Browsing Tag

rayagada news

ଦାଦନ ଖଟିବାକୁ ଯାଇ ଚେନ୍ନାଇରେ ଯୁବକଙ୍କ ମୃତ୍ୟୁ, ବେସାହାରା ଗର୍ଭବତୀ ସ୍ତ୍ରୀ ଓ ବୃଦ୍ଧା ମା’

ରାୟଗଡ଼ା : ଦାଦନ ଦୁଃଖର କରୁଣ ପରିଣତି । ପରିବାରର ଅଭାବ ଅନଟନ ଦୂର କରିବାକୁ ଦାଦନ ଖଟିବାକୁ ଯାଇଥିଲେ । ହେଲେ ଚେନ୍ନାଇରେ ଚାଲିଗଲା ଜୀବନ । ଏବେ ଘରେ ବୃଦ୍ଧା ମା’ ଓ ଗର୍ଭବତୀ ସ୍ତ୍ରୀଙ୍କ ମୁଣ୍ଡ ଉପରେ ଛିଣ୍ଡିପଡ଼ିଛି ଦୁଃଖର ପାହାଡ଼ । ମୃତଦେହକୁ ଗାଁକୁ ଫେରାଇ ଆଣିବା ପାଇଁ ପରିବାର ଲୋକେ…
Read More...

ବଚସାରୁ ହତ୍ୟାକାଣ୍ଡ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇର ପ୍ରସିଦ୍ଧ ବାଲିଯାତ୍ରା ମହୋତ୍ସବରେ ଘଟିଛି ଅଭାବନୀୟ ଘଟଣା । ସାମାନ୍ୟ କଥାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଉଗ୍ରରୂପ ନେବା ସହ ଛୁରାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ…
Read More...

ଲଦ ଶିକକାଙ୍କ ଗିରଫକୁ ନେଇ ତାତିଲା ନିୟମଗିରି : ରାସ୍ତାକୁ ଓହ୍ଲାଇଲେ ଡଙ୍ଗରିଆ କନ୍ଧ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ନିୟମଗିରି ସୁରକ୍ଷା ସମିତିର ଆବାହକ ଲଦ ଶିକକାଙ୍କ ଗିରଫକୁ ନେଇ ତାତିଲା ନିୟମଗିରି । ଲଦଙ୍କ ଗିରଫ ପ୍ରତିବାଦରେ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ଡଙ୍ଗରିଆ କନ୍ଧମାନେ ଏକାଠି ହୋଇ ଥାନା ଘେରାଉ କରିଛନ୍ତି । ଲଦ ଶିକକାଙ୍କୁ ତୁରନ୍ତ ମୁକ୍ତ କରିବାକୁ…
Read More...

ହଷ୍ଟେଲରେ ଛାତ୍ରଙ୍କୁ ନିର୍ଦ୍ଧୁମ ମାଡ଼ : ଘଟଣାର ଭିଡିଓ ଭାଇରାଲ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟର ହଷ୍ଟେଲରୁ ସାମ୍ନାକୁ ଆସିଛି ଏଭଳି ଏକ ଗୁରୁତର ଘଟଣା । ଜଣେ ଛାତ୍ର ଓ ତାଙ୍କ କିଛି ସହପାଠୀ ମିଶି ନବମ ଶ୍ରେଣୀର ୨୦ରୁ…
Read More...

ବ୍ୟାଗରେ ମହିଳାଙ୍କ ମୃତଦେହ ମାମଲା : ୪୫ ଦିନ ପରେ ଅଭିଯୁକ୍ତ ଗିରଫ

ରାୟଗଡ଼ା, (କେପିଏନ୍‌ଏସ୍‌) : ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ବ୍ୟାଗ ଭିତରୁ ମହିଳାଙ୍କ ମୃତଦେହ ମିଳିବାର ବହୁ ଚର୍ଚ୍ଚିତ ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି । ପ୍ରାୟ ୪୫ ଦିନର ତଦନ୍ତ ପରେ ପୋଲିସ ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମରୁ ୩୨ ବର୍ଷୀୟ ଅଟୋ ଚାଳକ ବୋଲି ସେଟ୍ଟି ସୁରେଶଙ୍କୁ ଗିରଫ…
Read More...

ଚାଞ୍ଚଲ୍ୟକର ଘଟଣା, ବ୍ୟାଗରୁ ଅଜଣା ମହିଳାଙ୍କ ମୃତଦେହ ଠାବ : ତଦନ୍ତ ଆରମ୍ଭ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏକ ବ୍ୟାଗ ଭିତରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଠାବ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଓ ଉତ୍କଣ୍ଠା ଦେଖାଦେଇଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି…
Read More...

ଓଡ଼ିଶାର ବିକାଶ ଯାତ୍ରାରେ ନୂଆ ମାଇଲଖୁଣ୍ଟ : ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୧୭ଶହ କୋଟି ଟଙ୍କାର ୮୨୭ଟି ସଡ଼କ…

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ରାଜ୍ୟକୁ ସଡ଼କ ପ୍ରକଳ୍ପର ଉପହାର ଦେଲେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହାନ; ୧୭୦୨ କିମି ଗ୍ରାମୀଣ ପକ୍କା ସଡ଼କ ସଂଯୋଗଗୃହ ନିର୍ମାଣ, ମନରେଗା ଏବଂ ଜଳସେଚନକୁ ପ୍ରମୁଖ ପ୍ରୋତ୍ସାହନ : ଶିବରାଜ ସିଂହ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା…
Read More...

ଅଜଣା ଗାଡି ଧକ୍କା ଦୁଇ ମୃତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ ଚାଟିକଣା ନିକଟରେ ଥିବା ଭାଲିଆତୋଟା ପାଣି ଟାଙ୍କି ନିକଟରେ ଅଜଣା ଗାଡି ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ବିଷମ କଟକରୁ ଏକ ପଲ୍‌ସର୍ ବାଇକ୍ ଓଡି ୧୮ ପି ୯୪୦୨ରେ ରାୟଗଡ଼ା ଅଭିମୁଖେ…
Read More...

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାୟଗଡ଼ା ଗସ୍ତରେ ଆସି ୬୭ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାୟଗଡ଼ା ଗସ୍ତରେ ଆସି ୬୭ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ରାୟଗଡା ବିଧାୟକ ଆପୋଲସ୍ୱାମୀ କାଡ୍ରାକା, ବିଧାୟକ ନୀଳମାଧବ ହିକକା, ବିଧାୟକ ସତ୍ୟଜିତ ଗମାଙ୍ଗ…
Read More...

ପୋଙ୍ଗଲରେ ବାଣ ବିସ୍ପୋରଣ : ୪ ଗୁରୁତର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ବାଣ ବିସ୍ପୋରଣରେ ୪ ଗୁରୁତର । ଗତକାଲି ବିଳମ୍ବିତ ରାତିରେ ତେଲୁଗୁ ସମ୍ପ୍ରଦାୟ ମାନଙ୍କ ପୋଙ୍ଗଲ ଥିବାରୁ ଏହିଭଳି ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ୟେଦୁସାହିରେ ଘଟିଛି । ଆହାତମାନଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପ୍ରାଥମିକ…
Read More...