ପୋଲିସ୍‌ ଜବତ କଲା ଗୋରୁ ବୋଝେଇ ଭ୍ୟାନ୍‌

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିିତ ପଲାଶୁଣୀ ଛକରେ ଗୁରୁବାର ୧୮ଟି ଗୋରୁ ବୋଝେଇ ଭ୍ୟାନ୍‌କୁ ଜବତ କରିଛି ପୋଲିସ୍‌ । ସୁଚନା ଅନୁସାରେ ବଜରଙ୍ଗ ଦଳ କୌଣସି ସୂତ୍ରରୁ ଖବର ପାଇ ନିକଟସ୍ଥ ମଂଚେଶ୍ୱର ଥାନାକୁ ଖବର ଦେବା ପରେ ପୋଲିସ ସହାୟତାରେ ୧୮ଗୋଟି ଗୋରୁ ବୋଝେଇ ଭ୍ୟାନ୍‌ ଜବତ ସହ ୨ ଜଣ ବ୍ୟାକ୍ତି ଗିରଫ ହୋଇଛନ୍ତି । ଏହି ଗୋରୁମାନଙ୍କୁ ଗୋଡ ହାତ ବାନ୍ଧି ଅତି ଅମାନବୀୟ ଭାବରେ ନିଆଯାଉଥିବା କୁହାଯାଇଛି ।

Leave A Reply

Your email address will not be published.