om academy

ଡଭା ସରପଞ୍ଚଙ୍କ ଅନାସ୍ଥା ପ୍ରସ୍ତାବ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଝାରବନ୍ଧ ବ୍ଲକ ଡଭା ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ବିପକ୍ଷରେ ଅନାସ୍ଥା ପ୍ରସ୍ତାବ ଭୋଟିଂ ସରିଯାଇଛି । ସମସ୍ତ ୧୪ ଜଣ ୱାର୍ଡ ସଭ୍ୟ ବିପକ୍ଷରେ ଭୋଟ ଦେଇଥିବା ୱାର୍ଡ ସଭ୍ୟମାନଂକ ଠାରୁ ଜଣାପଡ଼ିଛି । କୋର୍ଟଂକ ନିର୍ଦ୍ଦେଶ କ୍ରମେ ଫଳାଫଳ ଗୁପ୍ତ ରଖାଯାଇଛି । ସରପଞ୍ଚ କୌଣସି ସଭ୍ୟମାନଙ୍କ ସହିତ ସଂପର୍କ ନ ରଖି ମନମୁଖୀ ଉନ୍ନୟନମୂଳକ କାମ କରିବା, ଦୁଇ ବର୍ଷ ହେବ ଗ୍ରାମ ପଞ୍ଚାୟତ ବୈଠକ ନ ହେବାରୁ ୱାର୍ଡ ସଭ୍ୟମାନେ ଏପରି ପଦକ୍ଷେପ ନେଇଥିବା କୁହାଯାଇଛି ।

Leave A Reply

Your email address will not be published.