା ଭାରତରେ ଅଧ୍ୟାଦେଶ ବିରୋଧରେ ଚାଷୀ ସଂଗଠନ ମାନେ ଆନ୍ଦୋଳନ ପାଇଁ ମୁଣ୍ଡ ଟେକୁଛନ୍ତି । ପଦ୍ମପୁର ଉପଖଣ୍ଡରେ ଗାଇସିଲାଟ!-->…
Read More...
Read More...