ଏବେବି ବଞ୍ଚିଛି ମାନବିକତା : ଅସହାୟଙ୍କୁ ସାହାଯ୍ୟର ହାତ ବଢାଇଲେ ବିଜେଡି ଯୁବ ସଭାପତି ସୁଧିର କୁମାର ପାଢ଼ୀ
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଭୁବନେଶ୍ୱର ଠାରୁ ବ୍ରହ୍ମପୁର ୧୬ ନମ୍ବର ଜାତୀୟ ରାଜପଥ ଅଭିମୁଖେ ଆସୁଥିବା ଖମ୍ବେଶ୍ଵରୀ ଘରୋଇ ବସରେ ବୁଧୁବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଉକ୍ତ ବସରେ ଯାଉଥିବା ଜଣେ ମହିଳାଙ୍କ ହଠାତ ମୃତ୍ୟୁ ହୋଇଯିବା ଫଳରେ ବସରେ ଯାଉଥିବା ଯାତ୍ରୀ ମାନେ!-->…
Read More...
Read More...