ନଳକୂପର ପୁନଃ ଉଦ୍ଧାର କାର୍ଯ୍ୟ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ କଂସର ଗ୍ରାମ ପଞ୍ଚାୟତ ସଂପିଆ ଗ୍ରାମର ଏକ ନଳକୂପ ଅଚଳ ଅବସ୍ଥାରେ ପଡି ରହିଥିଲା । ଏହାର ପୁନଃ ଉଦ୍ଧାର ପାଇଁ ବିଭିନ୍ନ ଗଣମାଧ୍ୟମରେ ଖବର ପରିବେଷଣ ହୋଇଥିଲା । ଏ ବିଷୟରେ ମୁଖ୍ୟମନ୍ତ୍ରୀ, ବରଗଡ଼ ଜିଲ୍ଲାପାଳଙ୍କୁ ଟ୍ବିଟ ମାଧ୍ୟମରେ ସମାଜସେବୀ!-->…
Read More...
Read More...