ସରପଞ୍ଚ ଚୁତର୍ଭୁଜ ମେହେରଙ୍କ ବିକାଶ କାର୍ଯ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ରାଜ ବୋଡାସମ୍ବର ବ୍ଲକ ବୁଡାମାଲ ଗ୍ରାମ ପଞ୍ଚାୟତରେ ବିଶେଷ ଭାବରେ ଉନ୍ନତି ମୂଳକ କାର୍ୟ୍ୟ ଦେଖିବାକୁ ମିଳିଛି । କେଉଁଠି ଆମ ଗାଁ ଆମ ବିକାଶ ତ କେଉଁଠି ରାସ୍ତାର କଂକ୍ରିଟ୍ କାମ, ନୂଆ ପଞ୍ଚାୟତ ଭବନ ବୁଡାମାଲ ପଞ୍ଚାୟତର ପ୍ରତ୍ୟେକ ଗାଁରେ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଗୃହ.. ଏମିତି ବିଭିନ୍ନ ଉନ୍ନତି ମୂଳକ କାର୍ୟ୍ୟ କରାଯାଉଛି । ଏହି ପଞ୍ଚାୟତର ସରପଞ୍ଚ ଚୁତର୍ଭୁଜ ମେହେରଙ୍କ କାର୍ୟ୍ୟ ଶୈଳୀ ଅନ୍ୟ ସରପଞ୍ଚ ମାନଙ୍କ ତୁଳନାରେ ଭିନ୍ନ । ଶିକ୍ଷାଗତ ଯୋଗ୍ୟତା ଯାହା ଥିଲେ ମଧ୍ୟ ପଞ୍ଚାୟତର କେମିତି ବିକାଶ ହେବ ସେ କାର୍ୟ୍ୟରେ ଶ୍ରୀ ମେହେର ବ୍ୟସ୍ତ ।

Leave A Reply

Your email address will not be published.