Browsing Tag

padmapur news

ସଲଡିହ ଡଙ୍ଗରପଡାରେ ବିଜୁଳି ସଂଯୋଗ ହୋଇ ପାରିଲା ନାହିଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଝାରବନ୍ଦ ବ୍ଲକ ସଲଡିହ ଗ୍ରାମ ଡଙ୍ଗରପଡା ଠାରେ ଆଜି ପର୍ୟ୍ୟନ୍ତ ବିଜୁଳି ସଂଯୋଗ ହୋଇ ପାରିଲା ନାହିଁ । ସୂଚନା ଯୋଗ୍ୟ ଯେ ସଲଡିହ ଡଙ୍ଗରପଡା ଏକ ଉପାନ୍ତ ଅଞ୍ଚଳ । ଡଙ୍ଗରପଡାରେ ୩ଟି ପରିବାର ବସବାସ କରନ୍ତି, ସଲଡିହ ଗ୍ରାମର କିଛି ଦୂରରେ…
Read More...

ଉଦୟନାଥ ଫର୍ଣ୍ଣିଚର୍‌ର ୧୧ତମ ଲକି ଡ୍ର ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ କରାଯାଇଥିବା ମାସିକ ଯୋଜନାର ୧୧ତମ ଲକି ଡ୍ର ଉଠାଣ ହୋଇଯାଇଛି । ଏଥର ଲକି ଡ୍ର' ର ବିଜେତା ହେଉଛନ୍ତି ଅତାବିରାର ରଞ୍ଜନ ବେହେରା । ଏହି ଉଠାଣ ସମୟରେ ରୋହିତ କୁମାର ପଟ୍ଟନାୟକ,…
Read More...

ଜୁଆ ଖେଳ ଚଢାଉ : ୩ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଜଗଦଲପୁର ଥାନା ବାଦୀକଟା ଗ୍ରାମରେ ଚାଲିଥିବା ତାସ ଜୁଆଖେଳ ଉପରେ ପୋଲିସ ଚଢାଉ କରି ୩ ଜଣ ଖେଳାଳୀଙ୍‌ଙ୍କୁ ଗିରଫ କରିଛି । ଘଟଣା କ୍ରମରୁ ଜଣାଯାଏ ଯେ, ବାଦୀକଟା ଗ୍ରାମର ମୁରଳୀ ଖମାରୀ, ଲୋକନାଥ(ଅମୃତ) ସାହୁ, ଭଗବାନ ବେହେରା ଏକ ନିଛାଟିଆ…
Read More...

ଅଜଣା ରୋଗ ପୋକରେ ଧାନ ଫସଲ ନଷ୍ଟ ଯୋଗୁଁ କ୍ଷତି ପୂରଣ ସହାୟତା ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ କୋନାବୁଦା ଗ୍ରାମର ଚାଷୀ ମାନେ ପାଇକମାଲ ବ୍ଲକ କୃଷି ଅଧିକାରୀ ଓ ପାଇକମାଲ ତହସିଲଦାରଙ୍କ ନିକଟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ର ଅନୁସାରେ ପଦ୍ମପୁର ଅଞ୍ଚଳ ଏକ ଅଣ ଜଳସେଚିତ ଅଞ୍ଚଳ ଅଟେ । ଚିର ମରୁଡିରେ…
Read More...

ପ୍ରତିଶ୍ରୁତି ପରେ ଟେମରୀ ଗ୍ରାମର ଶ୍ରମିକ ଧାରଣା ପ୍ରତ୍ୟାହାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅଧୀନସ୍ଥ ଟେମରୀ ଗ୍ରାମ ପଞ୍ଚାୟତର ଟେମରୀ ଗ୍ରାମର ଶ୍ରମିକମାନେ ଆଜିକୁ ଦୁଇଦିନ ହେଲା ପଞ୍ଚାୟତ କାର୍ୟ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ । ପ୍ରଶାସନର ପ୍ରତିଶ୍ରୁତି ପରେ ଗଣଧାରଣାରୁ ଉଠିବାର ଖବର ଜଣାପଡିଛି । ସୂଚନା…
Read More...

ଦୟାନିଧି ମିଶ୍ର ସାହିତ୍ୟ ସମ୍ମାନରେ ସାହିତ୍ୟିକ ତଥା ଶିକ୍ଷକ ସମ୍ମାନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ତୁଲଣ୍ଡିଠାରେ ଅବସ୍ଥିତ ଗୋପବନ୍ଧୁ ସାହିତ୍ୟ ସଂସଦ ଦ୍ୱାରା ଗୋପବନ୍ଧୁ ଜୟନ୍ତୀ ଅବସରରେ ଆୟୋଜିତ ଦର୍ପଣ ମହୋତ୍ସବରେ ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରେମାନନ୍ଦ ବେହେରାଙ୍କୁ ସାହିତ୍ୟ ସାଧନା ପାଇଁ 'ଦୟାନିଧି…
Read More...

ବୁଢାରଜା କୄଷକ ବିକାଶ ମଞ୍ଚ ପକ୍ଷରୁ କୄଷି ଆଇନକୁ ବିରୋଧ : ଆନ୍ଦୋଳନ ପାଇଁ ଚେତାବନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାରଙ୍କ ତୃଟିପୂର୍ଣ୍ଣ କୃଷକ ବିରୋଧୀ ଆଇନ ବିରୋଧରେ ଚାଷୀମାନେ ଆନ୍ଦୋଳନତ୍ମକ ପଦକ୍ଷେପ ନେବା ପାଇଁ ମେଳି ହେଉଛନ୍ତି । ସାରା ଭାରତରେ ଅଧ୍ୟାଦେଶ ବିରୋଧରେ ଚାଷୀ ସଂଗଠନ ମାନେ ଆନ୍ଦୋଳନ ପାଇଁ ମୁଣ୍ଡ ଟେକୁଛନ୍ତି । ପଦ୍ମପୁର ଉପଖଣ୍ଡରେ ଗାଇସିଲାଟ…
Read More...

କେନ୍ଦୁ ପତ୍ର ତୋଳାଳୀଙ୍କ ଦ୍ଵାରା କେନ୍ଦୁଲିଫ୍‌ ଅଫିସ ଘେରାଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପାଖଣ୍ଡ ଅଞ୍ଚଳର ବହୁ ଲୋକେ ଗାଁ ନିକଟରେ ଥିବା ଜଙ୍ଗଲରୁ କେନ୍ଦୁ ପତ୍ର ସଂଗ୍ରହ କରି ତୋଳାଳି ଓ ବନ୍ଧଲିର କାମ କରିଥାନ୍ତି । ଏମାନଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ବୀମା, ବୃତ୍‌ତ୍ତି ଆଦି ସହାୟତାର ବ୍ୟବସ୍ଥା କରିଥିଲେ ମଧ୍ୟ…
Read More...

ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ପଦ୍ମପୁର ଗସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଉତ୍ତରାଞ୍ଚଳ ରାଜସ୍ୱ କମିଶନର ନିରଞ୍ଜନ ସାହୁ ଆଜି ଦିନିକିଆ ପଦ୍ମପୁର ଉପଖଣ୍ତ ଗ୍ରସ୍ତରେ ଆସି ପାଇକମାଲ ଏବଂ ଝାରବନ୍ଦ ଗସ୍ତ କରି କ୍ଷେତ୍ର ପରିଦର୍ଶନ ସହିତ ବିଭିନ୍ନ କାର୍ୟ୍ୟକ୍ରମର ସମୀକ୍ଷା କରିଛନ୍ତି । ପାଇକମାଲ ଗ୍ରସ୍ତ ସମୟରେ ରାଜସ୍ୱ କମିଶନର…
Read More...

ନବ ନିର୍ମିତ ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଶକ୍ତି ଗ୍ରାମରେ ନୂତନ ଅଙ୍ଗନବାଡି କେନ୍ଦ୍ରକୁ ସରପଞ୍ଚ ଶ୍ରୀମତୀ ଧନମତି ପାଣ୍ତେ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି । ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଉଦଘାଟନୀ କାର୍ୟ୍ୟକ୍ରମରେ ସାମାଜିକ ଦୂରତା ଅବଲମ୍‌ମ୍ବନ ସହ…
Read More...