ଚଳିତ ବର୍ଷ ପ୍ରସିଦ୍ଧ ବାଲିଯାତ୍ରା କରୋନା କଟକଣା ଯୋଗୁଁ ବ‌ନ୍ଦ

ଭୁବନେଶ୍ୱର : ଚଳିତ ବର୍ଷ ପ୍ରସିଦ୍ଧ ବାଲିଯାତ୍ରା କରୋନା କଟକଣା ଯୋଗୁଁ ବ‌ନ୍ଦ ହେବ । ଚଳିତ ବର୍ଷ ହେବ ନାହିଁ ବାଲିଯାତ୍ରା । ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି । ସାମୁହିକ ବୋଇତ ବନ୍ଦାଣ ଉତ୍ସବ ଉପରେ ମଧ୍ୟ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି ।

କଟକରେ ପ୍ରତିବର୍ଷ ପ୍ରସିଦ୍ଧ ବାଲିଯାତ୍ରା ଧୁମ୍‌ ଧାମ୍‌ରେ ପାଳିତ ହୋଇଥିବା ବେଳେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥାଏ । ଏଥର କିନ୍ତୁ ଦେଖିବାକୁ ମିଳିବନି ବାଲିଯାତ୍ରା ।

Leave A Reply

Your email address will not be published.