Browsing Tag

padmapur news

ପାଣିଟାଙ୍କି କାର୍ଯ୍ୟକ୍ଷମ ହୋଇ ପାରୁନାହିଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଝାରବନ୍ଦ ବ୍ଲକ ଅନ୍ତର୍ଗତ ସଲଡିହ ଗ୍ରାମରେ ଜଳ ଯୋଗାଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ ପାରୁନାହିଁ । ସରକାର ପ୍ରତ୍ୟେକ ଗ୍ରାମରେ ସହରରେ ଜଳ ପରିମଳ ବିଭାଗ ଦ୍ବାରା ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ତେଣୁ କେତେକ ଗ୍ରାମରେ…
Read More...

ପାଇକମାଲରେ ନବରାତ୍ର ଦୁର୍ଗାପୂଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଦୁର୍ଗାପୂଜା କମିଟି ତରଫରୁ ନବରାତ୍ର ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି । କୋଭିଡ ଗାଇଡ ଲାଇନ୍ ଅନୁପାଳନ କରି ନିରାଡମ୍ବର ଭାବେ ପୂଜା ସମା‌ପ୍ତ ହୋଇଛି । ନବରାତ୍ର ଦୁର୍ଗାପୂଜାରେ କର୍ତ୍ତା ଭାବେ ମୁକେଶ ରଥ ଓ ତାଙ୍କ ଧର୍ମପତ୍ନୀ ମୁକ୍ତେଶ୍ବରୀ…
Read More...

ପଦ୍ମପୁରରେ ଶାରଦୀୟ ଦୁର୍ଗାପୂଜା : ଏକ ଝଲକ

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ସଂକ୍ରମଣକୁ ପ୍ରତିହତ କରିବା ପରିପ୍ରେକ୍ଷୀରେ ସାରା ରାଜ୍ୟରେ ସରକାରଙ୍କ କଟକଣା ଆଧାରରେ ଦୁର୍ଗାପୂଜାର ଆୟୋଜନ ଚାଲିଛି । କେବଳ ପରଂପରା ରକ୍ଷା ପାଇଁ ଉଭୟ ପୀଠ ଓ ମଣ୍ଡପ ଗୁଡିକରେ ବିନା ଭକ୍ତଙ୍କ ସମାବେଶରେ ପୂଜକମାନେ ପ୍ରଚଳିତ ରୀତିନୀତି ଅନୁସାରେ…
Read More...

ଉପ ଜିଲ୍ଲାପାଳଙ୍କ ନାଗେନ୍‌ ଦର୍‌ହା ଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଆଜି ପଦ୍ମପୁର ସହରାଂଚଳ ପାଇଁ ଉଦ୍ଦିଷ୍ଟ ଜଳ ଯୋଗାଣ ପ୍ରକଳ୍ପ ନାଗେନ୍‌ ଦର୍‌ହା ପରିଦର୍ଶନରେ ଯାଇ ଜଳ ଯୋଗାଣ ସଂକ୍ରାନ୍ତୀୟ ବ୍ୟବସ୍ଥା ଉପରେ ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ ପଦ୍ମପୁର ଜନସ୍ୱାସ୍ଥ୍ୟ…
Read More...

ସମାଜ ସଂସ୍କାର ଓ ନାରୀ ସମ୍ମାନ ପାଇଁ ମିଷ୍ଟି ପ୍ରଡକ୍ସନର ପ୍ରୟାସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମ ପଞ୍ଚାୟତ ଖଇପାଲି ଗ୍ରାମରେ ଏକ ନିଷ୍ଟି ପ୍ରଡକ୍ସନ କରାଯାଇଛି । ଏଥିରେ ସମାଜ ସଂସ୍କାର, ନାରୀ ସମ୍ମାନ, ସଂସ୍କୃତିକୁ ବଞ୍ଚାଇବା ପାଇଁ ମିଷ୍ଟି ପ୍ରଡକ୍‌ସନ ୟୁଟ୍ୟୁବ କରି ସଚେତନତା କରାଯାଉଛି । ଏହାର ମୁଖ୍ୟ ହେମରାଜ ମେହେର…
Read More...

ସମ୍ଭାବିତ ପୋଲ ନିର୍ମାଣ ନେଇ ସେମିନାର୍‌ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଲଖମରା ହାଇସ୍କୁଲ ସମ୍ମିଳନୀ କକ୍ଷରେ ଅଙ୍ଗନଦୀ ଉପରେ ସମ୍ଭାବିତ ପୋଲ ନିର୍ମାଣ ନେଇ ଏକ ସେମିନାରର ଆୟୋଜନ ଆଜି ପୂର୍ବାହ୍ନ ୧୦ ଘ.ରେ ହୋଇଯାଇଛି । ଆବାହକ ସାମ୍ବାଦିକ ରମେଶ ବାରିକ ପ୍ରାରମ୍ଭରେ ସୂଚନା ପ୍ରଦାନ କରିଥିଲେ ।…
Read More...

ବୁଡାମାଲରେ ପୋଲିସ ଫାଣ୍ତି ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁଡାମାଲ ଗ୍ରାମରେ ଏକ ପୋଲିସ ଫାଣ୍ତିର ଆବଶ୍ୟକତା ରହିଛି । ବର୍ତ୍ତମାନ ବୁଡେନ ଥାନାରେ ଅନ୍ତର୍ଭୁକ୍ତ ବୁଡାମାଲ ଗ୍ରାମ । ବୁଡାମାଲ ଗ୍ରାମରୁ ପ୍ରାୟ ବୁଡେନ ଥାନାଟି ବାଇସ ରୁ ପଚିଶ କିଲୋମିଟର ଦୂରରେ ଥିବାରୁ…
Read More...

ବେପରୁଆ ଗାଡି ଚାଲଣର କୁପରିଣତି : ଅଳ୍ପକେ ବର୍ତିଲା ଝିଅର ଜୀବନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ପାର୍ବଣ ସମୟ ହୋଇଥିବା କାରଣରୁ ସହର ମଧ୍ୟରେ ଅତ୍ୟଧିକ ଜନଗହଳି ଦେଖିବାକୁ ମିଳିଛି । ଜନଗହଳି ପୂର୍ଣ୍ଣ ରାସ୍ତାରେ ବେପରୁଆ ଭାବେ ଗାଡି ଚଳାଇବା ଯୋଗୁଁ ଲୋକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏକ ଘରୋଇ ବଡ଼ପଣ୍ଡା ବସର ଜନଗହଳି ପୂର୍ଣ୍ଣ…
Read More...

ପଦ୍ମପୁରର ସାର୍ବଜନୀନ ଦୁର୍ଗାପୂଜା

ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ ୪୭୬ଟି ଗ୍ରାମକୁ ନେଇ ଏକଦା "ବୋଡ଼ାସମ୍ବର ଜମିଦାରୀ" ଗଢ଼ି ଉଠିଥିଲା । ପାଟଣା ରାଜ୍ୟର ପାଟ ଜମିଦାରୀ ଓ ସମ୍ବଲପୁର ରାଜ୍ୟର ଅଠରଗଡ଼ ମଧ୍ୟରେ ଏହା ଏକ ବିଖ୍ୟାତ ଗଡ଼ ଥିଲା । ଖ୍ରୀଷ୍ଟୀୟ ୨ୟ ଶତାବ୍ଦୀ ବେଳକୁ ବୋଡ଼ାସମ୍ବର ଏକ ବିସ୍ତୃତ ଓ ସମୃଦ୍ଧ…
Read More...

କୋକନରା ଗ୍ରାମର ଚାଷୀମାନେ ବରଗଡ଼ ଜିଲ୍ଲାପାଳଙ୍କୁ ଦେଲେ ଦାବୀପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ କୋକନରା ଗ୍ରାମର ଚାଷୀମାନେ ବରଗଡ଼ ଜିଲ୍ଲାପାଳଙ୍କ ଠାରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଚଳିତ ବର୍ଷ ଭଲ ବର୍ଷା ଏବଂ ଅନୁକୁଳ ପାଗ ଯୋଗୁଁ ଧାନ ଅମଳ କରିବାରେ ଚାଷୀ ମାନେ ଭଲ ଆଶା ରଖିଥିଲେ । ହେଲେ ଅଦିନିଆ ବର୍ଷା ଯୋଗୁଁ…
Read More...