ଉଦୟନାଥ ଫର୍ଣ୍ଣିଚର୍‌ର ୧୧ତମ ଲକି ଡ୍ର ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ କରାଯାଇଥିବା ମାସିକ ଯୋଜନାର ୧୧ତମ ଲକି ଡ୍ର ଉଠାଣ ହୋଇଯାଇଛି । ଏଥର ଲକି ଡ୍ର’ ର ବିଜେତା ହେଉଛନ୍ତି ଅତାବିରାର ରଞ୍ଜନ ବେହେରା । ଏହି ଉଠାଣ ସମୟରେ ରୋହିତ କୁମାର ପଟ୍ଟନାୟକ, ଭୋଜରାଜ ଭୋଇ, ଅଶ୍ୱିନୀ କୁମାର ସାହୁ, ସୁଦାମ ଦାନୀ, ଜଗନ୍ନାଥ ମେହେର, ହରିହର ନିଆଲ, ଦିନେଶ କୁମାର ଜେନା ଓ ବାଦଲ ସରାଫ ଯୋଗ ଦେଇଥିଲେ ।

Leave A Reply

Your email address will not be published.