ଗୁଠୁର୍ଲାରୁ ଲୁହାଖାନ ରାସ୍ତା ମରଣଯନ୍ତା ପାଲଟିଛି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁଡାମାଲ ଗ୍ରାମ ପଞ୍ଚାୟତ ଗୁଠୁର୍ଲା ଗ୍ରାମରୁ ଲୁହାଖାନ ଗ୍ରାମକୁ ସଂଯୋଗ କରିଥିବା ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ବହୁତ ବର୍ଷରୁ ପଡି ରହିଛି । ଏହା ପ୍ରଶାସନର ଦୃଷ୍ଟିରେ ଥିଲେ ହେଁ କାହିଁକି କାମ କରୁନାହାନ୍ତି, ଏହା ଦୁଃଖର ବିଷୟ ବୋଲି ଚର୍ଚ୍ଚା ହେଉଛି । ବାରମ୍ବାର ଗାଁର ଲୋକମାନେ ଅଭିଯୋଗ କରି ହଇରାଣ ହେଉଛନ୍ତି । ବହୁତ ଖଣ୍ଡ ଗାଁର ଲୋକ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସମାଜସେବୀ ଯୁଧିଷ୍ଠିର ବାରିକ ଦାବୀ କରିଛନ୍ତି ।

Leave A Reply

Your email address will not be published.