ପାଇକମାଲ ଅଂଚଳରେ ଜିଓ ନେଟୱାର୍କ କାମ କରୁନାହିଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଜନ ସାଧାରଣଙ୍କ ଅଭିଯୋଗରୁ ଜଣାଯାଏ ଯେ, ଏଠାରେ ବହୁତ ଜିଓ ଗ୍ରାହକ ଅଛନ୍ତି, କିନ୍ତୁ ସେମାନେ ଜିଓ ନେଇ ଏବେ ପ୍ରସ୍ତାଉଛନ୍ତି । ଜିଓ ଇଣ୍ଟରନେଟ କାମ ନ କରି ଠିକ୍ ସମୟରେ ଟାୱାର କାମ ନକରୁ ନଥିବା କୁହାଯାଇଛି । ସେଥିପାଇଁ ଲୋକେ ଅତ୍ୟୟ ଦୁଃଖ ଅନୁଭବ କରି ଅର୍ଥ ବେକାରକୁ ଖର୍ଚ୍ଚ କଲେ ବୋଲି କୁହାକୁହି ହେଉଛନ୍ତି । ତେଣୁ ଜିଓ ର ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.