ବିଏମସିର ପଦକ୍ଷେପ ପରେ ଗର୍ଜିଲେ ଅପରାଜିତା

ଭୁବନେ‌ଶ୍ୱର, (ସୁଶାନ୍ତ ସାହୁ) : କୋଭିଡ଼ ନିୟମ ଭାଙ୍ଗିଥିବା ଅଭିଯୋଗରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟକୁ ବିଏମସି ସିଲ୍ କରିଥିବା ବେଳେ ବିଏମସିର ଏହି ପଦକ୍ଷେପ ପରେ ଗର୍ଜିଛନ୍ତି ଅପରାଜିତା । କାର୍ଯ୍ୟାଳୟ ବାହାରେ ରାସ୍ତା ଉପରେ ଜନ ଦରବାର କରି ସାମ୍ବାଦିକ ସମ୍ମିଳନୀ ଡ଼ାକିଛନ୍ତି । ୧୭ଟି ଫଟୋ ଓ ଗୋଟିଏ ଭିଡ଼ିଓ ଦେଖାଇ ବିଜେଡ଼ି କାର୍ଯ୍ୟାଳୟରେ କେବେ ତାଲା ପକାଯିବ ବୋଲି ବିଏମସିକୁ ରୋକଠୋକ୍‌ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.