ଯୁଦ୍ଧକାଳୀନ ଭିତ୍ତିରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଆଗେଇ ଚାଲିଛି
ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ସ୍ଥିତ ଏକ ମାତ୍ର ବୁକୁରାମୁଣ୍ଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ନିଘଂଚ ପାହାଡ ପର୍ବତ ଘେରା ଅଞ୍ଚଳରେ ଅବସ୍ଥିତ । ଏ ଅଞ୍ଚଳରେ ମୁଖ୍ୟତଃ ମେଲେରିଆ ଜ୍ୱର ପ୍ରାୟତଃ ଲାଗି ରହିଥାଏ । ଓଡିଶା ମାନଚିତ୍ରରେ ଅନ୍ୟ କେଇ ଜିଲ୍ଲା ଭଳି ବରଗଡ ଜିଲ୍ଲାର!-->…
Read More...
Read More...