ଅଦିନିଆ ବର୍ଷାରେ ଧାନ କଟା ବେଳକୁ ଗଜା
ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ଲଘୁଚାପ ଜନିତ ଅଦିନିଆ ବର୍ଷା ଫଳରେ ଚାଷୀଙ୍କ ଅବସ୍ଥା ବେହାଲ ହୋଇଯାଇଛି । ପାଇକମାଲ ନିକଟସ୍ଥ ହୀରାପୁର ଗ୍ରାମର ଅନନ୍ତ ପ୍ରଧାନ ଜଣେ ସାଧାରଣ ଚାଷୀ ଅଟନ୍ତି । ଚାଷ ଉପରେ ଭରସା ରଖି ଧାନ ଗଣ୍ଡିଏ ଭଲ ଅମଳ ହେବ ବୋଲି ଅନେକ ଆଶା ବାନ୍ଧିଥିଲେ । କିନ୍ତୁ!-->…
Read More...
Read More...