ଭୁଷୁଡି ପଡିଲା ହୋଟେଲ : ୨ ଗୁରତର, ବହୁ ସମ୍ପତ୍ତି ନଷ୍ଟ

ରାୟଗଡା : ରାୟଗଡା ଟାଉନ୍‌ ରେ ଥିବା ନିକଟସ୍ଥ ମହାଲକ୍ଷ୍ମୀ ହୋଟେଲ ଭୁଷୁଡି ପଡି ହୋଟେଲ ମାଲିକ ଏବଂ କର୍ମଚାରୀ ଗୁରୁତର ହୋଇଥିବା ଜଣାପଡ଼ିଛି । ସୁଚନା ଅନୁସାରେ ଗତକାଲି ଠୁ ଲାଗି ରହିଥିବା ବର୍ଷା ଯୋଗୁଁ ବିଳମ୍ବିତ ରାତିରେ ହୋଟେଲର କାନ୍ଥ ଭୁଷୁଡି ଯାଇଥିଲା । ଫଳରେ ଗୁଡାଏ ସାମଗ୍ରୀ ନଷ୍ଟ ହୋଇଯାଇଛି । ଏ ସମୟରେ ହୋଟେଲ ମାଲିକ ଏବଂ କର୍ମଚାରୀ ଭିତରରେ ରହିଥିବା ବେଳେ ବାହାରକୁ ପଳେଇ ଆସି ଜୋର୍‌ରେ ଚିତ୍କାର କରିଥିଲେ । ସହରବସୀ ଆସି ଆମ୍ବୁଲାନ୍ସକୁ ଡାକି ୨ ଜଣଙ୍କୁ ରାୟଗଡା ଡାକ୍ତରଖାନାରେ ଭର୍ତ୍ତି କରାଇଥିବା ଖବର ମିଳିଛି ।

Leave A Reply

Your email address will not be published.