Browsing Tag

padmapur news

ବିକାଶ ପରିଷଦର ପାଣ୍ଠି ବିଜୁ ଜନତା ଦଳର ଦଳୀୟ ପାଣ୍ଠି ଭାବେ ବ୍ୟବହୃତ ହେଉଛି : ପ୍ରଦୀପ ପୁରୋହିତ

ବରଗଡ଼, (ନିରୋଜ କୁମାର ପାଣୀ) : ଜନମତ ଓ ଜନ ଆନ୍ଦୋଳନକୁ ସ୍ୱୀକାର କରି ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ପଶ୍ଚିମ ଓଡିଶାର ସାମଗ୍ରିକ ବିକାଶ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ କରିଥିଲେ । ବିଜୁ ଜନତା ଦଳର ସରକାର ରାଜ୍ୟରେ ନେତୃତ୍ୱ ନେବା ପରେ ଗତ…
Read More...

ଡଭା ସରପଞ୍ଚଙ୍କ ଅନାସ୍ଥା ପ୍ରସ୍ତାବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଝାରବନ୍ଧ ବ୍ଲକ ଡଭା ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ବିପକ୍ଷରେ ଅନାସ୍ଥା ପ୍ରସ୍ତାବ ଭୋଟିଂ ସରିଯାଇଛି । ସମସ୍ତ ୧୪ ଜଣ ୱାର୍ଡ ସଭ୍ୟ ବିପକ୍ଷରେ ଭୋଟ ଦେଇଥିବା ୱାର୍ଡ ସଭ୍ୟମାନଂକ ଠାରୁ ଜଣାପଡ଼ିଛି । କୋର୍ଟଂକ ନିର୍ଦ୍ଦେଶ କ୍ରମେ ଫଳାଫଳ…
Read More...

ଟେମରୀ ଗ୍ରାମର ମଗରା ନାଳା ଡେମ ରାସ୍ତା ମରାମତି ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମର ଲୋକମାନେ ଏସଡିଓ କ୍ଷୁଦ୍ର ଜଳସେଚନ ଅଧିକାରୀ ପଦ୍ମପୁରଙ୍କ ଠାରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ଅନୁସାରେ ଆଜକୁ ଦୁଇ ବର୍ଷ ପୂର୍ବେ ଟେମରୀ ଗ୍ରାମ ନିକଟରେ ଥିବା ମଗରା ନାଳାକୁ ରାସ୍ତା ନିର୍ମାଣ…
Read More...

ଉଜୁଡି ଯାଇଛି ଓଡିଶାର ଭାତହାଣ୍ଡି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ସାରା ଓଡିଶାରେ ଭାତହାଣ୍ଡି ଭାବେ ପରିଚିତ । ମୁଖ୍ୟତଃ ରାଜ ବୋଡାସମ୍ବର ଅଞ୍ଚଳରେ ବସବାସ କରୁଥିବା ଅଧିବାସୀ ଖରିଫ ଋତୁରେ ଧାନ ଚାଷକୁ ପ୍ରଧାନ୍ୟ ଦେଇଥାନ୍ତି, କାରଣ ଏ ଅଞ୍ଚଳରେ ଚାଷୀମାନଙ୍କ ପାଇଁ ଚାଷ କାର୍ୟ୍ୟ ସକାଶେ ସ୍ଥାୟୀ ସୁବିଧା ଆଜି…
Read More...

ଇନ୍‌ପୁଟ୍ ସବସିଡି ପାଇଁ ଚାଷୀ ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜମଲା ଗ୍ରାମ ଠାରେ ରାଜ ବୋଡାସ‌ମ୍ବର କୃଷକ ସଂଗଠନ ତରଫରୁ ଆଜି ସୋମବାର ଦିନ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ପଂଚାୟତର ବହୁ ଚାଷୀଙ୍କର ଧାନ ରୋଗ ପୋକ ଯୋଗୁଁ ନଷ୍ଟ ହୋଇ ଯାଇଥିବାରୁ ଆଗାମୀ ଦିନରେ କେମିତି ଇନପୁଟ…
Read More...

ଜନ ସ୍ୱାସ୍ଥ୍ୟ ବିଭାଗର ନିଦ ଭାଙ୍ଗିବ କେବେ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜନ ସାଧାରଣ କିପରି ଠିକ୍ ଭାବେ ସେବା ପାଇ ପାରିବେ, ସେଥିପାଇଁ ରାଜ୍ୟ ସରକାର ମୋ ସରକାର ଓ ୫ଟି ପରି ଯୋଜନା ଗୁଡିକ ହାତକୁ ନେଇଛନ୍ତି । କିନ୍ତୁ ପ୍ରଶାସନିକ ଇଛା ଶକ୍ତିର ଅଭାବ କିପରି ଏଇ ଯୋଜନା ଆଡକୁ ଆଙ୍ଗୁଠି ନିର୍ଦ୍ଦେଶ କରୁଛି ତାର ପ୍ରମାଣ ଦେଉଛି ଏଇ…
Read More...

କୁଞ୍ଜ ଭାଇଙ୍କ ନିସ୍ୱାର୍ଥପର ସେବା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜାପଡା କୁଞ୍ଜ ବିହାରୀ ପ୍ରଧାନ(୫୨) । ଆଜକୁ ଦୀର୍ଘ ୩୦ ବର୍ଷ ହେବ ସେ ସେବା ମନୋଭାବ ରଖି ନିସ୍ୱାର୍ଥପର ଭାବେ ଲୋକଙ୍କ ସେବା କରି ଶବବାହକର କାର୍ୟ୍ୟ ତୁଲାଇ ଆସୁଛନ୍ତି । ତାଙ୍କ ନିଜସ୍ୱ ଏକ ପୁରୁଣା ଟ୍ରେକର ଅଛି, ଯେଉଁଥିରେ…
Read More...

କୁଦୋପାଲି ଗ୍ରାମର ରାଧାକୃଷ୍ଣ ମନ୍ଦିର ଭାଙ୍ଗିବା ଅବସ୍ଥାରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ଜମଲା ପଞ୍ଚାୟତର କୁଦୋପାଲି ଗ୍ରାମର ରାଧାକୃଷ୍ଣ ମନ୍ଦିର ବତ୍ତର୍ମାନ ଭାଙ୍ଗିବା ଅବସ୍ଥାରେ ରହିଛି । ଏହି ମନ୍ଦିର ୧୮୭୮ ମସିହା ଜୁନ ମାସରେ ପ୍ରତିଷ୍ଠା ହୋଇଥିଲା । ଏହି ମନ୍ଦିର ଏକ ପୁରାତନ ଆର୍ଦଶ ମନ୍ଦିର ରୂପେ ଏ ଅଞ୍ଚଳରେ…
Read More...

ସମ୍ପିଆ ହତ୍ୟାକାଣ୍ତ : ଘଟଣା ସ୍ଥଳରେ ଏସପି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଥାନା ସମ୍ପିଆ ଗ୍ରାମରେ ଦୁଇ ପରିବାର ମଧ୍ୟରେ ଜମି ସଂକ୍ରାନ୍ତୀୟ ଗଣ୍ତଗୋଳ ଉଗ୍ର ରୂପ ନେଇଥିଲା । ଫଳରେ ମନୋଜ ବେହେରା ମୃତ୍ୟୁର ଶଶକାର ହୋଇଛନ୍ତି । ଭୀମ, ଗୌତମ ଓ ରାଜେଶ ଗୁରୁତର ଅବସ୍ଥାରେ ବୁର୍ଲା ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।…
Read More...

କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ଅଧ୍ୟାଦେଶ ବିରୋଧରେ ଗର୍ଜିଲେ ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାରଙ୍କ ତୃଟିପୂର୍ଣ୍ଣ କୃଷକ ବିରୋଧୀ ଆଇନ ବିରୋଧରେ ଚାଷୀମାନେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବା ପାଇଁ ମେଳି ହେଉଛନ୍ତି । ରାଜବୋଡାସମ୍ବର କୃଷକ ସଂଗଠନର ଆହ୍ୱାନ କ୍ରମେ ପଦ୍ମପୁର ଉପଖଣ୍ଡ କନସିଂହା ଗ୍ରାମ ପଞ୍ଚାୟତ ସାରସମାଲ ଠାରେ ଚାଷୀମାନଙ୍କର…
Read More...