Browsing Tag

padmapur news

ପଦ୍ମପୁର ଉପଖଣ୍ଡରେ ଗାନ୍ଧୀ ଜୟନ୍ତୀ ପାଳନ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ଉପଖଣ୍ଡର ପାଇକମାଲ ସ୍ଥିତ ଯମୁନା କନ୍ଦୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜି ଗାନ୍ଧୀ ଜୟନ୍ତୀ ପାଳନ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ବରିଷ୍ଠ ସଂଗ୍ରାମୀ କୀର୍ତ୍ତନ ଦାଉ ଯୋଗ ଦେଇ ମହାତ୍ମା ଗାନ୍ଧୀଙ୍କ ଫଟୋ
Read More...

ପଦ୍ମପୁରରେ ଗାନ୍ଧୀ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ସଦର ମହକୁମା ଠାରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇ ଯାଇଅଛି । ଏହି ଉପଲକ୍ଷେ ଉପଖଣ୍ତ ପ୍ରଶାସନ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ପଦ୍ମପୁର ସହର ମଧ୍ୟରେ ଥିବା ମହାତ୍ମା ଗାନ୍ଧୀ, ଲାଲ ବାହାଦୂର ଶାସ୍ତ୍ରୀ ତଥା ଅନ୍ୟାନ୍ୟ
Read More...

ଗାନ୍ଧୀ ବିଚାରଧାରାରେ ହିଁ ଆତ୍ମନିର୍ଭରଶୀଳ ଭାରତ ନିର୍ମାଣ ସମ୍ଭବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗାନ୍ଧୀ ବିଚାର ଧାରାରେ ଆତ୍ମନିର୍ଭରଶୀଳ ଭାରତ ନିର୍ମାଣ ସମ୍ଭବ ବୋଲି ଆଜି ନୃସିଂହନାଥ ଗାନ୍ଧୀ ସ୍ମୃତି ପୀଠ ଠାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଦ୍ୱାରା ଆହୁତ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ବିଭିନ୍ନ ବକ୍ତାମାନେ ମତ ପୋଷଣ କରିଥିଲେ । ଇଂରେଜ
Read More...

ସମ୍ବଲପୁରୀ ଲିପିର ପ୍ରଚାର ଓ ପ୍ରସାର ଦିଗରେ ଉଦ୍ୟମ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପଦ୍ମପୁର ସହରରୁ ଅନତି ଦୂରରେ ଥିବା ବୁବୁଡାରୁ କେଇବର୍ଷ ହେଲା କେତେକ ଉତ୍ସାହିତ କବି ମାନଙ୍କ ପ୍ରଚେଷ୍ଟାରେ ବାଟ୍ କଢ଼ୁଆଲ ନାମକ ଏକ କଳାପଟା ସୃଷ୍ଟି ହୋଇଥିଲା । ଗ୍ରାମର ଉଦୟମାନ ଯୁବକବି ସୁରେନ୍ଦ୍ର ମେହେର ମୁଖ୍ୟସଂପାଦକ ଥିବାବେଳେ ସଂପାଦକ
Read More...

ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ବିବାଦ : ଅନୁମୋଦିତ ସ୍ଥାନରେ ନିର୍ମାଣ ପାଇଁ ଉପଜିଲ୍ଲାପାଳଙ୍କ ତାଗିଦ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ଝିଟିକି ଗ୍ରାମ ପଞ୍ଚାୟତର ଝିଟିକି ଗ୍ରାମର ଜାମୁଣ୍ତା ପଡାରେ ଏକ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ପାଇଁ ଅର୍ଥ ଅନୁମୋଦିତ ହୋଇଥିଲା । ଯେଉଁ ସ୍ଥାନରେ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ହେବା କଥା ସେଠାରେ ନିର୍ମାଣ ନ କରି ବସ୍ତି
Read More...

ସଂକଳ୍ପ ପରିବାର ସାହାଯ୍ୟରେ ଟ୍ରାଇ ସାଇକେଲ ପାଇଲେ ଦିବ୍ୟାଙ୍ଗ ଯୁବକ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଅନ୍ତର୍ଗତ ତେନ୍ତଲା ଗ୍ରାମର ଦିବ୍ୟାଙ୍ଗ ଯୁବକ ଗଜାନନ ରାଉତଙ୍କ ମୁଣ୍ଡରେ ପରିବାର ବୋଝ । ଘରେ ବୃଦ୍ଧା ମାବାପା ଛଡା ଆଉ କେହି ନାହାନ୍ତି । ଏକ ମାତ୍ର ଭଉଣୀ, ବାହାଘର ସରିଯାଇଛି । ବର୍ତମାନ ପରିଣତ ବୟସରେ ବାପା ଚନ୍ଦ୍ରଭାନୁ ରାଉତ ରୋଗାକ୍ରାନ୍ତ
Read More...

ସ୍ୱର୍ଗତ ରାଧେଶ୍ୟାମ ପୁରୋହିତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସାଂସଦ ସୁରେଶ ପୂଜାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ପିତା ତଥା ପାଇକମାଲର ବହୁ ପ୍ରତିଷ୍ଠିତ ପୁରୋହିତ ହୋଟେଲର ପ୍ରତିଷ୍ଠାତା ସ୍ୱର୍ଗତ ରାଧେଶ୍ୟାମ ପୁରୋହିତଙ୍କୁ ଆଜି ବରଗଡ଼ ସାଂସଦ ପାଇକମାଲ ସ୍ଥିତ ତାଙ୍କ ବାସ
Read More...

ଅନ୍‌ ଲାଇନ୍‌ ମାଧ୍ୟମରେ ସମ୍ବଲପୁରୀ ଲିପିର ଶିକ୍ଷାଦାନ ଆରମ୍ଭ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ଅଂଚଳ ସ୍ଥିତ ସୁଦୂର ପ୍ରସାରୀ ବାଟ୍ କଢ଼ୁଆଲ କଲାପଟାର ଏକ ସୁନ୍ଦର ପ୍ରୟାସ ଆଜିଠାରୁ ଆରମ୍ଭ ହୋଇଯାଇଛି । ଯୁବ ପ୍ରତିଭା ପୌଲସ୍ତ୍ୟ ସାହା ଅନ୍‌ ଲାଇନ୍ ମାଧ୍ୟମ ରେ ଜନସାଧାରଣଙ୍କୁ ଅନ୍‌ ଲାଇନ୍ କ୍ଲାସ ଖୁବ୍‌ ସରସ ସୁନ୍ଦର ଭାବେ ସଂପାଦନା ଆରମ୍ଭ
Read More...

‘କୋଶଳ ପ୍ରବାହ’ ପ୍ରଭାବ : ଖବର ପ୍ରସାରଣ ପରେ ଦୀପା କଲେ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍, ହୁଇଲ୍ ଚେୟାର୍…

ପଦ୍ମପୁର, (ନିରୋଜ କୁମାର ପାଣୀ) : 'କୋଶଳ ପ୍ରବାହ'ରେ ଖବର ପ୍ରକାଶିତ ହେବା ପରେ ଭିନ୍ନକ୍ଷମଙ୍କୁ ମିଳିଲା ହୁଇଲ୍ ଚେୟାର୍ । ଖବରକୁ ଭିତ୍ତିକରି ସମାଜିକ କର୍ମୀଙ୍କ ଟ୍ୱିଟ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଲା ନିର୍ଦେଶ । ବରଗଡ଼ ପଦ୍ମପୁର ବ୍ଲକ ଅନ୍ତର୍ଗତ ଖଲିଆପାଲି ଗ୍ରାମ
Read More...

ବରଗଡ଼ ସାଂସଦଙ୍କ ପଦ୍ମପୁର ଗ୍ରସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ସାଂସଦ ସୁରେଶ ପୂଜାରୀ ଆଜି ପଦ୍ମପୁର ଗ୍ରସ୍ତ ଅବସରରେ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ କରୋନା ମୁକାବିଲା ସଂକ୍ରାନ୍ତୀୟ ଏକ ସମୀକ୍ଷା ବୈଠକରେ ଯୋଗଦାନ କରିଥିଲେ । ଉକ୍ତ ବୈଠକରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ,
Read More...