ମାଣ୍ଡୋସିଲରୁ ୨ ଛାତ୍ରଙ୍କ ନିଟ୍ରେ ସଫଳତା
ପଦ୍ମପୁର, (ନିରୋଜ କୁମାର ପାଣୀ) : ସର୍ବଭାରତୀୟ ନିଟ୍ ପରୀକ୍ଷାରେ ପାଇକମାଳ ବ୍ଳକ ମାଣ୍ଡୋସିଲ ଗ୍ରାମର ଦୁଇ ଜଣ ଛାତ୍ର କୃତୀତ୍ୱ ଅର୍ଜନ କରିଛନ୍ତି । ଶରତ ଚନ୍ଦ୍ର ସାହୁଙ୍କ ପୁଅ ଅଜୟ ସାହୁ ୫୮୩ ମାର୍କ ଓ ଓମ ପ୍ରକାଶ ନାୟକଙ୍କ ପୁଅ ରିତେଶ ନାୟକ ୫୯୫ ମାର୍କ ହାସଲ କରିଛନ୍ତି । ଦୁଇଜଣ!-->…
Read More...
Read More...