Browsing Tag

bhubaneswar news

ଏଟିଏମ୍‌ ତାଡ଼ି ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜଧାନୀରେ ଥମୁନି ଏଟିଏମ୍‌ ଲୁଟ୍‌ ଘଟଣା । ଗତ କିଛି ଦିନ ତଳେ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିଲେ । ପୁଣି ଏଟିଏମ୍‌ ତାଡି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରାମାନେ । ଗତ କାଲି ବିଲମ୍ବିତ ରାତିରେ ରାଜଧାନୀରେ ଥିବା ପଟିଆ ରୟାଲଟି ଛକର ପଜାଂବ…
Read More...

ବିଏମସିର ପଦକ୍ଷେପ ପରେ ଗର୍ଜିଲେ ଅପରାଜିତା

ଭୁବନେ‌ଶ୍ୱର, (ସୁଶାନ୍ତ ସାହୁ) : କୋଭିଡ଼ ନିୟମ ଭାଙ୍ଗିଥିବା ଅଭିଯୋଗରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟକୁ ବିଏମସି ସିଲ୍ କରିଥିବା ବେଳେ ବିଏମସିର ଏହି ପଦକ୍ଷେପ ପରେ ଗର୍ଜିଛନ୍ତି ଅପରାଜିତା । କାର୍ଯ୍ୟାଳୟ ବାହାରେ ରାସ୍ତା ଉପରେ ଜନ ଦରବାର କରି ସାମ୍ବାଦିକ…
Read More...

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପଳାସପଲ୍ଲୀ ସ୍ଥିତ କାର୍ଯ୍ୟାଳୟ ସିଲ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପଳାସପଲ୍ଲୀ ସ୍ଥିତ କାର୍ଯ୍ୟାଳୟକୁ ସିଲ କରାଯାଇଛି । ସାଂସଦ ଅପରାଜିତା ଷଡଙ୍ଗୀ କାର୍ଯ୍ୟାଳୟରେ କୋଭିଡ୍ ନିୟମ ଉଲଂଘନ କରି ଜନ୍ମଦିନ ପାଳନ କରିବା ଅଭିଯୋଗରେ ତାଙ୍କ କାର୍ଯ୍ୟାଳୟକୁ ସିଲ୍ କରାଯାଇଥିବା…
Read More...

ପେଟ୍ରୋଲ ପମ୍ପରେ ଭୟ‌ଙ୍କର ବିସ୍ଫୋରଣ : କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଲେ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଭୁବନେଶ୍ୱରର ରାଜଭବନ ପାଖ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଘଟିବା ଫଳରେ ରାଜଭବନ ନିକଟରୁ ୨ କିଲୋମିଟର ଅଞ୍ଚଳକୁ ସିଲ୍ କରିଛି ପୋଲିସ ପ୍ରଶାସନ । ତେବେ ଏଜି ଛକରୁ ରାଜଭବନ ଛକ, ରାଜଭବନ ଛକରୁ ଗୋପବନ୍ଧୁ ଛକ, ପାୱାର ହାଉସ ଛକରୁ ରାଜଭବନ ଛକ ପର୍ୟ୍ୟନ୍ତ…
Read More...

ବିଚ୍‌ ରାସ୍ତାରେ ଜଘନ୍ୟ ହତ୍ୟାକାଣ୍ଡ : ମିଠା ଦୋକାନୀଙ୍କୁ ରାସ୍ତା ଉପରେ ହତ୍ୟା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ବିଚ୍‌ ରାସ୍ତାରେ ସ୍ପଷ୍ଟ ଦିବାଲୋକରେ ଆଜି ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତପୁର ଅଂଚଳରେ ଆଜି ଅପରାହ୍ନ ୩ଟା ସମୟରେ ଜଣେ ମିଠା ଦୋକାନୀ ଆଉ ଜଣେ ମିଠା ଦୋକାନୀଙ୍କୁ ରାସ୍ତା ଉପରେ…
Read More...

ବିରାଟ ଶୋଭାଯାତ୍ରାରେ ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀର ପହଂଚିଲା ସ୍ୱର୍ଗଦ୍ୱାର

ଭୁବନେଶ୍ୱର : ପିପିଲିରୁ ଏକ ବିରାଟ ଶୋଭାଯାତ୍ରାରେ ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀର ପହଂଚିଛି ପୁରୀ ସ୍ୱର୍ଗଦ୍ୱାରରେ । ହସ୍‌ପିଟାଲ୍‌ରୁ ସ୍ୱର୍ଗତ୍‌ ମହାରଥୀଙ୍କ ମର ଶରୀରକୁ ସିଧା ବିଧାନସଭା ପରିସରକୁ ଅଣାଯିବା ପରେ ପିପିଲିର ତାଙ୍କ ବାସଗୃହକୁ ଅଣାଯାଇଥିଲା । ସେଠାରୁ ଏକ ବିରାଟ…
Read More...

ରାଜନେତାମାନେ ବିଧାନସଭା ପରିସରରେ ମହାରଥୀଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବରିଷ୍ଠ ବିଜେଡ଼ି ନେତା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପରଲୋକରେ ସାରା ଓଡ଼ିଶାରେ ଶୋକର ଛାୟା ଖେଳି ଯାଇଥିବା ବେଳେ ତାଙ୍କ ପାର୍ଥିବ ଶରୀର ବିଧାନସଭା ପରିସରରେ ପହଂଚିବା ପରେ ରାଜନେତାମାନେ ତାଙ୍କ ସ୍ମୃତିଚାରଣ କରିବା ପୂର୍ବକ ଶ୍ରଦ୍ଧାଂଜଳି ପ୍ରଦାନ…
Read More...

ମହାରଥୀ ଚାଲିଗଲେ : ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ନେତାଙ୍କୁ ହରାଇଲା ମାଟି

ଭୁବନେଶ୍ୱର, (କେପିଏନ୍ଏସ୍) : ଶେଷରେ ମହାରଥୀ ଚାଲିଗଲେ । ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ନେତା ପିପିଲି ବିଧାୟକ ପ୍ରଦୀପ ମହାରଥୀ(୬୫) ଚାଲି ଯାଇଥିବା ସୂଚନା ମିଳିଛି । ଜଣେ ବରିଷ୍ଠ ଜନନେତାଙ୍କୁ ହରେଇଲା ଏଇ ମାଟି ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଉଛନ୍ତି । ଗତ ରାତି ୨ଟା…
Read More...

ବିଧାନସଭାରେ ଗର୍ଜିଲେ କଂଗ୍ରେସ ସଦସ୍ୟ : ହାଥ୍‌ରସ ଯିବାବେଳେ ରାହୁଲ ଗାନ୍ଧୀଙ୍କୁ ପୋଲିସ ଦୁର୍ବ୍ୟବହାରର ପ୍ରତିବାଦ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଧାନସଭାରେ କଂଗ୍ରେସ ସଦସ୍ୟ ଗର୍ଜିଛ‌ନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିରୋଧରେ ଜବର୍‌ଦସ୍ତ ନାରାବାଜି କରିଛନ୍ତି । ହାଥରସ ଯିବାବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପୋଲିସର ଦୁର୍ବ୍ୟବହାର ପ୍ରଦର୍ଶନ ବିରୋଧରେ…
Read More...

ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ : ସାରା ଦେଶରେ ଖୋଲିବ, ଓଡିଶାରେ କାହିଁକି ଖୋଲିବନି, କହିଲେ ସିନେ କଳାକାର ଓ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ଅନ୍‌ ଲକ୍‌.୫ ଆରମ୍ଭ ହୋଇଯାଇଛି । ସାରା ଦେଶରେ ସିନେମା ହଲ ଖୋଲା ରହିବାକୁ ନିର୍ଦ୍ଦେଶ ଥିବା ବେଳେ ଓଡିଶାରେ କିନ୍ତୁ ବନ୍ଦ ରହିଛି । ରାଜ୍ୟରେ ସିନେମା ହଲ ନଖୋଲିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତିକୁ କଳାକାର ଓ ଫିଲ୍ମି ନିର୍ମାତାମାନେ…
Read More...