Browsing Tag

bhubaneswar news

କାଲି ଠୁ ଖୋଲିବ ଭୁବନେଶ୍ୱର ଏମ୍‌ସ ଓପିଡି

ଭୁବନେଶ୍ୱର : କରୋନା କଟକଣା ପାଇଁ ବନ୍ଦ ରହିଥିବା ଭୁବନେଶ୍ୱର ଏମ୍‌ସ ଓପିଡି କାଲି ଠୁ ଖୋଲିବ ବୋଲି ସୂଚନା ମିଳିଛି । ତେବେ ପ୍ରଥମ ପର୍ୟ୍ୟାୟରେ ମାତ୍ର ତିରିଶ ଜଣ ରୋଗୀ ଚିକିତ୍ସା ସେବା ପାଇବା ପାଇଁ ନାମ ପଞ୍ଜୀକରଣ କରିପାରିବେ ବୋଲି କୁହାଯାଇଛି । ତେବେ ପରବର୍ତ୍ତି ସମୟରେ କରୋନା…
Read More...

ଚଳିତ ବର୍ଷ ପ୍ରସିଦ୍ଧ ବାଲିଯାତ୍ରା କରୋନା କଟକଣା ଯୋଗୁଁ ବ‌ନ୍ଦ

ଭୁବନେଶ୍ୱର : ଚଳିତ ବର୍ଷ ପ୍ରସିଦ୍ଧ ବାଲିଯାତ୍ରା କରୋନା କଟକଣା ଯୋଗୁଁ ବ‌ନ୍ଦ ହେବ । ଚଳିତ ବର୍ଷ ହେବ ନାହିଁ ବାଲିଯାତ୍ରା । ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି । ସାମୁହିକ ବୋଇତ ବନ୍ଦାଣ ଉତ୍ସବ ଉପରେ ମଧ୍ୟ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି । କଟକରେ ପ୍ରତିବର୍ଷ…
Read More...

ଲଳିତ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଖୁସିର ବିଷୟ ଯେ, ସହସ୍ରାଧିକ ଶୁଭେଚ୍ଛୁଙ୍କ ପ୍ରାର୍ଥନା ଓ ଚିକିତ୍ସକଙ୍କ ଚିକିତ୍ସା ବଳରେ ସମାଜସେବୀ ଲଳିତ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ବିଶେଷ ଉନ୍ନତି ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗତକାଲି ସଂଧ୍ୟାରେ ବରିଷ୍ଠ ସାମ୍ବାଦିକ ସତ୍ୟସୁନ୍ଦର ଭଂଜ…
Read More...

ଲୁଟେରାମାନେ ଝାମ୍ପିନେଲେ ମହିଳାଙ୍କ କାନଫୁଲ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଥମୁନି ଲୁଟ୍‌ ଘଟଣା । ଦିନକୁ ଦିନ ବଢିବାରେ ଲାଗିଛି । ପୁଣି ଲୁଟିଲେ ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଚଂଳର କୈଳାସ ବିହାରରେ ଜଣେ ମହିଳାଙ୍କ କାନରୁ କାନଫୁଲ । ସୂଚନା ଅନୁସାରେ ମହିଳା ଜଣକ ସକାଳ ସମୟରେ ଫୁଲ ତୋଲିବା ପାଇଁ ଯାଇ ପଡେ଼ାଶୀ ଘର ପାଖରେ ଠିଆ…
Read More...

ନିଟ୍-୨୦୨୦ : ଶତ ପ୍ରତିଶତ ନମ୍ବର ରଖି ଇତିହାସ ରଚିଲେ ରାଉରକେଲାର ସୋଏବ ଆଫତାବ

ରାଉରକେଲା : ସଦ୍ୟ ପ୍ରକାଶିତ ଏନଟିଏ-ଏନଇଇଟି ପରୀକ୍ଷାରେ ଓଡ଼ିଶା ରାଉରକେଲାର ସୋଏବ ଆଫତାବ ଇତିହାସ ରଚିଛନ୍ତି । ସେ ମୋଟ ୭୨୦ ମାର୍କରୁ ୭୨୦ ମାର୍କ ରଖି ଶତ ପ୍ରତିଶତ ସଫଳତା ଅର୍ଜନ କରିଛନ୍ତି । ଓଡ଼ିଶାର ପ୍ରଥମ ଛାତ୍ର ଭାବେ ଏନଇଇଟିରେ ଟପ୍ପର ହୋଇଛନ୍ତି ସୋଏବ । ତାଙ୍କ ବାପା ଓଡ଼ିଶାରେ…
Read More...

ପୋଲିସ୍‌ ଜବତ କଲା ଗୋରୁ ବୋଝେଇ ଭ୍ୟାନ୍‌

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିିତ ପଲାଶୁଣୀ ଛକରେ ଗୁରୁବାର ୧୮ଟି ଗୋରୁ ବୋଝେଇ ଭ୍ୟାନ୍‌କୁ ଜବତ କରିଛି ପୋଲିସ୍‌ । ସୁଚନା ଅନୁସାରେ ବଜରଙ୍ଗ ଦଳ କୌଣସି ସୂତ୍ରରୁ ଖବର ପାଇ ନିକଟସ୍ଥ ମଂଚେଶ୍ୱର ଥାନାକୁ ଖବର ଦେବା ପରେ ପୋଲିସ ସହାୟତାରେ ୧୮ଗୋଟି ଗୋରୁ ବୋଝେଇ ଭ୍ୟାନ୍‌ ଜବତ ସହ ୨ ଜଣ…
Read More...

ପେଟ୍ରୋଲ ପମ୍ପ ବିସ୍ଫୋରଣ ମାମଲା : ସତ କହିବ ସିସିଟିଭ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ସ୍ଥାନୀୟ ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଗତ କିଛି ଦିନ ତଳେ ଘଟିଥିବା ବିସ୍ଫୋରଣର ସବୁ ସତ୍ୟତା ଖୁବ୍‌ ଶୀଘ୍ର ଜଣା ପଡିବ । ସିସିଟିଭି ଦୃଶ୍ୟରୁ ଯାହା ଜଣା ପଡୁଛି ଯେ, ଗ୍ୟାସ୍‌ ଟାଙ୍କିରେ ହାଇଡ୍ରୋଲିକ୍‌ ପ୍ରେସର୍‌ ଚେକ୍‌ କରାଯାଉଥିଲା ଏବଂ ଠିକ୍‌ ଏହି…
Read More...

ସୁସାହିତ୍ୟିକ, ପୂର୍ବତନ ବାଚସ୍ପତି ଓ ଶିକ୍ଷା ମନ୍ତ୍ରୀ ଶରତ କୁମାର କର ଚାଲିଗଲେ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ସୁସାହିତ୍ୟିକ ତଥା ପୂର୍ବତନ ବାଚସ୍ପତି ଓ ଶିକ୍ଷା ମନ୍ତ୍ରୀ ଶରତ କୁମାର କର(୮୦)ଙ୍କ ପରଲୋକ ହୋଇଛି । ୧୯୭୧ରେ ସେ ବିଶ୍ୱନାଥ ଦାସଙ୍କ ମନ୍ତ୍ରିମଣ୍ଡଳରେ ଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ଦାୟିତ୍ୱ ନେଇଥିବା ବେଳେ ୨୦୦୦ ମାର୍ଚ୍ଚ ୧୦ରୁ ୨୦୦୪ ମେ' ୨୧ ତାରିଖ…
Read More...

ବାଲେଶ୍ୱର ସଦରରୁ ସ୍ୱରୂପ କୁମାର ଦାସ ଏବଂ ତିର୍ତ୍ତୋଲରୁ ବିଜୟ ଶଙ୍କର ଦାସ ଲଢିବେ

ଭୁବନେଶ୍ୱର : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ନିମନ୍ତେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବାଲେଶ୍ୱର ସଦରରୁ ସ୍ୱରୂପ କୁମାର ଦାସ ଏବଂ ତିର୍ତ୍ତୋଲରୁ ଦିବଙ୍ଗତ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ପ୍ରାର୍ଥୀ ଭାବେ ସାମ୍‌ନାକୁ ଆସିଛନ୍ତି । ଉଭୟ ନିର୍ବାଚନ…
Read More...

ତାତିଲେ ଅପରାଜିତା : ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀଙ୍କୁ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : କୋଭିଡ଼୍‌ ନିୟମକୁ ନେଇ ଏବେ ରାଜନୀତି ମଇଦାନ୍‌ରେ ଦେଖା ଦେଇଛି ଉଷ୍ମତା । କୋଭିଡ-୧୯ ନିୟମ ଉଲଂଘନ ଯୋଗୁଁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟକୁ ୧୫ ଦିନ ପାଇଁ ବିଏମ୍‌ସି ଦ୍ୱାରା ସିଲ୍‌ କରାଯିବା ପରେ ତାତିଛନ୍ତି ଅପରାଜିତା ଷଡ଼ଙ୍ଗୀ ।…
Read More...